ଜରୁରୀ ଖବର – ହାଇକୋର୍ଟଙ୍କ ବଡ ନିଷ୍ପତି ! ଏଣିକି ସ୍ତ୍ରୀ ଆଉ କରିବେନି ଘର କାମ ଏଥିରେ ଆପଣଙ୍କ ମତାମତ କ’ଣ କମେଣ୍ଟ କରି ଜଣାନ୍ତୁ….

0

ବ୍ୟସ୍ତଭରା ଜୀବନ ରେ ପ୍ରେତ୍ୟକ ମଣିଷ ବ୍ୟସ୍ତ ରହି ଥାନ୍ତି। ବ୍ୟସ୍ତତା ସହିତ ଧନ ଉପାର୍ଜନ ମଧ୍ୟ କରିଥାନ୍ତି। ନିଜ ପରିବାର ଚଳେଇବା ପାଇଁ ମଣିଷ ସବୁବେଳେ କୌଣସି କାମ ରେ ବ୍ୟସ୍ତ ରହିଥାନ୍ତି। ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ହୁଅନ୍ତୁ କୁ ପୁରୁଷ ଉଭୟ ତତ୍ପରତା ଦେଖାଇଥାନ୍ତି। ତେବେ ଅଧିକ ପାଠ ପଢି ଥିବା ଲୋକ ଚାକିରି ଟିଏ କରିଥାନ୍ତି। ପାଠ ନା ପଢିଥିବା ଲୋକ ଦିନ ମଜୁରୀ କରି ପରିବାର ଚାଲିଥାନ୍ତି।

କିଛି ଲୋକ ବ୍ୟବସାୟ କରି ମଧ୍ୟ ଦିନ ଗୁଜୁରାଣ ମେଣ୍ଟଇବା ସହିତ ପରିବାର ପୋଷିଥାନ୍ତି। ତେବେ ଏବେ ସମାଜ ରେ ଉଭୟ ପୁରଷ ଓ ସ୍ତ୍ରୀ ସମାନ ଅଧିକାର ପାଇଥାନ୍ତି। ପୁରୁଷ ମାନେ ଘର ପୋଷିବା ପାଇଁ ସକ୍ଷମ ହୋଇଥାନ୍ତି।

ଆଗରୁ ସ୍ତ୍ରୀ ମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ। କିନ୍ତୁ ବର୍ତ୍ତମାନ ର ସ୍ତ୍ରୀ ନିଜ ଗୋଡ଼ ରେ ନିଜେ ବେଶ୍ ଠିଆ ହୋଇପାରିଛନ୍ତି। ଘର ପୋଷିବା କ୍ଷେତ୍ର ରେ ପୁରୁଷ ଙ୍କ ସହିତ ସମତୁଲ ମଧ୍ୟ ହୋଇଛନ୍ତି।ତାଙ୍କୁ ଘରର ଚାରି କାନ୍ଥ ଭିତରେ ରହିବାକୁ ପଡ଼ୁନାହିଁ ଏବଂ ଚୁଲି ପାଖରେ ନିଜର ସମୟ କଟାଇବାକୁ ପଡୁନାହିଁ।

ବର୍ତ୍ତମାନ ସମୟରେ ମଧ୍ୟ ଗ୍ରାମାଞ୍ଚଳରେ ଓ ସହର ରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କ ଜୀବନ ଘର କାର୍ଯ୍ୟରେ ହିଁ ଅତିବାହିତ ହେଉଛି ଏବଂ ସେମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଛନ୍ତି।ସେମାନେ ଘରର ସମସ୍ତ ଦାୟିତ୍ବ ତୁଲାଇ ବାହାର ଦୁନିଆ କୁ ଭୁଲି ଯାଇଛନ୍ତି।ଏହି ମହିଳା ମାନେ ‘ଝିଅ ଜନମ ଚୁଲି ମୁଣ୍ଡକୁ’ ନ୍ୟାୟ ରେ ବନ୍ଧା ପଡ଼ି ଯାଆନ୍ତି। ଘଟଣା ଟି ହେଉଛି ବମ୍ବେ ହାଇକୋର୍ଟରେ ଜଣେ ଅଭିଯୁକ୍ତ ଉପରେ ସ୍ତ୍ରୀ କୁ ଜୀବନରୁମ -ଆରିଦେଇ ଥିବାର ଆରୋପ ଲାଗିଥିଲା ।

ସେହି ଅଭିଯୁକ୍ତ ପାଇଁ ଶୁଣାଣି ସମୟରେ ଏହି କେସ୍ ର କାରଣ ଜାଣି କୋର୍ଟ ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଅଭିଯୁକ୍ତ ଟି ନିଜର ସ୍ତ୍ରୀ କୁ କାହିଁକି ଜୀବନରୁମ -ଆରିଦେଇ ଥିଲା, ଏହା ପଚାରିବା ପରେ ଉତ୍ତର ରେ ମିଳିଥିଲା ଯେ ସେହି ପୁରୁଷ ଟି ନିଜ ସ୍ତ୍ରୀ ଙ୍କୁ ସକାଳୁ ଚା’ ବନାଇବାକୁ କହିଥିଲେ।

କିନ୍ତୁ ତାଙ୍କ ସ୍ତ୍ରୀ ଅସୁସ୍ଥତା ଅନୁଭବ କରୁଥିବା ହେତୁ ଚା’ ବନାଇବାକୁ ମନା କରିଥିଲେ ଏବଂ ସ୍ୱୟଂ ତିଆରି କରି ପିଇବାକୁ କହିଥିଲେ। ଏହି ରାଗରେ ସେହି ପୁରୁଷ ଜଣକ ନିଜ ସ୍ତ୍ରୀ ଙ୍କୁ ହାମର ରେ ପିଟଇଟିପିଟି ଜୀବନରୁମ -ଆରିଦେଇ ଥିଲା ଏବଂ ପ୍ରମାଣ ଲୁଚାଇବା ପାଇଁ ସ୍ତ୍ରୀ ର ଶରୀରକୁକୁ ଲୁଚାଇ ଦେଇଥିଲା । ଏହି କଥା ତାଙ୍କ ୬ ବର୍ଷର ଝିଅ ସାମ୍ନା ରେ ହୋଇଥିଲା ଏବଂ ସେହି ଛୋଟ ଝିଅ ଟି ମଧ୍ୟ ଏହି ସମ୍ବନ୍ଧରେ ସାକ୍ଷୀ ଦେଇଛି।ତେବେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ ରେ ଜଜ୍ କହିଥିଲେ ଯେ, ସ୍ତ୍ରୀ କୌଣସି ଗୃହ ପାଳିତ ପଶୁ ନୁହେଁ ଏବଂ ସ୍ତ୍ରୀ ର ଜନ୍ମ କେବଳ ଘର କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ହୋଇନାହଁ। ଉଭୟ ପୁରୁଷ ଏବଂ ସ୍ତ୍ରୀ ଙ୍କ ଅଧିକାର ସମାନ ରହିଛି।

ଏହି ପୁରୁଷ ପ୍ରାଧାନ୍ୟ ସମାଜ ପାଇଁ ବର୍ତ୍ତମାନ ସମୟରେ ମଧ୍ୟ ନାରୀ ସମାଜ ଅଗ୍ରସର ହୋଇପାରୁ ନାହିଁ।ତେଣୁ ପ୍ରତ୍ୟେକ ଘରେ ଉଭୟ ସ୍ତ୍ରୀ ଓ ପୁରୁଷ ରୋଜଗାର କ୍ଷମ ହେବେ ଏବଂ ଘର କାର୍ଯ୍ୟ ମଧ୍ୟ ପରସ୍ପର ର ସହଯୋଗ ରେ କରିବେ। ଯଦି କୌଣସି ପୁରୁଷ ଏହା ଭାବିଥାଏ ଯେ, ନାରୀ ର ଜନ୍ମ କେବଳ ଘର କାମ ପାଇଁ ହୋଇଛି, ତେବେ ସେ ଆଇନ ଆଗରେ ଦୋଷଈ ଏବଂ ଏଥିପାଇଁ ତାକୁ ଆଇନ ନିଶ୍ଚିତ ଭାବରେ ଦନଡ ପ୍ରଦାନ କରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।