Health Tips – କ୍ଷୀରରେ ହଳଦୀ ମିଶାଇ ପିଇବାର ଫାଇଦା 1 କୋଟି ଖର୍ଚ୍ଚ କଲେ ମଧ୍ୟ ପାଇବେ ନାହିଁ

0

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ।

ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।ଆମ ଶରୀର ପାଇଁ ଭିଟାମିନ, କ୍ୟାଲସିୟମ, ଫସଫରସ, ଆଇରନ ଏବଂ ଧାତୁ ସାର ମଧ୍ୟ ଆବଶ୍ୟକ ହୋଇ ଥାଏ। ତେବେ ଏହି ସବୁ ପ୍ରକାର ଉପାଦାନ କେବଳ ଗୋଟିଏ ଖାଦ୍ୟ ଉପାୟରେ ଆପଣ ପାଇପାରିବେ ତାହା ହେଉଛି ହଳଦୀ ମିଶା କ୍ଷୀର ସେବନ ଦ୍ବାରା ।

ତେବେ ଆପଣ ମାନେ ନିହାତି ଜାଣିଥିବେ କି ଉଭୟ କ୍ଷୀର ଏବଂ ହଳଦୀ ଆମ ଶରୀର ପାଇଁ କେତେ ଦରକାରୀ ଅଟେ ।ତେବେ ଆମେ ଆଜି ଆପଣଂକୁ ଉଭୟ ପଦାର୍ଥ କୁ ମିଶେଇ ଏମିତି ଏକ ଉପାୟ ଜଣେଇବୁ ଯାହାକୁ ସେବନ କରିବା ଦ୍ବାରା ଆପଣଙ୍କ ଶରୀରରେ ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ଡାଇବେଟିସ ଭଳି ମାରାତ୍ମକ ରୋଗ ଭଲ ହୋଇଯିବ।

ତେବେ ଏହି ଉପାୟଟି କୁ କରିବା ପାଇଁ ପ୍ରଥମେ କ୍ଷୀର ରେ ଏକ ଚାମଚ ରୁ ଦୁଇ ଚାମଚ ହଳଦୀ ଗୁଣ୍ଡ ମିଶାଇ ତାହାକୁ ୫ ମିନିଟ ପର୍ଯ୍ୟନ୍ତ ନିଆଁ ରେ ଫୁଟାନ୍ତୁ ।ପରେ ଏହାକୁ ଥଣ୍ଡା କରି ସେବନ କରନ୍ତୁ ।ତେବେ ଏହାକୁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଇବା ଉଚିତ ।ତେବେ ଏହାକୁ ପ୍ରତିଦିନ ନିୟମିତ ଭାବରେ ସେବନ କରିବା ଦ୍ବାରା ନିମ୍ନଲିଖିତ ରୋଗରୁ ଆପଣଂକୁ ମୁକ୍ତି ମିଳିଥାଏ ।ତେବେ ଆସାନ୍ତୁ ଜାଣିବା ସେହି ରୋଗ ଓ ତାର ଉପଚାର ବିଷୟରେ ।

୧.ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ:-

ପ୍ରତିଦିନ ରାତିରେ କ୍ଷୀର ସହ ହଳଦୀ ମିଶାଇ ସେବନ କରନ୍ତୁ।ଏହା ଦ୍ବାରା ଯଦି ଆପଣଙ୍କ ର ଉଚ୍ଚ ରକ୍ତଚାପ ସମସ୍ୟା ରହିଥାଏ ।ତାହା ଧୀରେ ଧୀରେ ନିୟନ୍ତ୍ରଣ ରେ ଆସିଥାଏ ଏବଂ ଆପଣଂକୁ ଚିନ୍ତା କରିବାର କୌଣସି ଆବଶ୍ୟକ ହୋଇନଥାଏ।

୨.ଡାଇବେଟିସ କୁ ନିୟନ୍ତ୍ରଣ କରେ:-

ସାଧାରଣତଃ ଆମ ଶରୀରରେ ଶର୍କରା ର ପରିମାଣ ଅଧିକ ହେଲେ ତାହାକୁ ଡାଇବେଟିସ କୁହାଯାଏ। ତେବେ ହଳଦୀ ମିଶା କ୍ଷୀର ପ୍ରତିଦିନ ରାତିରେ ସେବନ କରିବା ଦ୍ବାରା ଏହା ଆମ ଶରୀରର ଶର୍କରା କୁ ବଢ଼ିବାକୁ ଦିଏନାହିଁ ।ତେଣୁ ଡାଇବେଟିସ ର କୌଣସି ଆଶଙ୍କା ରହିନଥାଏ ।

୩.ମୁହଁରେ ଥିବା ପୁରୁଣା ଦାଗ ଓ ବ୍ରଣ ଭଲ କରିଥାଏ:-

ଯଦି ଆପଣ ନିଜର ସୁନ୍ଦରତା କୁ ବଜେଇ ରଖିବାକୁ ଚାହୁଁଛନ୍ତି ଏବଂ ମୁହଁରେ ଥିବା ପୁରୁଣା ଦାଗ କୁ ଭଲ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ହଳଦୀ ମିଶା କ୍ଷୀର ସେବନ କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।