special report – LIC ଜୀବନ ବୀମା ଆଣିଦେଲା ବଡ଼ ସୁଯୋଗ,ମାତ୍ର ୧ଲକ୍ଷ ଦେଇ ପାଆନ୍ତୁ ସାରା ଜୀବନ ପେନସନ୍

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ବ୍ୟସ୍ତ ବହୁଳ ଜୀବନ ରେ ବ୍ୟସ୍ତ ରତ ମନୁଷ୍ୟ ଧନ ଉପାର୍ଜନ କରି ଥାନ୍ତି।ଉପାର୍ଜନ କରି ଥିବା ଅର୍ଥ କୁ ବିଭିନ୍ନ କାର୍ଯ୍ୟ ରେ ଲଗାଇ ଥାନ୍ତି।

ହେଲେ ସେଥିରୁ କିଛି ସଂଚୟ ମଧ୍ୟ କରିଥାନ୍ତି।ଆଜିର ସମୟରେ ସମସ୍ତେ ନିଜ ଭବିଷ୍ୟତ ପାଇଁ ଯୋଜନା କରୁଛନ୍ତି । ପେସାରେ ଥିବା ବ୍ୟକ୍ତିମାନେ ଅବସର ପରର ଜୀବନକୁ ସହଜ କରିବା ପାଇଁ ଅନେକ ପେନସନ୍ ପ୍ଲାନିଂ କରିଥାନ୍ତି । ଏବଂ ଏହା ସଠିକ୍ ମଧ୍ୟ । ଯଦି ଆପଣ ମଧ୍ୟ ଏମିତି କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଆମେ ଆଜି ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ କହିବୁ ଯେଉଁଥିରେ ୧ ଲକ୍ଷ ଟଙ୍କା ଜମା କଲେ ଆପଣଙ୍କୁ ସାରା ଜୀବନ ପେନସନ୍ ମିଳିବ ।

*ଜୀବନ ଅକ୍ଷୟ ପ୍ଲାନ:-

ଭାରତୀୟ ଜୀବନ ବୀମା ନିଗମ(LIC) ଭାରତର ସବୁଠାରୁ ବଡ ଓ ସରକାରୀ ବୀମା କମ୍ପାନୀ । ଗ୍ରାହକଙ୍କ ପାଇଁ ଏଲଆଇସି ଜୀବନ ଅକ୍ଷୟ ପ୍ଲାନ ଆଣିଛି ଯେଉଁଥିରେ ଆପଣ ନିଜ ପାଇଁ କିମ୍ବା ପରିବାରର ସଦସ୍ୟଙ୍କ ପାଇଁ ନିବେଶ କରିପାରିବେ । ଏହି ସ୍କିମରେ ନିବେଶରେ ଆପଣ ପେନସନ୍ ବାର୍ଷିକ, ୬ମାସ, ୩ ମାସରେ ବା ପ୍ରତି ମାସରେ ନେଇପାରିବେ।

*୬ ହଜାର ମାସିକ ପେନସନ୍ ପାଇଁ କାଲକୁଲେସନ୍:-

ଯଦି ନିବେଶକଙ୍କ ବୟସ ୭୫ ବର୍ଷ ତେବେ ତାଙ୍କ ସମ୍ ଆସୋୟର୍ଡ ୬ ଲକ୍ଷ ଟଙ୍କା ଏବଂ ଏଥିପାଇଁ ପ୍ରିମିୟମ୍ ୬୧୦୮୦୦ ଟଙ୍କା ଜମା କରିବାକୁ ହେବ । ଏମିତି କଲେ ବାର୍ଷିକ ପେନସନ୍ ୭୬ ହଜାର ୬୫୦ ଟଙ୍କା, ୬ ମାସିକ ପେନସନ୍ ୩୭ ହଜାର ୩୫ ଟଙ୍କା, ତ୍ରୈମାସିକ ପେନସନ୍ ୧୮ ହଜାର ୨୨୫ ଟଙ୍କା ହେବ ।ମାସିକ ପେନସନ କଥା କହିବା ତ ୬ ହଜାର ୦୮ ଟଙ୍କା ଆପଣଙ୍କୁ ମିଳିବ ।

ଜୀବନ ଅକ୍ଷୟ ପ୍ଲାନରେ ପେନସନ୍ ୧୨୦୦୦ ଟଙ୍କା ବାର୍ଷିକ । ଏହି ପେନସନ୍ ନିବେଶକଙ୍କୁ ସାରା ଜୀବନ ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ମିଳିବ ।ଏଲଆଇସିର ଜୀବନ ଅକ୍ଷୟ ପ୍ଲାନରେ ଅନେକ ଫାଇଦା ମଧ୍ୟ ମିଳିବ । ଏଥିରେ ଯେବେଠୁ ଆପଣ ନିବେଶ କରିବେ ଅର୍ଥାତ୍ ଆପଣଙ୍କ ପଲିସି ଜାରି ହେବ, ତାର ୩ ମାସ ପରେ ଲୋନ୍ ସୁବିଧା ମିଳିପାରିବ । ଏହି ସ୍କିମରେ ନିବେଶର କୌଣସି ସର୍ବାଧିକ ସୀମା ନାହିଁ । ଏହାର ଅର୍ଥ ଅତିକମରେ ୧ ଲକ୍ଷ ଓ ସର୍ବାଧିକ(କୌଣସି ସୀମା ନାହିଁ) ଏହି ପଲିସିରେ ନିବେଶ କରିପାରିବେ  ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।