Jyotish Shastra- ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ, କଣ ଏହି ରାଶି ଆପଣଙ୍କର ନୁହେଁ ତ ?

0

ତେବେ ଆମେ ବହୁତ୍ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରିଥାଉ ,କିନ୍ତୁ ଦେବ ଙ୍କ ଦେବ ମହାଦେବ ଙ୍କ ର ମହିମା ଏବଂ କୃପା କିଛି ଅଲଗା ହୋଇ ଥାଏ ଓ ବହୁତ୍ ନିଆରା ମଧ୍ୟ।ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ ଏବଂ ସେ ହେଉଛନ୍ତି ସ୍ଵୟଂଭୂ ,ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଏବଂ ସେ ସୃଷ୍ଟି ର ବିନାଶକ ମଧ୍ୟ ଅଟନ୍ତି,ସେ ରୁଦ୍ର ବି ସେ ମଧ୍ୟ ଶାନ୍ତ ଭୋଳା ନାଥ ବି । ତାଙ୍କ କ୍ରୋଧ ଠୁ କେହି କେବେ ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ।

ମହାଦେବ ଙ୍କ ବାହାନ ହେଉଛନ୍ତି ବୃଷଭ ଏବଂ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହି ଥାଆନ୍ତି ଓ ବୃଷଭ ମଧ୍ୟ ଧର୍ମ ର ପ୍ରତୀକ ଅଟନ୍ତି । ତେବେ ବହୁ ବର୍ଷ ପରେ ଏବେ ଏକ ଶୁଭ ସୋଞ୍ଜୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶି ର ଭାଗ୍ୟ ଖୋଲି ଯିବ ।ତେବେ ଚାଲନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ ।

୧)ବୃଷ ରାଶି:-

ତେବେ ପ୍ରଥମ ରାଶି ହେଲା ବୃଷ ରାଶି । ତେବେ ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ ଅସୀମ କୃପା ରହିବ ଏଵଂ ସେମାନେ ଅଚାନକ ଧନ ପ୍ରାପ୍ତି କରିବେ ଏବଂ ତାଙ୍କର ଅଟକି ଯାଇ ଥିବା ସବୁ କାମ ମଧ୍ୟ ସଫଳତା ର ସହିତ ସମ୍ପୂର୍ଣ୍ଣ ହୋଇଯିବ,ଆଉ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ତେବେ ତାଙ୍କ ବ୍ୟବସାୟ ରେ ମଧ୍ୟ ଅନେକ ଉନ୍ନତି ହେବ ।

୨)ମିଥୁନ ରାଶି:-

ଦ୍ଵିତୀୟ ରାଶି ର ନାମ ହେଉଛି ମିଥୁନ ରାଶି । ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ ।ଯିଏ ବ୍ୟବସାୟ ରେ ଯୋଡିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତୀ କରିବେ ଏବଂ ବହୁତ୍ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ ।

୩)ମେଷ ରାଶି:-

ତେବେ ତୃତୀୟ ରାଶି ହେଉଛି ମେଷ ରାଶି । ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରି କରୁଛନ୍ତି ସେମାନଙ୍କ ର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମଧ୍ୟ ମିଳିବ ଏବଂ ଜୀବନ ସାଥି ଙ୍କ ସହ ଖୁବ୍ ସୁନ୍ଦର୍ ,ମଧୁର ସମୟ କାଟିବେ ଏବଂ ନିଜର ପରିଶ୍ରମ ର ଉଚିତ୍ ଫଳ ମଧ୍ୟ ପାଇବେ ।

୪)ସିଂହ ରାଶି:-

ଚତୁର୍ଥ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ଯାଇ ଥିବା କାମ ସବୁ ସମ୍ପୂର୍ଣ୍ଣ ହେବ ଏବଂ ଚାକିରି ଖୋଜୁଥିଲେ ମଧ୍ୟ ତାହା ମିଳିବ ଓ ପରିବାର ର ସମସ୍ତ ଲୋକ ଖୁସି ରେ ରହିବେ ।

୫)ବିଛା ରାଶି:-

ତେବେ ପଞ୍ଚମ ରାଶି ହେଉଛି ବିଛା। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ବ୍ୟବସାୟ ରେ ବହୁତ୍ ଧନ ର ଲାଭ ହେବ ଏବଂ ସମାଜ ରେ ଖୁବ୍ ସମ୍ମାନ ବଢିବ, ଆଉ ନିଜ ଜୀବନ ସାଥି ସହ ବହୁତ୍ ଭଲ ସମୟ ମଧ୍ୟ ବିତାଇବେ ।

୬)ତୁଳା ରାଶି:-

ଷଷ୍ଠ ରାଶି ହେଉଛି ତୁଳା ରାଶି । ତେବେ ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଧନ ଲାଭ ହେବ । ଆଉ ବହୁତ୍ ଭଲ ସମୟ ଆସିବ । ତେବେ ଚାକିରି କ୍ଷେତ୍ର ରେ ମଧ୍ୟ ସଫଳ ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ପାଇ ପାରିବେ ।

ତେବେ ଏହି ସବୁ ଥିଲା ସେହି ସବୁ ରାଶି ଗୁଡ଼ିକ ଯେଉଁ ସବୁ ରାଶି ର ଲୋକ ମାନଙ୍କ ଭାଗ୍ୟ ବଦଳି ଯିବ । ତେବେ ଆଶା କରୁଛୁ ଏହି ସବୁ ତଥ୍ୟ ଜାଣିବା ପରେ ଆପଣ ମାନେ ନିଶ୍ଚିତ ଖୁସି ହୋଇ ଥିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।