ollywood -ଦେଖନ୍ତୁ ଭିଡିଓ ମୁଁହାମୁହିଁ ହେଲେ ସବ୍ୟସାଚୀ ମିଶ୍ର କହିଲେ ତାଙ୍କ ବିଷୟରେ ଏବଂ ବାହାଘର ବିଷୟରେ ଏହି ଅଛୁପା କଥା

0

ଆଜିର ଦୁନିଆରେ କିଛି ଲୋକ ବିଳାସମୟ ଜୀବନ ଯାପନ କରୁଥିବା ବେଳେ କିଛି ଲୋକ ଅଭାବ ଅନଟନ ରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି।ଆଜିକାଲି ବିପଦ ର ବନ୍ଧୁ ହେବ ଏକ କାଠିକର ପାଠ।ତେବେ ଏହି ଦୁଃଖୀ ମଣିଷ ମାନଙ୍କୁ ସେବା କରିବା ପାଇଁ ଆଜିର ସମାଜରେ କିଛି ଦେବଦୂତ ପରି ସମ୍ମୁଖକୁ ଓଲାହିଆସିଥନ୍ତି।ତେବେ ଆସନ୍ତୁ ଜାଣିବା ଓଲିଉଡ ଇଣ୍ଡଷ୍ଟ୍ରି ର ନାୟକ ସବ୍ୟସାଚୀ ମିଶ୍ର ଙ୍କ ର କିଛି ଅଛୁପା କଥା।

ସବ୍ୟସାଚୀ ଙ୍କ ର ଏକ ଟିଭି ଲାଇଭ ସୋ ରେ କିଛି ରହସ୍ୟମୟ କଥା ସାମ୍ନାକୁ ଆସିଥିଲା।କଳିଙ୍ଗ ଟିଭି ଗ୍ଲାମୋର୍ ଲେନ ପ୍ରୋଗ୍ରାମ ରେ ସେ ଏସବୁ କଥୋପକଥନ ମାଧ୍ୟମରେ କହିଛନ୍ତି।ବର୍ତ୍ତମାନର କୋରାନ ପରିସ୍ଥିତି ରେ ସେ ପ୍ରବାସୀ ଓଡ଼ିଆ ତଥା ଦୁଃଖୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ।

ଛଟୋ ପରଦାରେ ବଡ଼ କାହାଣୀ ପରି ତାଙ୍କର ବିରୋଧକ ମାନେ ଏହି ସାହାଯ୍ୟ କୁ ଆଖି ସାମ୍ନାରେ ରଖି ପରବର୍ତ୍ତୀ ନିର୍ବାଚନ ସହ ତୁଳନା କରିଛନ୍ତି।ଯାହାର ପ୍ରତି ଉତ୍ତରରେ ସବ୍ୟସାଚୀ ଜବରଦସ୍ତ ଉତ୍ତର ଦେଇଛନ୍ତି।ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଆମ ବିପଦର ବନ୍ଧୁ।

“କେହି ଯଦି ବିପଦରେ ଥିବା ଲୋକ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାଏ ତେବେ ସେଥିରେ ସେ ନିଜର ସ୍ବାର୍ଥ ରଖି ନଥାଏ”।ସବ୍ୟସାଚୀଙ୍କ ର ଏହି କଥା ସୋସିଆଲ ମିଡିଆରେ ହାହାକାର ସୃଷ୍ଟି କଲା।ଏହା ଦେଖି ପ୍ରଶଂସକ ମାନେ ଖୁବ୍ ପ୍ରଶଂସା କଲେ ଆଉ କିଛି ବିରୋଧକ ନିନ୍ଦା ମଧ୍ୟ କଲେ।ଛୋଟ ହେଲେ ମଧ୍ୟ ସେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି।

ଏହା ସୋସିଆଲ ମିଡ଼ିଆ ରେ ଅନୁଭବ ମହାନ୍ତି ଲାଇଭ ଭିଡିଓ ଜରିଆରେ ଜଣାଇଛନ୍ତି।ମନୁଷ୍ୟ ଏକ ସାମାଜିକ ପ୍ରାଣୀ ତେଣୁ ସମାଜରେ ବଞ୍ଚୁଥିବା ମଣିଷ ସମସ୍ତଙ୍କର ଆତ୍ମସମ୍ମାନ ଅଛି।ତେଣୁ କୌଣସି ବ୍ୟକ୍ତିଙ୍କୁ ଆକ୍ଷେପ କରି ଅଶ୍ଳୀଳ ଭାଷା ତଥା ଖରାପ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ତଥା ସମ୍ମାନ ଆମର ପରମ କର୍ତ୍ତବ୍ୟ।

ସମାଜରେ ଭଲ ଲୋକ ମିଳିବା ଖୁବ୍ ବିରଳ।ଆଉ ସେଥି ମଧ୍ୟରୁ ଯଦି କୌଣସି ବ୍ୟକ୍ତି ଭଲ ହୋଇଥାଏ ତେବେ ଆମେ ତାଙ୍କୁ ଦେବତା ବୋଲି ମନେ କରୁ।ନିଜ ହୃଦୟରେ ରହିବାକୁ ସ୍ଥାନ ଦେଇଥାଉ।ତାଙ୍କ ଅସୁବିଧାରେ କେବେ ବି ପଛଘୁଞ୍ଚା ଦେଇନଥାଉ।ତାଙ୍କର ପ୍ରତ୍ୟେକଟି କ୍ଷେତ୍ରରେ ପ୍ରତ୍ୟେକଟି କାର୍ଯ୍ୟ ରେ ଆମେ ତାଙ୍କ ସହ ଛିଡାହେଇଥାଉ।ସେହିପରି ସବ୍ୟସାଚୀ ପ୍ରକାଶ କରିଛନ୍ତି ତାଙ୍କର ଏକ ବହୁତ ବଡ଼ ପରିବାର ଅଛି,

ଯେଉଁ ଥିରେ ତାଙ୍କର ଅଗଣିତ ପ୍ରଶଂସକ ଓ ସମର୍ଥକ ମାନେ ଅଛନ୍ତି।ତେବେ ସମାଜସେବୀ ରୂପରେ ସମାଜରେ ସାହାଯ୍ୟ କରିବା ବହୁତ ମାର୍ମିକ କଥା।ଏସବୁ କୁ ସବ୍ୟସାଚୀ ମିଶ୍ର ନିଜର କର୍ତ୍ତବ୍ୟ ବୋଲି ମନେ କରିଛନ୍ତି।ପରଦା ଉପରେ ସେ ହିରୋ ହେବା ସହ ପରଦା ପଛରେ ମଧ୍ୟ ସମାଜ ପାଇଁ ସେ ପ୍ରକୃତ ହିରୋ ରୂପେ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି।ମାନବ ସେବା ହିଁ, ମାଧବ ସେବା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।