ollywood – ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲବୁଲି ନାୟିକା ରିୟା ଦେ ଜାଣନ୍ତୁ ବିବାହ ପରେ ଶାଶୂଘରେ କ’ଣ କରୁଛନ୍ତି ରିୟା ? ଆଶ୍ଚର୍ଯ୍ୟ ହେବେ

0

ବ୍ୟସ୍ତ ଭରା ଜୀବନ ରେ ମଣିଷ ବ୍ୟସ୍ତରତ ରହି ଥାଏ। ସେଥିରୁ ନିବୃତ୍ତି ପାଇଁ ସେ ମନୋରଞ୍ଜନ ର କାର୍ଯ୍ୟ କ୍ରମ କୁ ଉପଲବ୍ଧି କରି ଥାଏ। ତେବେ ଟିଭି ପଛ ପରଦା ରେ ଥିବା ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କୁ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖାଇ ଥାନ୍ତି।ସେମାନଙ୍କ ରିଅଲ ଲାଇଫ ବିଷୟ ରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି।

ଆମ ଓଡ଼ିଶା ରେ ପ୍ରାୟତଃ ଲୋକ ନିଜ ଓଡ଼ିଆ ଚଳଚ୍ଚିତ୍ର କୁ ଛାଡ଼ି ହିନ୍ଦୀ , ତେଲୁଗୁ , ଇଂରାଜୀ ଭାଷା ର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି।ମାତ୍ର ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି।

ସେମାନଙ୍କ ପରିଶ୍ରମ ଏକତା ର ସହ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆଗକୁ ନେଇ ଯାଇଛନ୍ତି। ତେବେ ସିନେମା ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। କିଛି ଅଭିନେତା ଅଭିନେତ୍ରୀ ନିଜ ଅଭିନୟ ବଳ ରେ ବେଶ୍ ଆଗକୁ ଯାଇ ପାରୁଛନ୍ତି। ତେବେ ଆଜି ଆମେ ସଙ୍ଘର୍ଷ କରି ଆଗକୁ ବଢି ନାୟିକା ରୀୟ ଙ୍କ ବିଷୟରେ ଜାଣିବା।

ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ରିୟା ଦେ। ସେ ଓଲିଓଡ୍ ଇଣ୍ଡଷ୍ଟ୍ରି ର ଜଣେ ସଫଳ ନାୟିକା।ସେ ଦେଖିବା ସେତିକି ସୁନ୍ଦର ଅଭିନୟ କ୍ଷେତ୍ର ରେ ମଧ୍ୟ ବେଶ୍ ନିପୁଣ। ତାଙ୍କ ଅଭିନୟ ମନୋରଞ୍ଜନ ରେ ପରି ପୂର୍ଣ୍ଣ ହୋଇ ଥାଏ। ତେବେ ସେ ବିବାହ ପରେ କିପରି ରହୁଛନ୍ତି। ନିଜ ପରିବାର ସହିତ କିପରି ଦିନ କାଟୁଛନ୍ତି ଆସନ୍ତୁ ଜାଣିବା। ବିବାହ ପରେ ଜଣେ ଖାଣ୍ଟି ଓଡ଼ିଆ ବୋହୂ ହୋଇଛନ୍ତି ରିୟା। ଶାଶୁ ଶଶୁର ଙ୍କ ଖୁବ୍ ସେବା ଶୁଶ୍ରୁଷା କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଏହା ତାଙ୍କର ରିଅଲ ଲାଇଫ ନୁହଁ। ଯାହା ଜାଣିବାକୁ ମିଳିଛି ଯେ ଏହା ତାଙ୍କର ଆଗକୁ ଆସୁଥିବା ନୂଆ ଚଳଚ୍ଚିତ୍ର ର ଏକ କ୍ୟାରେକ୍ଟର ରେ ନଜର ଆସିବେ ରିୟା।

ତେବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଟି ହେଉଛି ତୋ ଫେମିଲି ଓ ମୋ ଫେମିଲି ଅଟେ। ଏହି ଫିଲ୍ମ୍ ରେ ଏକ ଖାଣ୍ଟି ଓଡ଼ିଆଣୀ ଓ ସଂସ୍କାରିତ ବୋହୂ ଭାବରେ ନଜର ଆସିବେ ରିୟା। ଚଳଚ୍ଚିତ୍ର ଟି ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। କୋରୋନା ସମୟ ରେ ଲକ୍ ଡାଉନ୍ ଥିବାରୁ ସୁଟିଂ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ପୁଣି ସ୍ଥିତି ରେ ସୁଧାର ଆସିବାରୁ ସୁଟିଂ ଆରମ୍ଭ ହୋଇ ଥିଲା ନିକଟ ରେ ତାହା ଶେଷ ହେବ ବୋଲି ଅନୁମାନ କରା ଯାଉଛି।

ତେବେ ଫିଲ୍ମ୍ ଟି ଆସନ୍ତା ରଜ କିମ୍ବା ରଥ ଯାତ୍ରା ରେ ଦେଖିବାକୁ ମିଳିବ। ଦୁଇ ପରିବାର ଙ୍କୁ ମିଶାଇବା ଚଳଚିତ୍ର ର ମୁଖ୍ୟ ପ୍ରସଙ୍ଗ। ଏଥିରେ ରିୟା ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ବୋଲି ଶୁଣିବାକୁ ମିଳିଛି ଆଶା କରୁଛୁ ଚଳଚ୍ଚିତ୍ର ଟି ମନଭରା ହୋଇ ଥିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।