ଦେଖନ୍ତୁ ଭିଡିଓ – ଭାଇରାଲ ହେଲା ଅଧ୍ୟାପକ ଙ୍କ ସ୍ତ୍ରୀ ଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାରେ ହେଲା

0

ପ୍ରାଚୀନ କାଳରେ ବିଦ୍ୟା ଅଧ୍ୟୟନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଥିଲା। ଶିଷ୍ୟ ମାନେ ପୁରା କାଳରେ ଗୁରୁକୁଳ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ।ପୂର୍ବ କାଳରେ ଗୁରୁ ଶିଷ୍ୟ ସମ୍ପର୍କ ପିତାପୁତ୍ର ତଥା ସ୍ନେହ ପୂର୍ଣ୍ଣ ଥିଲା।କିନ୍ତୁ ଆଜିର ସମାଜରେ ସେ ସବୁ ଶିକ୍ଷା ବିଧି ଧୀରେ ଧୀରେ କଳୁଷିତ ହେବାରେ ଲାଗିଲାଣି।ଗୁରୁ ଶିଷ୍ୟ ମଧ୍ୟରେ ଆଉ ପୂର୍ବପରି ସମ୍ପର୍କ ନାହିଁ।

ଆଜିର ଯୁଗ ବିଜ୍ଞାନର ଯୁଗ। ପିଲାମାନଙ୍କର ପଢ଼ିବା ତଥା ଶିକ୍ଷକ ମାନଙ୍କର ପଢ଼ାଇବା ପଦ୍ଧତି ମଧ୍ୟ ଅଲଗା।ତେବେ ଆସନ୍ତୁ ଜାଣିବା ଅନଲାଇନ୍ କ୍ଲାସ୍ ବେଳେ ଘଟିଥିବା କିଛି କଥା।ଆପଣମାନେ ପ୍ରାୟତଃ ଜାଣିଥିବେ ଯେ ଗତ କିଛି ମାସ ଧରି କୋରାନ ପରିସ୍ଥିତି ଯୋଗୁ ସବୁଆଡେ ଲକଡାଉନ୍ ଚାଲିଥିଲା।

ତେବେ ଏହି ଲକଡାଉନ ପିରିୟଡ଼ ରେ ସବୁ ସରକାରୀ ଅନୁଷ୍ଠାନ ତଥା ଶିକ୍ଷା ଅନୁଷ୍ଠାନ ସବୁ ବନ୍ଦ ବୋଲି ଘୋଷଣା କରାଯାଇଥିଲା।ତେବେ ପିଲାମାନଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ସରକାର ଅନଲାଇନ୍ କ୍ଲାସର ବ୍ୟବସ୍ଥା କରିବାର ପଦକ୍ଷେପ ନେଇଥିଲେ।

ତେବେ ଛୋଟ ଠୁ ଆରମ୍ଭ କରି ବଡ଼ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ ଚାଲୁଥିଲା।ଏହି ପରିସ୍ଥିତି ରେ କେତେବେଳେ ପିଲାଙ୍କ ର କିଛି ଦୁଷ୍ଟାମି ତ କେତେବେଳେ ଶିକ୍ଷକ ଙ୍କ କିଛି କୁ – ବ୍ୟବହାର ସୋସିଆଲ ମିଡିଆରେ ଖେଳିଯାଇଥିଲା।ତେବେ ଆଜି ଆମେ ଆପଣଙ୍କୁ ସେମିତି କିଛି ମଜା ଭାଇରାଲ ଭିଡିଓ ବିଷୟରେ ଜଣେଇବା ।ସିଧାସଳଖ ଅନଲାଇନ୍ କ୍ଲାସ ରେ ଶିକ୍ଷକ ଛାତ୍ର ଙ୍କ ଉତ୍ତମ ବୁଝାମଣା ପାଇଁ ସରକାର ଏମିତି ପଦକ୍ଷେପ ନେଇଥିଲେ।

ଅନଲାଇନ୍ କ୍ଲାସ ଚାଲିଥିବା ସମୟରେ ଅଧ୍ୟାପକ ଙ୍କ ସ୍ତ୍ରୀ ଏମିତି କିଛି କାର୍ଯ୍ୟ କଲେ ।ଯାହାକୁ ଦେଖିଲେ ଆପଣ ନିଜର ହସ ରୋକିପାରିବେ ନାହିଁ।ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଶିକ୍ଷକ ଙ୍କ ସ୍ତ୍ରୀ ଶିକ୍ଷକ ଙ୍କ ସହ କଣ କରୁଥିଲେ ଜଣେଇବା। ଶିକ୍ଷକ ଅନଲାଇନ୍ କ୍ଲାସ ରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଏକ ଚୁମ୍ବନ ଦେବାକୁ ଆସିଥିଲେ।କିନ୍ତୁ ଶିକ୍ଷକ ତତକ୍ଷଣାତ୍ ଘୁଞ୍ଚି ଯାଇଥିଲେ।ଯାହା କି ପିଲାମାନେ ଏ ଦୃଶ୍ୟ ଦେଖି ଭିଡିଓ ରେକର୍ଡିଂ କରି ତାକୁ ଭାଇରଲ କରିଦେଇଥିଲେ।

ଯାହା ବର୍ତ୍ତମାନ ସୋସିଆଲ ମଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହିପରି ବହୁ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ଆଜିର ଶିକ୍ଷା ପଦ୍ଧତି ବହୁ ପ୍ରଖର ସତ କିନ୍ତୁ ସମସ୍ତେ ଏହାର ଉଚିତ ବ୍ୟବହାର କରିବା ଆବଶ୍ୟକ ।ଶିକ୍ଷଣ ବିଧି ଉନ୍ନତ ହେବା ଦରକାର।ଶିଷ୍ୟ ମାନେ ଶିକ୍ଷା ତଥା ଶିକ୍ଷକ ଙ୍କ ପ୍ରତି ସମ୍ମାନ ରଖିବା ଉଚିତ। ।ତେଣୁ ଅନଲାଇନ୍ କ୍ଲାସ ସମୟରେ ଉଭୟ ଶିକ୍ଷକ ଏବଂ ଛାତ୍ର ଶୃଙ୍ଖଳିତ ମାର୍ଜିତ ଭାବରେ ଅଧ୍ୟୟନ କରନ୍ତୁ ଏବଂ କରାନ୍ତୁ।

“ବିଦ୍ୟା ଦଦାତି ବିନୟମ୍, ବିନୟତ୍ ୟାତି ପାତ୍ରତମ୍
ପତ୍ରତ୍ଵତ୍ ଧନମ୍ ଆପନୋତି, ଧନାତ୍ ଧର୍ମ ତତଃ ସୁଖମ୍।”

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।