Jokes – ଶାଳୀ ଭିଣେଇ କୋଳରେ ବସି ରୋମାନ୍ସ କରୁଥିଲା,ଏତିକି ବେଳେ ସ୍ତ୍ରୀ ଆସିଗଲା ଆଉ ତା’ପରେ

0

ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଯୋକ୍ସ ନେଇ ଆସିଛୁ। ଯାହା ଆଜିକା ଦୁନିଆରେ ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡ ଚାଲିଛି।ଆମେ ଆଶା କରୁଛୁ କି ଏହି ଯୋକ୍ସ କୁ ପଢି ଆପଣଙ୍କ ହସ ବନ୍ଦ ହେବ ନାହିଁ। ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବା ର ଏହି ସିଲସିଲା ।

ଯୋକ୍ସ:-୧

ମରିବା ସମୟରେ ପତି ଟି ନିଜର ପତ୍ନୀ କୁ ସବୁ ସତ କହିବା ପାଇଁ ଚାହିଁଲା।
ପତି ଟି ନିଜ ପତ୍ନୀ କୁ କହୁଚି – ଶୁଣ ମୁଁ ତୁମକୁ ଜୀବନ ସାରା ଧୋକା ଦେଇଛି। ସତ ତ ଏଇଆ କି ମୋର ଡରଜନ୍ ସ୍ତ୍ରୀ ଙ୍କ ସହିତ ଖରାପ ସମ୍ପର୍କ ଥିଲା।
ପତ୍ନୀ ଟି ପତି କୁ କହୁଚି କି ମୁଁ ଭି ସତ କହିବାକୁ ଚାହୁଁଛି କି ତୁମେ ରୋଗ ରେ ନୁହଁ ମୁଁ ତୁମକୁ  ବିଶ ଦେଇଛି।

ଯୋକ୍ସ:-୨

ଜଣେ ବ୍ୟକ୍ତି ବର୍ଷା ରେ ଓଦା ହୋଇ ଥରୁ ଥିଲା।
ଗୋଟେ ଝିଅ ଛତା ନେଇ ଯାଉ ଥିଲା।ସେ କହିଲା-
“ଆପଣ ମୋ ଛତା ତଳକୁ ଆସି ପାରିବେ।”
ବ୍ୟକ୍ତି- ନା , ଭଉଣୀ,ମୁଁ ଠିକ୍ ଅଛି କହି ଆଗକୁ ଗଲା।
ଏବେ ଆପଣ ଭାବୁଥିବେ କେତେ ଭଦ୍ର ବ୍ୟକ୍ତି ଥିଲେ ସେ,
କିନ୍ତୁ ନା ପଛରେ ତାଙ୍କର ସ୍ତ୍ରୀ ଆସୁଥିଲେ।

ଯୋକ୍ସ:-୩

ହୃଦୟ କୁ ଛୁଇଁଲା ଭଳି କାହାଣୀ।
ସ୍ବାମୀ ଓ ସ୍ତ୍ରୀ ବୁଲିବା ପାଇଁ ଗଲେ। ବୁଲୁ ବୁଲୁ ସ୍ବାମୀ ଟି ଏକ
ପଥର ସହ ଧକା ହେଲା ଓ ରକ୍ତ ବାହାରିଲା।
ସ୍ବାମୀ ଟି ସ୍ତ୍ରୀ କୁ ଅନାଇଲା ଏଥି ପାଇଁ କି ସ୍ତ୍ରୀ ଟି ଲୁଗା କ୍
ଚିରି ବାନ୍ଧିବାକୁ ଦେବ। ସାଙ୍ଗେ ସାଙ୍ଗେ ସ୍ତ୍ରୀ କହିଲା ଭାବିବ
ବି ନାହି ଏଇଟା ଡିଜାଇନର ଶାଢ଼ୀ।

ଯୋକ୍ସ:-୪

ରାବଣ କୁ ଅଦାଲତ ରେ ଗୀତା ଉପରେ ହାତ ରଖିବାକୁ କୁହା ଗଲା।ସେ ମନା କରି ଦେଲା ଓ କହିଲା ସୀତା ଉପରେ ହାତ ରଖିଥିଲି ଏତେ ସମସ୍ୟା ଏବେ ଗୀତା ଆଉ ନୁହଁ।

ଯୋକ୍ସ:-୫

ମାଲିକାଣୀ ମେମ୍ ମୋତେ ଦଶ ଦିନ ର ଛୁଟି ଦରକାର।
ମାଲିକାଣୀ- ତୁ ଦଶ ଦିନ ଛୁଟି ରେ ଗଲେ ତୋ ସାହେବ ଙ୍କୁ ଟିଫିନ୍ ଓ ଔଷଧ କିଏ ଦବ। ତାଙ୍କ ଲୁଗା କିଏ ଧୋଇବ,
ଇସ୍ତ୍ରି କିଏ କରିବ। ତାଙ୍କ ବିଛଣା କିଏ ସଜେଇବ।
ଚାକରାଣୀ ଲଜେଇକି କହିଲା ଆପଣ କହିଲେ ସାହେବ୍ ଙ୍କୁ ସାଙ୍ଗରେ ନେଇ ଯିବି ସବୁ।

ଯୋକ୍ସ:-୬

ପୁଅ – ହଁ ,କେତେ ର ରିଚାର୍ଜ କରେଇବି।
ଝିଅ- ତୁମକୁ କଣ ଲାଗୁଛି ମୁଁ ସବୁବେଳେ ରିଚର୍ଜ କରିବା ପାଇଁ ଫୋନ୍ କରୁଛି କି?
ପୁଅ – ତାହେଲେ?
ଝିଅ- ଦୁଇଟା ଡ୍ରେସ୍ ଆଣି ଦେବ।

ଯୋକ୍ସ:-୭

ମୋତେ ମଦ କାଚ ର ସ୍ଵଭାବ ପସନ୍ଦ ଅଟେ।
ଯିଏ ନିଜେ ଖାଲି ହେଇ ଅନ୍ୟ କୁ ଫୁଲ କରାଏ। ଏହାକୁ ନିଃସ୍ଵାର୍ଥ ସେବା କୁହା ଯାଏ।

ଯୋକ୍ସ:-8

 

ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା
ଶାଳୀ : ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ
ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ
ଏବେ ଭିଣେଇ ICU ରେ ଅଛନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।