Bollywood ର ଅଭିନେତ୍ରୀ ଅନୁପମା ବିବାହ କରିବେ ଏହି ପ୍ରସିଦ୍ଧ କ୍ରିକେଟର ଙ୍କୁ ଜାଣନ୍ତୁ ସେ

0

ଆମେ ସମସ୍ତେ ଗୋଟିଏ ଗୋଟିଏ କ୍ରିକେଟ୍ ଖେଳ ପ୍ରେମୀ ଅଟୁ।କିଛି କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଏପରି ଅଛନ୍ତି ସେଇ କ୍ରିକେଟ୍ ଖେଳ ର ଥିବା ଗ୍ରୁପ୍ ଭିତରୁ କିଏ କେଉଁଥିରେ ଭଲ ତାଙ୍କୁ ନିଜର ବେଷ୍ଟ କ୍ରିକେଟ୍ ପ୍ଲେୟର ଭାବେ ଲୋକ ବାଛି ନିଅନ୍ତି।ଆହୁରି ମଧ୍ୟ ସେମାନଙ୍କର ଚାଲି ,ଚଲଣ ,ଗତି ବିଧି ଆଦି ସବୁ କିଛି ଲକ୍ଷ୍ୟ କରିଥାଉ ।କେତେବେଳେ କିଏ ଛୁଟି ନେଉଛନ୍ତି କଣ କରୁଛନ୍ତି ସବୁକିଛି ।

ଆମେ ଭାବୁଚୁ ଆପଣ ମାନେ ବୁମରା ଙ୍କୁ ଜାଣିଥିବେ ।ସେ ଜଣେ ପ୍ରତିଷ୍ଠିତ କ୍ରିକେଟ୍ ଖେଳାଳି ଅଟନ୍ତି।ତାଙ୍କ ର ମଧ୍ୟ ବହୁତ୍ ଜଣ ଫେନ୍ ଓ ଫଲୋର୍ ରହିଛନ୍ତି ।ଗୋଟିଏ ସୁନ୍ଦର ଖୁସି ଖବର ଆଗକୁ ଆସିବାର ନଜର ଆସୁଚି ଯେଉଁଥିରେ ଆମର ବିଶିଷ୍ଟ ଖେଳାଳି ବୁମରା ବିଭାଘର ହେବା ପାଇଁ ଯାଉଚି, ଆଉ ମଧ୍ୟ ସେ ଜଣେ ବିଶିଷ୍ଟ ଅଭିନେତ୍ରୀ ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି,କଣ ରହିଛି ସଂପୂର୍ଣ୍ଣ ଖବର ଚାଲନ୍ତୁ ଜାଣିବା ।

ଭାରତୀୟ ଦ୍ରୁତ ବୋଲର ହେଉଛନ୍ତି ବୁମରା ଯାହାଙ୍କର ପୁରା ନାମ ହେଉଛି ଯଶପ୍ରୀତ ବୁମରା ।ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି। ବୁମରାଙ୍କୁ ମଧ୍ୟ ବିସିସିଆଇ ଛୁଟି ପ୍ରଦାନ କରିଛି। ଅନ୍ୟପଟେ ଦକ୍ଷିଣ ଭାରତୀୟ ସିନେମା  ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି ଅନୁପମା।

 

View this post on Instagram

 

A post shared by jasprit bumrah (@jaspritb1)


ବିସିସିଆଇର ଜନୈକ ଅଧିକାରୀ ଗତକାଲି କହିଥିଲେ, ଦ୍ରୁତ  ବୋଲର  ବୁମରା ଖୁବ୍ ଶୀଘ୍ର  ବିବାହ  ବନ୍ଧନ ରେ ବାନ୍ଧି ହେବ ପାଇଁ ଯାଉଛନ୍ତି। ଏହାର ପ୍ରସ୍ତୁତି ପାଇଁ ସେ ଟେଷ୍ଟ ସିରିଜ୍‌ରୁ ହଟି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିବାହ କରିବାକୁ ଯାଉଥିବା ବୋର୍ଡକୁ ମଧ୍ୟ ଜଣାଇଛନ୍ତି ଏବଂ ଏହି ବଡ ଆୟୋଜନର ପ୍ରସ୍ତୁତି ପାଇଁ କିଛି ସମୟ ଚାହୁଁଥିବା କହିଥିଲେ।  ହେଲେ ତାଙ୍କ ବିବାହ କେବେ ଆଉ ଯାହା ସହିତ ହବା ପାଇଁ ଯାଉଚି ଏହାର ସୂଚନା ସେ ଦେଇନଥିଲେ ।ଏହି କଥା ଟି ସନ୍ଦେହ ଘେରରେ ରହିଛି ।

ଅନ୍ୟପଟେ ସାଉଥ୍ ର ଅଭିନେତ୍ରୀ ଅନୁପମା ପରମେଶ୍ବର ଛୁଟି ନେବାରୁ ବୁମରା ଆଉ ସେ ବିବାହ କରୁଛନ୍ତି ବୋଲି କଥା ଟି ଚାରିଆଡ଼େ ଚର୍ଚ୍ଚା ଚାଲିଚି,ହେଲେ କଥା ଟିର କେତେ ଦୂର ସତ୍ୟତା ରହିଛି ତାହା ଜଣା ନାହିଁ ।ଏବେ ଅନୁପମା ଙ୍କୁ ମାତ୍ର ୨୫ ବର୍ଷ ସେତିକି ବୟସ ଭିତରେ ଭି ସେ ତେଲୁଗୁ ଓ ମାଳୟାଲୋମ ଆଦି ଫିଲ୍ମ ରେ ଅଭିନୟ କରି ନିଜର ନାମ କୁ ବହୁ ପରିମାଣରେ ପ୍ରସିଦ୍ଧ କରିସାରିଲେଣି।କିଛି ଦିନ ଆଗରୁ ମଧ୍ୟ ଅନୁପମା ଓ ବୁମରା ଙ୍କ ର ଡେଟିଂ ଖବର ମଧ୍ୟ ସାମ୍ନା କୁ ଆସିଛି ।ଅନୁପମା ମଙ୍ଗଳବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ।

ଏଥିରେ ସେ ଗାଲରେ ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି। ସେ ଲେଖିଥିଲେ ‘ହାପି ହଲିଡେ ଟୁ ମି’। ଏବେ ଚର୍ଚ୍ଚା ଜୋର ସୋର୍ ଉପରେ ହେଉଚି କି କଣ ବୁମରା ଓ ଅନୁପମା ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି କି ?ଏହି କଥା ଟିର କେତେ ପ୍ରତିଶତ ସତ୍ୟତା ରହିଛି ?କଣ ସେମାନେ ସତରେ ଏଇ ବିବାହ ପାଇଁ ଛୁଟି ନେଉଛନ୍ତି କି ?

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।