ଦେଖନ୍ତୁ ଭିଡ଼ିଓ – ପୁଅ ନଥିବା ଅବସ୍ଥାରେ ବୋହୂ ସହ ଶଶୁର କରିଲା ଏମିତି ଯାହାକୁ ଦେଖିଲେ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ

0

ବେଳେ ବେଳେ ସମାଜ ରେ ଅନେକ ଘଟଣା ସବୁ ଦେଖିବୁ ମିଳୁଛି,ତେବେ ସେହି ଘଟଣା ଭିତରେ ଏଭଳି ସବୁ ଘଟଣା ଦେଖିବାକୁ ମିଳେ ବା ଜାଣିବାକୁ ମିଳେ । ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବେ ସମାଜ ରେ ରହୁ ଥିବେ ଲୋକ ମାନେ ଅତି ନୀଚ ହୋଇ ଗଲେଣି। ଲୋକ ଙ୍କ ମନ ଭାବ ଏବେ ସମ୍ପୂର୍ଣ୍ଣରୂେପ ବଦଳି ଗଲାଣି ଆଗରୁ ଲୋକ ମାନେ ବହୁତ ଭଲ ଥିଲେ,ତାଙ୍କ ମନ ଭିତରେ କୌଣସି ଖରାପ ଭାବ ନଥିଲା। ମଣିଷ ମାନଙ୍କ ଭିତରେ ହିଂସା , ଲୋଭ , କ୍ରୋଧ ଆଦି ସବୁ ଭାରି ରହିଛି,ତେବେ ଏହା ପାଇଁ ଆଜିର ସମାଜ ଏବେ ସମ୍ପୁର୍ଣ୍ଣରୂେପ ନଷ୍ଟ ହୋଇ ଗଲାଣି।


ତେବେ ଏହି ସମାଜ ରେ ରହିବା ପାଇଁ ମଣିଷ ଭିତରେ ଏକ ସମ୍ପର୍କ ର ରହି ଥାଏ,ତେବେ ସେ ସବୁ ସମ୍ପର୍କ ଅନେକ ପ୍ରକାର ହୋଇ ଥାଏ।ସମାଜ ରେ ଲୋକ ମାନେ ଏତେ ତଳକୁ ଖସି ଗଲେଣି, ଶରୀର ଲୋଭରେ ବେଳେ ବେଳେ ଏପରି ଭୁଲ କାମ କରି ଦିଅନ୍ତି , ଯାହା କେବେ କେହି ଭାବି ନଥିବେ,ଏହି ଲୋଭି ସମାଜ ନାରୀ ମାନଙ୍କ ପ୍ରତି ଦୁସ୍କର୍ମ କରି ଚାଲିଛି ,ତାଙ୍କ ପ୍ରତି ଅନେକ ଅନ୍ୟାୟ ଅତ୍ୟାଚାର ହୋଇ ଚାଲିଛି। ଗୋଟେ ବହୁ ବା ଝିଅ ବାପ ଘରେ କଣ ଶାଶୁ ଘରେ ବି ସୁରକ୍ଷିତ ନଥାଏ। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଛି ପିପିଲି ରେ । ତେବେ ଜଣେ ଶଶୁର ତାର ବହୁ ର ଅନିଛା ସତେ ସେ ତାକୁ ଧୁସ୍କର୍ମ କରିବାକୁ ଚେଷ୍ଟା କରୁ ଥାଏ। ତେବେ ସେହୁ ବହୁ ଟି ତା ଶାଶୁ ଘରେ ମାତ୍ର ୨ ବର୍ଷ ରହି ଥିଲା ସେହି ୨ ବର୍ଷ ଭିତରେ ଶଶୁର ଟି ତା ବହୁ କୁ ଅନେକ ଥର ଧୁସ୍କର୍ମ୍ କରିବା କୁ ଚେଷ୍ଟା କରି ଥିଲେ। ତେବେ ତାଙ୍କ ପୁଅ ରେଳବାଇ ରେ ଚାକିରୀ କରି ଥିବାରୁ ସେ ବାହାରେ ରୁହନ୍ତି , ତାଙ୍କ ବାପା ପଞ୍ଚୁ ମାଲିକ , ଏହାର ସୁଯୋଗ ନେଇ ତା ବୋହୂ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରୁ ଥିଲେ।


ତେବେ ପ୍ରଥମେ ବୋହୁ ଜଣକ ଏହି କାର୍ଯ୍ୟ ଦେଖି ନିଜ କୁ ଅସୁରକ୍ଷିତ ମନେ କରିଲେ ଏବଂ ପରେ ତାଙ୍କ ସ୍ୱାମୀ ଓ ଘର ଲୋକ କୁ କହିଥିଲେ। ହେଲେ ଏହା କୁ କେହି ବିଶ୍ବାସ କରି ନଥିଲେ। ତେଣୁ ତାଙ୍କ ଶଶୁର ବିରୋଧ ରେ ପ୍ରମାଣ ପ୍ରସ୍ତୁତ କରିବା ପାଇଁ ସେ ନିଜ ଘରେ କେମେରା ଲଗାଇ ଦେଇ ଥିଲେ। ତେବେ ତାଙ୍କ ଶଶୁର ଙ୍କର ସବୁ କାର୍ଯ୍ୟ ସେହି କେମେରା ରେ ରେକର୍ଡ ହୋଇ ଗଲା। ତେବେ ଏହି ରେକୋର୍ଦ କୁ ସେ ତାଙ୍କ ଘର ଲୋକ ଙ୍କୁ ଦେଖାଇଲେ ଓ ଥାନା ରେ ତାଙ୍କ ଶଶୁର ନାମ ରେ ଧୁସ୍କର୍ମ୍ ର ଅଭିଯୋଗ ଆଣିଲେ। ତେବେ ଏହି ଘଟଣା କୁ ସବୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲେ ଓ ଏହା କୁ ନିନ୍ଦା କରିଲେ। ତେବେ ଏଭଳି କାର୍ଯ୍ୟ ସମାଜ ଉପରେ ବହୁତ ଖରାପ ପ୍ରଭାବ ପଡିବ। ଆସୁଥିବା ପିଢ଼ି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ତେବେ ଏସବୁ କାର୍ଯ୍ୟ କରିବା ଏକ ନିନ୍ଦନୀୟ ଅପରାଧ । ତେବେ ଏସବୁ କାର୍ଯ୍ୟ କରିବାକୁ ରୋକିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।