ପୁଣି ବିବାହ ବନ୍ଧନରେ ବାନ୍ଧି ହେତେ କୁଆଁରୀ ବୋହୁ ସିରିଏଲର ଅଭିନେତା Samba, ସାମ୍ନାକୁ ଆସିଲା ବିବାହର ଫୋଟୋ

0

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ି କୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ ।

ହେଲେ ଜାଣିଛନ୍ତି ବେଳେ ଅଭିନୟ କରୁ କରୁ ମଧ୍ୟ ସେଇ ଅଭିନୟ ଟି ଜୀବନରେ କେତେବେଳେ କେତେବେଳେ ସତ ହେଇ ଯାଇଥାଏ ।କଥାରେ ଅଛି ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଉପରେ ହଇ ନଥାଏ ଯେଉଁଠି ମନ ସହ ମନ ର ଆଉ ଆତ୍ମା ସହ ଆତ୍ମା ର ମିଳନ ହେଇଥାଏ ସେହିଠାରେ ହିଁ ପ୍ରେମ ହଇ ଯାଇଥାଏ ।

ଆଉ ହଁ ଆପଣ ମାନେ ଜାଣିଥିବେ ଯେତେବେଳେ କିଛି ଗୋଟେ ଚରିତ୍ର ପରିବେଷଣ କରିବା ପାଇଁ ପଡ଼ିଥାଏ ସେତେବେଳେ ନିଜ ଚରିତ୍ର ଭିତରେ ପଶି ଯିବ ପାଇଁ ପଡ଼ିଥାଏ ।ସେହି ଭଳି ଭାବରେ ଆଜି ଆମର ଗୋଟିଏ ସୁନ୍ଦର ହିରୋ ଓ ହିରୋଇନ୍ ଦୁଇ ଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଯାଇଥିଲି ଓ ସେମାନେ ମଧ୍ୟ ବିବାହ କରି ସାରିଛନ୍ତି ।

ପ୍ରସିଦ୍ଧ ଓଡ଼ିଆ ସିରିଏଲ ‘କୁଆଁରୀ ବୋହୁ’ କୁ ଆପଣମାନେ ପ୍ରାୟତଃ ପ୍ରତିଦିନ ଦେଖୁଥିବେ ।ସେଥିରେ ଥିବା ସମସ୍ତ ଚରିତ୍ର ମଧ୍ୟରୁ ଆପଣ ସିମ୍ବା ଚରିତ୍ରଟିକୁ ଭଲ ଭାବରେ ଜାଣିଥିବେ । ନିକଟରେ ଖବର ଆସୁଛି ଯେ ସିମ୍ବା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେ କାହାକୁ ବିବାହ କରିଛନ୍ତି ଏବଂ କେବେ ବିବାହ କରିଛନ୍ତି ତାହା ଆଜି ଆମେ ଏହି ରିପୋର୍ଟ ମାଧ୍ୟମରେ ଆପଣ ମାନଙ୍କୁ ଜଣେଇବୁ ।

ବାସ୍ତବରେ ଛଅ ଦିନ ତଳେ ସିମ୍ବା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ସେ ଓଡ଼ିଆ ଟିଭି ଜଗତର ଅଭିନେତ୍ରୀ ଯାଜ୍ଞସିନୀଙ୍କୁ ବିବାହ କରିଛନ୍ତି । ଯାଜ୍ଞସିନୀଙ୍କୁ ଆପଣ ମାନେ ନୂଆ ବୋହୁ ସିରିଏଲ୍ ରେ ଚାନ୍ଦ ବାଈ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ । ସେ ‘ନୂଆ ବୋହୁ’ ବ୍ୟତୀତ ଅନ୍ୟାନ୍ୟ ଓଡ଼ିଆ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।ସେ ‘ପରି’, ‘ମାନିନୀ’ ଭଳି ଲୋକପ୍ରିୟ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ନିକଟରେ ଉଭୟ ବିବାହ କରିଛନ୍ତି ଏବଂ ଉଭୟ ବିବାହ ପରେ ଖୁସିରେ ଥିବାର ଜଣାପଡିଛି ।ଉଭୟ ତାଙ୍କର ବିବାହର କିଛି ଫୋଟ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଉଭୟଙ୍କ ଯୋଡି କୁ ତାଙ୍କର ପ୍ରଶଂସକ ମାନେ ଖୁବ ପସନ୍ଦ କରିବା ସହିତ ତାଙ୍କୁ ବିବାହର ଶୁଭକାମନା ଜଣେଇଛନ୍ତି ।ଆମେ ସମସ୍ତେ ମଧ୍ୟ ତାଙ୍କ ବିବାହିତା ଜୀବନ କୁ ସ୍ବାଗତ କରୁଛୁ ଓ ସେ ଦୁଇଜଣ ଶାନ୍ତିରେ ରୁହନ୍ତୁ ମାନେ ସମସ୍ତେ ଶୁଭକାମନା କରୁଚୁ ।

ଭଗବାନ ଙ୍କ କୃପା ଦୃଷ୍ଟି ସେଇ ଦୁଇଜଣ ଙ୍କ ଉପରେ ପଡୁ ।ହଁ ଏହା ହେଉଛି ପ୍ରେମ ବିବାହ ଏହି କଥା ଟି କେହି ଜାଣି ନଥିବେ ।ଅଭିନୟ କରୁ କରୁ ସେଇ ଦୁଇ ଜଣ ଙ୍କ ର ପ୍ରେମ ହୋଇ ଯାଇଥିଲା ।ହଁ ଆମ ମାନଙ୍କୁ ସବୁଠୁ ବେଶୀ ପରଦା ପଛର ଘଟଣା ବିଷୟରେ ଜାଣିବାର ବହୁତ୍ ଇଚ୍ଛା ଥାଏ ଓ ଆମେ ସମସ୍ତେ ସେଇ ହିରୋ ଆଉ ହିରୋଇନ୍ ମାନଙ୍କୁ ଲକ୍ଷ୍ୟ ରଖିଥାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।