ଘରେ କେହି ନଥିବା ଦେଖି,ମାଉସୀ ପୁଅ ସହ ସମ୍ପର୍କ ରଖିଲା ନବମ ଶ୍ରେଣୀ ଝିଅ ଆଉ ତାପରେ ଯାହା ଘଟିଲା ଜାଣିଲେ ଅବାକ୍ ହୋଇଯିବେ

0

ସତ ରେ ୟେ ଦୁନିଆ ରେ ଦିନ କୁ ଦିନ ଅଧର୍ମ ବଢି ବଢ଼ି ଚାଳିଛି।ଲୋକ ସଂଖ୍ୟା ବଢ଼ିବା ସଙ୍ଗେ ସାଙ୍ଗେ ଅଧର୍ମ ଅତ୍ୟାଚାର ବଢିବଢି ଚାଲିଛି। ସମ୍ପର୍କ ନା ରେ କରିଚାଲିଛନ୍ତି ଅନୀତି । ମଣିଷ ଧୀରେ ଧୀରେ ତା ମାନବିକତା କୁ ହରାଇ ବସିଚି । ଦୁନିଆ ରେ ଦିନ କୁ ଦିନ ବଢ଼ି ଚାଲିଛି ଏପରି ଘଟଣା,ଯାହା କି ତାଙ୍କ ପରିବାର କୁ ଲୋକ ଲଜ୍ୟା ରେ ପକାଇ ଦେଇଛି । ଆସନ୍ତୁ ଜାଣିବା ସତରେ କଣ ହୋଇଛି ଜଣେ ନବମ ଶ୍ରେଣୀ ଝିଅ ସହିତ।

ଆଜି ଘଟଣା ଟି ଘଟିଛି ସୁଲଗୁଡ଼ି ର ଅଞ୍ଚଲ ରେ ଯାହା ଶୁଣିଲେ ଆପଣ ଲଜ୍ୟା ରେ ଆଖି ଉଠାଇ ପାରିବେନି। ସୁଲଗୁଡି ହାଇ ସ୍କୁଲ୍ ରେ ପାଠ ପଠୁଥିଲେ ଜଣେ ଯୁବତୀ। ନାଆ ଟି ହେଉଛି ଅନନ୍ୟା, ଅନନ୍ୟା ସ୍କୁଲ ରେ ଭଲ ପଢୁଥିଲେ। ଘରେ ଟ୍ୟୁସନ୍ କରିବାକୁ ଆସିଥିଲେ ଜଣେ ସାର୍ । ଟ୍ୟୁସନ୍ କରିବାକୁ ଆସୁଥିବା ଯୁବକ ଜଣ ଙ୍କ ହେଉଛନ୍ତି ପ୍ରକୃତ ରେ ତାଙ୍କର ଜଣେ ଧରମ ଭାଇ,ଯୁବକ ଟି ର ନା ହେଉଛି ବିଶାଲ।

ବହୁ ଦିନ ଧରି ଅନନ୍ୟା ଙ୍କ ଘର କୁ ଯିବା ଆସିବା କରୁଥିଲେ ଏବଂ ପାଠ ମଧ୍ୟ ପଠାଇଥିଲେ। ବିଶାଲ ଅନନ୍ୟା ଙ୍କୁ ତୁସନ କରୁଥିଲେ। ବହୁ ଦିନ ର ମିଳାମିଶା ଭିତରେ ତାଙ୍କ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ । ସବୁ ଦିନ ର ଯିବା ଆସିବା ଭିତରେ ବିଶାଳ ଅନନ୍ୟା କୁ ବହୁତ ଭଲ ପାଉଥିଲେ । ଗୋଟେ ରବିବାର ଦିନ ଅନନ୍ୟା ଙ୍କ ପରିବାର ଲୋକ ତାଙ୍କର ଜଣେ ଆତ୍ମୀୟ ଙ୍କ ବାହାଘର ରେ ଯାଇଥିଲେ ।

ଏହି ସୁଯୋଗ ର ଫାଇଦା ଉଠାଇ ଅନନ୍ୟା ନିଜ ର ଦେହ ଖରାପ ର ଅଭିନୟ କରି ଘରେ ରହୁଥିଲେ । କେହି ନ ଥିବା ଦେଖି ଅନନ୍ୟା ବିଶାଲ କୁ ଫୋନ କରି ଘର କୁ ଡାକିଥିଲେ ଏବଂ ଦୁଇ ଜଣଙ୍କ ଭିତରେ ବଢିଥିଲା ପ୍ରେମ ସମ୍ପର୍କ ,ଏହି ସମ୍ପର୍କ ତାଙ୍କ ପାଇଁ ମହଙ୍ଗା ପଢିଥିଲା ।

ଘରେ ପୂର୍ବ ରୁ ଲାଗିଥିଲା ସିସିଟିଭି ରେ ତାଙ୍କ ଭିତରେ ହୋଇଥିବା ସବୁ କିଛି କଥା ବାର୍ତ୍ତା ଓ କାରନାମା ରେକଡ୍ ହୋଇଥିଲା। ଏହି ଘଟଣା ର ପ୍ରାୟେ ଏକ ମାସ ପରେ ଅନନ୍ୟା ଙ୍କ ଘରେ ଚାରି ହୋଇଥିଲା । ଏହା ପରେ ଅନନ୍ୟା ଙ୍କ ବାପା ତାଙ୍କ ଘରେ ଲାଗିଥିଲା ସିସିଟିଭି ର ରେକଡ୍ କୁ ଚେକ୍ କରିଥିଲେ ।ସେତେ ବେଳେ ସେ ତାଙ୍କ ଝିଅ ର ସମସ୍ତ କାରାନାମା କୁ ଦେଖିଥିଲେ ,ଆଉ ଅନନ୍ୟା ଙ୍କୁ ବହୁତ ମାରିଥିଲେ ।

ଆଉ ଅନନ୍ୟା କୁ ନେଇ ହଷ୍ଟେଲ ରେ ଛାଡି ଦେଇ ଆସିଥିଲେ । ନିଜେ ମଧ୍ୟ ବହୁତ ଲଜ୍ୟା ଅନୁଭବ କରିଥିଲେ,ଆଉ ପୁରା ପରିବାର ଅପମାନ ର ଭୟ ରେ ସିଲଗୁଡି ଛାଡି ଗାଁ କୁ ଚାଲି ଯାଇଥିଲେ । ସତରେ ଆମ ର ସମାଜ ଧିରେ ଧିରେ ସବୁବେଳେ ଅକାର୍ଯ୍ୟ କରିବାରେ ଲାଗିପଡିଛନ୍ତି ।ଆମେ ଏପରୀ ଘଟଣା ଆପଣ ଙ୍କ ସାମ୍ନା ରେ ବାରମ୍ବାର ଆଣିବାର ଉଦ୍ଦେଶ୍ୟ ହେଉଛି ଲୋକ କୁ ସତର୍କ କରାଇବା । ଲୋକ ସତର୍କ ହେଲେ ଦୁନିଆ ରେ ଅକାର୍ଯ୍ୟ ର ମାତ୍ରାକମିଯିବ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।