Bollywood ର ଅନୁପମା ପରମେଶ୍ବର ଙ୍କ ସମ୍ପତ୍ତି ଓ ଜୀବନୀ ବିଷୟରେ କଛି ଅଜଣା କଥା

0

ଆମେ ସବୁ ବେଳେ ଆମର ହିରୋ ଆଉ ହିରୋଇନ୍ ମାନଙ୍କର ଜୀବନ କାହାଣୀ ବିଷୟରେ ଜାଣିବା ପାଇଁ ବହୁତ୍ ପସନ୍ଦ କରୁ ।କେତେବେଳେ କେଉଁ ହିରୋଇନ୍ ବା ହିରୋ କଣ କରନ୍ତି ,ତାଙ୍କ ଘର କୋଉଠି ,ତାଙ୍କ ଜନ୍ମ ସ୍ଥାନ କଉଠୁ ,ତାଙ୍କ ବାପା ମା ଭାଇ ଭଉଣୀ ଏଇ ମାନଙ୍କ ବିଷୟରେ ,ତାଙ୍କ ପସନ୍ଦ ନା ପସନ୍ଦ ଏମିତି ବହୁତ୍ କିଛି । ଆହୁରି ମଧ୍ୟ ସେହି ହିରୋ ବା ହିରୋଇନ୍ ମାନେ କେତେ ତାଙ୍କ ରୋଜଗାର କରୁଛନ୍ତି ।

ଗୋଟେ ଫିଲ୍ମ କରିବା ପଛରେ କେତେ କିସ ପାଉଛନ୍ତି ଏହି ଭଳି ଆମ ମାନଙ୍କ ମନରେ ବହୁତ୍ ପ୍ରଶ୍ନ ଥାଏ ।ହେଲେ ଗୋଟିଏ କଥା ସତ୍ୟ ଯେ ଯଦି ଆମେ ହିରୋଇନ୍ ଙ୍କ କଥା କହିବୁ ଯଦି ସେଇ ହିରୋଇନ୍ ଟି ଦେଖିବା ପାଇଁ ବହୁତ୍ ସୁନ୍ଦର ହୋଇଥିବେ ତେବେ ସେହି ମାନଙ୍କର କେତେ ଫେନ୍ ଆଉ ଫୋଲର୍ ହୋଇଥିବେ ଭାବନ୍ତୁ ।

ଆଜି ଆମେ ଏତେ ସବୁ କଥା କହିବାର ପ୍ରମୁଖ କାରଣ ହେଉଛି କି ଆଜିକାର ପ୍ରମୁଖ ବିଷୟବସ୍ତୁ ହେଉଚି ସେଇ ଚୁଲବୁଲି ନାୟିକା ଅନୁପମା ପରମେଶ୍ବର ।ଆମେ ତାଙ୍କ ଜୀବନୀ ବିଷୟରେ ଆଜି ଜାଣିବୁ ।

ଆମ ର ନାୟିକା ଙ୍କର ପୁରା ନାମ ଅନୁପମା ପରମେଶ୍ବର ।ତାଙ୍କର ଡାକ ନାମ ହଉଚି ଅନୁ ।ତାଙ୍କର ଦୁଇଟି ଯାକ ନାମ ବହୁତ୍ ସୁନ୍ଦର୍ ।ଏବେ ଯଦି ଆମେ ଫେସନ ବିଷୟରେ କହିବା ପାଇଁ ଯିବୁ ତେବେ ତାଙ୍କର ଫ୍ୟାସନ ହଉଚି ଆକ୍ଟିଙ୍ଗ କରିବା ମାନେ ଏକ୍ଟ୍ରେସ।ତାଙ୍କ ଜନ୍ମ ତାରିଖ ହେଉଛି ୧୮ ଫେବୃଆରୀ ୧୯୯୬।୨୦୨୧ ମସିହା ସୁଦ୍ଧା ତାଙ୍କର ୨୫ ବର୍ଷ ହୋଇଛି।ସେ କେରଳ ର ଇରିଂଜଳକୁଦ ଠାରେ ଜନ୍ମ ଲାଭ କରିଛନ୍ତି ।

ସେ ଜଣେ ଭାରତୀୟ ମହିଳା ବୋଲି ଆମେ ସମସ୍ତେ ଜାଣିଚୁ ।ଆହୁରି ମଧ୍ୟ ସେ ଜଣେ ହିନ୍ଦୁ ମହିଳା ଅଟନ୍ତି ।ତାଙ୍କ ଉଚ୍ଚତା ହେଉଚି ୫ ଫୁଟ୍ ୬ ଇଞ୍ଚ୍ ।ସେ ଓଜନ ରେ ୫୫ କେଜି ।ତାଙ୍କ ଚୁଟି ର ରଙ୍ଗ କଳା।ତାଙ୍କ ଆଖି ର ରଙ୍ଗ ବ୍ରାଉନ କୋଲର୍ ।ତାଙ୍କ କମ୍ୟୁନିକେସନ ହଉଚି ବି. ଏ କରିଛନ୍ତି କମ୍ୟୁନିକେଟ୍ ଇଂଲିଶ ରେ ।

ମାଲାୟାଲାମ ରେ ତାଙ୍କର ପ୍ରଥମ ଫିଲ୍ମ ୨୦୧୫ ମସିହାରେ ଆସିଥିଲା ପେରମମ। ତାଙ୍କର ମଧ୍ୟ ତେଲୁଗୁ ଡେବୁଟ ଫିଲ୍ମ ହେଉଚି ଆ .. ଆ ..ଏହା ୨୦୧୬ ରେ ଆସିଥିଲା ।ତାଙ୍କର ତାମିଲ ଫିଲ୍ମ କୋଡ଼ି ୨୦୧୬ ରେ ଆସିଥିଲା ।ତାଙ୍କ ର ଗୋଟିଏ ଛୋଟ ପରିବାର ଟିଏ ଅଛି ତାଙ୍କ ବାପା ଙ୍କ ନାମ ପରମେଶ୍ବର ,ତାଙ୍କ ମାତା ଙ୍କ ନାମ ସୁନିଥା ପରମେଶ୍ବର ।ତାଙ୍କର ଗୋଟିଏ ଭାଇ ମଧ୍ୟ ରହିଛନ୍ତି ।ସେ ତାଙ୍କ ନାମ ଅକ୍ଷୟ ପରମେଶ୍ବର ।ସେ ଏବେ ଭି ଅବିବାହିତ ଅଛନ୍ତି ।ତାଙ୍କ ପୁରୁଷ ବନ୍ଧୁ ହେଉଛନ୍ତି ଜସ୍ପ୍ରିତ୍ ବୁମ୍ରାଟ।ତାଙ୍କୁ ତ୍ରଭେଲିଁ କରିବା ଓ ନାଚିବା ପାଇଁ ବହୁତ୍ ଭଲ ଲାଗିଥାଏ।

ତାଙ୍କର ପ୍ରିୟ ର ଅଭିନେତା ହେଉଛନ୍ତି ଚିରଞ୍ଜିବି ଓ ଅମିର୍ ଖାନ ତାଙ୍କ ପ୍ରିୟ ର ଅଭିନେତ୍ରୀ ହେଉଛନ୍ତି ସୋନକ୍ଷି ସିନା ।ସେ ଗୋଟିଏ ସାଧା ସିଧା ଝିଅ ଟେ ପରି ସାଧା ଖାଦ୍ୟ ଖାଇବା ପାଇଁ ଭଲ ପାଉଥିବା ବେଳେ ସେ ସାଉଥ୍ ଖାଦ୍ୟ କୁ ମଧ୍ୟ ବହୁତ୍ ପସନ୍ଦ କରନ୍ତି ।ତାଙ୍କର ଓଡ଼ି ୩ କାର ମଧ୍ୟ ରହିଅଛି ।ସେ ଗୋଟେ ଫିଲ୍ମ ପଛରେ ୧-୨.୫୦ କୋରଡ ତାଙ୍କ ନେଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।