ଲୁଚିଲୁଚି ସାପ ପ୍ରତିଦିନ ଅଣ୍ଡା ଚୋରି କରୁଥିଲା , ସାମାନ୍ୟ କୁକୁଡ଼ା ସାପକୁ ଦେଲା ଉଚିତ୍ ଶିକ୍ଷା ଲୋକ ଦେଖି ଅବାକ୍ ହୋଇଗଲେ

0

ଏ ସମାଜ ରେ ବିଭିନ ପ୍ରକାର ଘଟଣା ଦେଖିବାକୁ ମିଳେ,ଯାହା ଅନେକ ସମୟ ରେ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ, ଆଉ ଏହି ସବୁ ଘଟଣା ଅନେକ ସମୟ ରେ ମଧ୍ୟ ଦେଖିବାକୁ ମିଳେ। ଆଉ ଏହି ଘଟଣା ବେଳେ ବେଳେ ସତ ମଧ୍ୟ ହୋଇ ଥାଏ, ଆଉ ଅନେକ ସମୟ ରେ ମିଛ ମଧ୍ୟ ହୋଇ ଥାଏ। ତେବେ ପ୍ରାୟତଃ ଲୋକ ଏହି ଭଳି ଘଟଣା କୁ ବିଶ୍ୱାସ ମଧ୍ୟ କରିନିଓନ୍ତି।ଏହା କିଛି ଲୋକ ଏହା କୁ ମିଛ ଭାବି ବିଶ୍ବାସ କରନ୍ତି ନାହିଁ। ତେବେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଆପଣ ଅନେକ ସ୍ଥାନ ରେ ଦେଖିବାକୁ ପାଉ ଥିବେ। ଆଉ ଏହି ସବୁ ଘଟଣା ଆପଣ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ପାଉ ଥିବେ। ଅନେକ ଲୋକ ଏହି ଘଟଣା ସବୁ ର ମଜା ନେଇ , ଏହାର ଭିଡିଓ କରି ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।


ମଣିଷ ମାନଙ୍କ ଭିତରେ ଅନେକ ପ୍ରକାର ଭୟ ରହି ଥାଏ,ତାହା ବିଭିନ କାରଣ ରୁ ମଧ୍ୟ ସୃଷ୍ଟି ହୋଇ ଥାଏ,ତେବେ ସେହି ଭୟ ବେଳେ ବେଳେ ଅନେକ ଅସୁବିଧାର କାରଣ ହୋଇ ଯାଏ। ତେବେ ଏହି ଭୟ ସମସ୍ତ ଙ୍କ ମନ ରେ ରହି ଥାଏ,ତା ବିଭିନ କାରଣ ରୁ ହଉ ବା ଅନ୍ୟ କିଛି ପାଇଁ। ତେବେ ଗୋଟେ ମା ତା ଛୁଆ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥାଏ। ତେବେ ପ୍ରତେକ ମା ତା ଛୁଆ କୁ ଶତ୍ରୁ ଠାରୁ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ଦେଇ ପାରେ। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଚକିତ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଛି ଆମେରିକା ର ଟସ୍କୋ ରେ । ତେବେ ସେଠାରେ ରହୁ ଥିବା ସାରା ଏଲିସନ୍ ଙ୍କ ଘରେ ଘଟିଛି ଏହି ଘଟଣା । ତେବେ ତାଙ୍କ ଘରେ ବର୍ନାଡେ଼ଟ ନାମକ୍ ଏହା କୁକୁଡ଼ା ରହି ଥିଲା। ତେବେ ସେ ତାର ଛୁଆ ଜନ୍ମ କରିବା ପାଇଁ ଅଣ୍ଡା ଦେଇ ଥିଲା,ହେଲେ ଗୋଟେ ସାପ ଆସି ତା ଅଣ୍ଡା କୁ ଖାଇବା କୁ ଚେଷ୍ଟା କରିଲା। ତେବେ ସେ କୁକୁଡ଼ା ଟି ତା ଛୁଆ କୁ ବଞ୍ଚାଇବା ପାଇଁ ସେଠି ବସି ରହିଲା, ସାପ କୁ ଦେଖି ଆଉ ସେଠୁ ଗଲା ନାହିଁ। ସାପ ଅଣ୍ଡା ଚୋରି କରିବାକୁ ଆସିଲା ଓ ସେ କୁକୁଡ଼ା କୁ ଦେଖି ଅଣଦେଖା କରି ଅଣ୍ଡା ଚୋରି କରିବାକୁ ଗୋଲା।


ତେବେ ସାପ ଟି ଅଣ୍ଡା ଚୋରି କରୁ ଥିବା ବେଳେ କୁକୁଡ଼ା ଟି ତା ଉପରେ ବସି ଗଲା। ଯାହା ଦ୍ୱାରା ସାପ ଟି ଆଉ ସେଠୁ ବାହାରି ପାରିଲା ନାହିଁ। ତେବେ ପରେ ତାଙ୍କ ମାଲିକ ଆସିକି ଦେଖିଲେ କି ଏଭଳି ଘଟଣା ଘଟିଛି । ତେବେ ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଲେ । ଯେ ସାପ ଟି କୁ ନ ଡରି ତା ଛୁଆ ପାଇଁ ସେ ସେଠି ବାସି ରହିଲା। ତେବେ ଏହି ଘଟଣା ଟି କୁ ସେ ତାଙ୍କ ଫୋନରେ ରେକର୍ଡ କରି ସେ ଏହାକୁ ଫେସବୁକ ରେ ପୋଷ୍ଟ କରିଲେ। ତେବେ ସମସ୍ତେ ଗୋଟେ ମା ର ଏଭଳି କାର୍ଯ୍ୟ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ ଓ ବହୁତ ପସନ୍ଦ ମଧ୍ୟ କରିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From – Odia scraps