ଦେଖନ୍ତୁ ଭିଡିଓ – ପୁଣି ଭାଇରାଲ ହେଲା କିଭଳି ସବ୍ୟ ଓ ଅର୍ଚ୍ଚିତାଙ୍କ ନିଆରା ଢଙ୍ଗରେ ଗୃହ ପ୍ରବେଶ ଭିଡିଓ 68,000 ରୁ ଅଧିକ ଲୋକ ଦେଖିସାରିଲେନି

0

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ି କୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ ।

ହେଲେ ଜାଣିଛନ୍ତି ବେଳେ ଅଭିନୟ କରୁ କରୁ ମଧ୍ୟ ସେଇ ଅଭିନୟ ଟି ଜୀବନରେ କେତେବେଳେ କେତେବେଳେ ସତ ହେଇ ଯାଇଥାଏ ।କଥାରେ ଅଛି ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଉପରେ ହଇ ନଥାଏ ଯେଉଁଠି ମନ ସହ ମନ ର ଆଉ ଆତ୍ମା ସହ ଆତ୍ମା ର ମିଳନ ହେଇଥାଏ ସେହିଠାରେ ହିଁ ପ୍ରେମ ହଇ ଯାଇଥାଏ ।

ଆଉ ହଁ ଆପଣ ମାନେ ଜାଣିଥିବେ ଯେତେବେଳେ କିଛି ଗୋଟେ ଚରିତ୍ର ପରିବେଷଣ କରିବା ପାଇଁ ପଡ଼ିଥାଏ ସେତେବେଳେ ନିଜ ଚରିତ୍ର ଭିତରେ ପଶି ଯିବା ପାଇଁ ପଡ଼ିଥାଏ ।ସେହି ଭଳି ଭାବରେ ଆଜି ଆମର ଗୋଟିଏ ସୁନ୍ଦର ହିରୋ ଓ ହିରୋଇନ୍ ଦୁଇ ଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଯାଇଥିଲି ଓ ସେମାନେ ମଧ୍ୟ ବିବାହ କରି ସାରିଛନ୍ତି ।

ଏବେ ଏବେ ବିବାହ ପରେ ସେଇ ଦୁଇଜଣ ତାଙ୍କ ବିବାହ ପରେ କିଛି ବଡ଼ ଖବର ଦେଇଛନ୍ତି ।ଯାହା ଶୁଣିଲେ ଆପଣ ସମସ୍ତେ ଖୁସି ହୋଇଯିବେ ।ଅର୍ଚ୍ଚିତା ଆଉ ସବ୍ୟସଚି ଙ୍କ ର ବାହାଘର ହେବା ଖବର ସମସ୍ତଙ୍କ ମନ କୁ ଆକର୍ଷିତ କରିଛି ।ଏହି ଦୁଇ ଲୋକ ପ୍ରିୟ ଯୋଡ଼ି ବହୁତ୍ ସୁନ୍ଦର ହେଇଛି ଯେମିତି ରାଧା ଆଉ କୃଷ୍ଣ ଙ୍କ ଯୋଡ଼ି।

ତେବେ ଗତକାଲି କାଲି ଓଲିଉଡ୍‌ ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ଙ୍କ ବିବାହ ସମ୍ପନ୍ନ ହୋଇଛି। ସେମାନଙ୍କ ବାହାଘର ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଏହି ଦୁଇ ଯୋଡିଙ୍କୁ ବିବାହ ପୋଷାକରେ ଦେଖିବାକୁ ମିଳିଛି।ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଅଭିନେତା ସବ୍ୟସାଚୀ ଏବଂ ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ର୍ନିବନ୍ଧ ହୋଇ ସାରି ଥିଲା।


ଏନେଇ ପ୍ରଶଂସକ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଖୁସିର ଉତ୍ସବ ରେ ଅଗଣିତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କ ର ଆଶୀର୍ବାଦ ଆଶା କରିଛନ୍ତି।ଏହି ବାହାଘର ରାଜସ୍ଥାନ ର ନିମ୍ରଣା ଫର୍ଟ୍ ପାଲାସ୍ ରେ ଅନୁଷ୍ଠିତ ହୋଇଛି।ତେବେ ଏବେ ସୋସିଆଲ ମିଡିଆ ରେ ଏହି ଦୁଇ ଯୋଡିଙ୍କ ବିବାହ ଉତ୍ସବର କିଛି କିଛି ଖାସ୍ ଫଟୋ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଦର୍ଶକ ଏବଂ ତାଙ୍କର ଅଗଣିତ ପ୍ରଶଂସକ ମାନେ ତାଙ୍କୁ ବହୁତ୍ ପସନ୍ଦ କରୁଛନ୍ତି।ଏବେ ଏବେ ଆମ ମାନଙ୍କର ସେଇ ପ୍ରସ୍ନସିତ ଯୋଡ଼ି ମାନଙ୍କର କିଛି ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଦେଖିଥିବେ ।ଯେଉଁ ଥିରେ ସେଇ ଦୁଇଜଣ ବହୁତ୍ ହସ ଖୁସି କରି ଗୃହ ପ୍ରବେଶ କରୁଛନ୍ତି ।ତାଙ୍କର ତାଙ୍କ ଗୃହ ପ୍ରବେଶ ସମୟ ର ଫୋଟୋ ସହ ତାଙ୍କ ପରିବାର ଫଟୋ ମଧ୍ୟ ସ୍ମା ଆଗକୁ ଆସିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।