ସବୁଠୁ ଅଧିକ ମୋଟି ଅଟନ୍ତି South ସିନେମା ର ଏହି 3 ଜଣ ହିରୋଇନ, 2 ନମ୍ବର ହିରୋଇନ ଙ୍କ ପାଇଁ ତ ପୁରା ଦୁନିଆ ଦିବାନା

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି ।

ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି ।ତେବେ ଆପଣ ମାନେ ଆମର ଓଲିଉଡ ଏବଂ ବଲିଉଡ ସିନେମା ସହ ଟଲିଉଡ଼ ବା ସାଉଥ ଇଣ୍ଡିଆନ ସିନେମା ମଧ୍ୟ ନିଶ୍ଚିତ ଭାବରେ ଦେଖୁଥିବେ ।ତେବେ ସାଉଥ ଇଣ୍ଡିଆନ ଫିଲ୍ମ ଗୁଡ଼ିକ ଆମ ବଲିଉଡ ଫିଲ୍ମ ଠାରୁ ବିଲକୁଲ କମ ନୁହେଁ ।

ଖାଲି ଫିଲ୍ମ ନୁହେଁ ବରଂ ତାଙ୍କର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷଣୀ ୟ ଅଟନ୍ତି। ତେବେ ଆମେ ଆଜି ଆପଣଂକୁ କେତେକ ସାଉଥ ଇଣ୍ଡିଆନ ଫିଲ୍ମ ର ହିରୋଇନ ଙ୍କ ବିଷୟରେ ଆପଣଂକୁ ଜଣେଇବୁ ଯେଉଁମାନ ଙ୍କର ଓଜନ ବହୁତ ଅଧିକ ଅଟେ ।କିନ୍ତୁ ସେମାନଙ୍କ ର ଅଭିନୟ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ।

ଆମେ ଆପଣଂକୁ କହିରଖୁଚୁ ଯେ, ଗୋଟିଏ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ତାଙ୍କର ରୂପ ଚେହେରା ତଥା ଶାରୀରିକ ଗଠନ ଟି ସୁନ୍ଦର ଓ ଆକର୍ଷଣ ଯୁକ୍ତ ହେବା ଆବଶ୍ୟକ ହୋଇଥାଏ। ତେବେ ଯଦିଓ ଟଲିଉଡ଼ ର ଏହି ହିରୋଇନ ଙ୍କର ଶାରୀରିକ ଓଜନ ଟିକେ ଅଧିକ ତଥାପି ଏମାନେ ନିଜର ସୁନ୍ଦର ଅଭିନୟ ଦ୍ବାରା ଲୋକଙ୍କ ର ମନ କିଣିପାରିଛନ୍ତି ।ତେବେ ଆସନ୍ତୁ ଜାଣିବା ସେହି ମୋଟି ସାଉଥ ସୁନ୍ଦରୀ ଙ୍କ ବିଷୟରେ ଜାଣିବା ।

୧.ନମିତା:-

ସାଉଥ ଫିଲ୍ମ ର ଓଜନ ଦାର ହିରୋଇନ ଙ୍କ ମଧ୍ୟରେ ଆଗଧାଡିରେ ରହିଛନ୍ତି ନମିତା ।ତେବେ ଅନ୍ୟ ହିରୋଇନ ଙ୍କର ତୁଳନାରେ ତାଙ୍କର ଓଜନ ବହୁତ ଅଧିକ ଅଟେ। ତେବେ ସେ ସୁନ୍ଦରୀ ଅପେକ୍ଷା ଜଣେ ସେକ୍ସି ଅଭିନେତ୍ରୀ ଭାବରେ ଅଧିକ ପରିଚିତ ଅଟନ୍ତି ।ସେ ସାଉଥ ସିନେମା “ବିର୍ଲା” ପରି କେତେକ ଧମାକାଦାର ଫିଲ୍ମ କରି ଲୋକମାନଙ୍କର ପ୍ରିୟ ହୋଇପାରିଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ଓଜନ ତାଙ୍କର ଅଭିନୟ ଉପରେ କୌଣସି ପ୍ରଭାବ ପକେଇ ପାରିବ ନାହିଁ ।

୨.ଅନୁଷ୍କା ସେଥି:-

ସାଉଥ ଫିଲ୍ମ ର ଆଗଧାଡ଼ିର ଅଭିନେତ୍ରୀ ତଥା ବହୁବଳୀ ର ଦେବସେନା ଭାବରେ ଲୋକମାନ ଙ୍କର ହୃଦୟକୁ ଛୁଇଁ ଥିବା ଅଭିନେତ୍ରୀ ଙ୍କର ଓଜନ ମଧ୍ୟ ଅଧିକ ଅଟେ। ସେ ଅନ୍ୟ ହିରୋଇନ ଙ୍କ ପରି ସିଲ୍ମ ଫିଗର ନୁହଁନ୍ତି। କିନ୍ତୁ ତାଙ୍କର ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ମନୋଲଭା ।ସେ ବାହୁବଳୀ , ଡନ ନମ୍ବର 1 ଆଦି ସୁପରହିଟ ଫିଲ୍ମ କରିଛନ୍ତି।

୩.ହଂସୀକା ବର୍ଦ୍ଧନ:-

ସେ ପ୍ରଥମେ ଏକ ଶିଶୁକଳା କାର ଭାବରେ ଫିଲ୍ମ ରେ କାମ କରିଥିଲେ ଏବଂ ପରେ ହିରୋଇନ ଭାବରେ ।ତେବେ ତାଙ୍କର ଓଜନ ମଧ୍ୟ ଅଧିକ ଅଟେ। କିନ୍ତୁ ତାଙ୍କର ଅଭିନୟ ବହୁତ ରମାଞ୍ଚକ ଓ ମନଲଭା ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।