Love Quiz Game – କୌଣସି ଜଣଙ୍କର ନାଁ ଭାବି କି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଫିଲ କରନ୍ତି ?

0

ଆମ ଓଡ଼ିଆ ସାହିତ୍ୟ ଜଗତରେ ପ୍ରେମ ଏକ ମଧୁର ସମ୍ପର୍କ।ପ୍ରେମ ମାଧ୍ୟମରେ ଦୁଇଟି ଆତ୍ମାର ମିଳନ ହୋଇଥାଏ।କାହିଁ କେଉଁ ଆଦି ଅନନ୍ତ କାଳରୁ ପ୍ରେମ ପ୍ରଥା ଚଳିଆସୁଛି।ପ୍ରେମ ଏକ ଦେବ ଦତ୍ତ ଦିବ୍ୟ ବନ୍ଧନ।କେତେବେଳେ କୋଉଠି କାହା ସହ ଆମେ ପ୍ରେମ ବନ୍ଧନରେ ପଡ଼ିଯାଉ ତାହା ଆମେ ବି ଜାଣିନଥାଉ। ପ୍ରେମ ଡୋରି ରେ ବାନ୍ଧି ହେବ ପରେ ଦୁହେଁ ଦୁହିଁଙ୍କ ମନର ଭାବନା କୁ ବୁଝିବାକୁ ବେଶୀ ସମୟ ଲାଗି ନଥାଏ।

ତେଣୁ ଆପଣ କିପରି ଆପଣଙ୍କ ମନର ମଣିଷର ଭବନ ବୁଝିପାରିବେ ସେ ପାଇଁ ଏକ ଲଭ ନମ୍ବର ଗେମ୍ ପ୍ରସ୍ତୁତ କରିଛୁ ଖାସ୍ ଆପଣ ମାନଙ୍କ ପାଇଁ ।ତେବେ ଆସନ୍ତୁ ଆଜି ଆମେ ଏକ ଛୋଟ ନମ୍ବର ଗେମ୍ ଜରିଆରେ ଜାଣିବା ଯେ ଆପଣଙ୍କ ମନର ମଣିଷ ଆପଣଙ୍କ ବିଷୟରେ କଣ ଅନୁଭବ କରୁଛନ୍ତି।

ତେବେ ଗେମ୍ ର ନିୟମ ଅନୁସାରେ ଆପଣଙ୍କୁ ନିଜର ମନର ମଣିଷକୁ ଭାବି କୌଣସି ଏକ ନମ୍ବର ବାଛିବାକୁ ପଡ଼ିବ।ଆଉ ସେହି ନମ୍ବର ଆପଣଙ୍କ ସାଥୀ ର ମନର ଭାବନା ପ୍ରକାଶ କରିବ।୧,୨,୩,୪,୫,୬,୭,୮,୯,୧୦ଆପଣ ନିଶ୍ଚିତ ଏକ ନମ୍ବର ବାଛି ସାରି ଥିବେ।ତେବେ ଚାଲନ୍ତୁ ଜାଣିବା ଆପଣ ଭାବିଥିବା ନମ୍ବର କଣ ସୂଚିତ କରୁଛି –

* ଯଦି ଆପଣ ଭାବୁଥାନ୍ତି ନମ୍ବର ୧- ତେବେ ସେ ଆପଣଙ୍କୁ ନେଇ ବହୁତ୍ ଭାବୁକ ସ୍ୱଭାବର ଅଟନ୍ତି।
* ଯଦି ଆପଣ ୨ ନମ୍ବର ଭାବୁଥାନ୍ତି – ତେବେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି।

* ଯଦି ଆପଣ ୩ ନମ୍ବର ଭାବୁଛନ୍ତି – ତେବେ ସେ ଆପଣଙ୍କୁ ବହୁତ୍ ଖୋଜୁଛନ୍ତି।
* ଯଦି ଆପଣ ଭାବୁଥିବେ ନମ୍ବର ୪ – ତେବେ ସେ ଆପଣଙ୍କ ଉପରେ ବହୁତ ରାଗିଛନ୍ତି।

* ଯଦି ଆପଣ ୫ ନମ୍ବର ଭାବୁଥାନ୍ତି – ତେବେ ସେ ଆପଣକୁ କେବେ ହେଲେ ହରାଇବାକୁ ଚାହୁଁ ନାହାନ୍ତି।
* ଯଦି ଆପଣ ଭାବୁଛନ୍ତି ୬ ନମ୍ବର – ତେବେ ସେ ଆପଣଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି।

* ଯଦି ଆପଣ ୭ ନମ୍ବର ଭାବୁଛନ୍ତି – ତେବେ ସେ ଆପଣଙ୍କୁ ନିଜ ମନର କଥା ପ୍ରକାଶ କରିବାକୁ ଚାହୁଁଛନ୍ତି।
* ଯଦି ଆପଣ ୮ ନମ୍ବର ଭାବୁଥାନ୍ତି – ତେବେ ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି।

* ଯଦି ଆପଣ ୯ ନମ୍ବର ଭାବୁଥାନ୍ତି – ତେବେ ସେ ଆପଣଙ୍କୁ କେବେ ଧୋକା ଦେବାକୁ ଚାହୁଁ ନାହାନ୍ତି।ନିଜର ଲାଇଫ୍ ପାର୍ଟନର କରିବାକୁ ଚାହୁଁଛନ୍ତି।
* ଯଦି ଆପଣ ଭାବୁଥିବେ ନମ୍ବର ୧୦ – ତେବେ ସେ ଆପଣଙ୍କୁ ବହୁତ ସମ୍ମାନ କରନ୍ତି।ଆପଣ ତାଙ୍କ ପାଇଁ ବହୁତ ମୂଲ୍ୟବାନ।

ତେବେ ଆପଣ ମାନେ ନିଶ୍ଚିତ ଏହି ଖେଳ ମାଧ୍ୟମରେ ନିଜର ଲାଇଫ ପାର୍ଟନର ଙ୍କ ମନର କଥା କୁ ଜାଣି ପାରିଥିବେ।ଆପଣକୁ ଖୁସି ଦେବା ପାଇଁ ଏହା ଥିଲା ଆମର ଏକ ଛୋଟ ପ୍ରୟାସ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।