Health Tips – ସକାଳୁ ଉଠି ଚା’ ପିଉଛନ୍ତି କି ? ନିହାତି ପଢି ନିଅନ୍ତୁ ଏହି ଖବର ,ଏହି ବଡ଼ ରୋଗର କାରଣ ଅଟେ ଚା’

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।ଆପଣ ମାନେ ଜାଣିଥିବେ କି ବହୁତ ଲୋକମାନ ଙ୍କର ସକାଳେ ଉଠି ଖାଲି ପେଟରେ ଚା ପିଇ ବାର ଅଭ୍ୟାସ ରହିଥାଏ ।

ସେମାନେ ପ୍ରତିଦିନ ସକାଳ ଉଠିବା ମାତ୍ର ଚା ପିଇ ବାକୁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ସକାଳେ ଖାଲି ପେଟରେ ଚା ପିଇ ବା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହା ଦ୍ଵାରା ଆମ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାଳ ଖାଲି ପେଟରେ ଚା ପିଇ ବା ଆମ ଶରୀର ପାଇଁ କେତେ ହାନିକାରକ ଅଟେ ।

୧.ସକାଳେ ଖାଲି ପେଟରେ ଚା ପିଇ ବା ବିଷ ପିଇବା ସହ ସମାନ ହୋଇଥାଏ । ତାହା ନାଲି ଚା ହେଉ ବା କ୍ଷୀର ରେ ପ୍ରସ୍ତୁତ ଚା ହେଉନା କାହିଁକି ।ଏହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ । ଖାଲି ପେଟରେ ଚା ପିଇବା ଦ୍ବାରା ଏହା ଆମ ଶରୀରର ଲାଳ ଯୁକ୍ତ ଅଂଶ ସହ ମିଶିଯାଇ ଏକ ପ୍ରକାରର ଏସିଡ ପ୍ରସ୍ତୁତ କରିଥାଏ ।ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ ।

୨.ଖାଲି ପେଟରେ ଚା ପିଇବା ଫଳରେ ଆମ ଦେହରେ ଗ୍ୟାଷ୍ଟିକ ରୋଗ ସୃଷ୍ଟି ହୋଇଥାଏ। ଆଉ ମନେ ରଖନ୍ତୁ ଯେ ଖାଲି ପେଟରେ କ୍ଷୀର ଚା ଆମ ଶରୀର ପାଇଁ ସବୁଠାରୁ ଅଧିକ ହାନିକାରକ ଅଟେ ।

୩.ଖାଲି ପେଟରେ ଚା ପିଇବା ଦ୍ବାରା ଆମ ଶରୀରର ସତେଜ ରକ୍ତ କଣିକା ସବୁ ନଷ୍ଟ ହୋଇଯାଇଥାଏ ଏବଂ ଏହା ହାର୍ଟ ଆଟାକ ପରି ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

୪. ଖାଲି ପେଟରେ ଚା ପିଇବା ଦ୍ୱାରା ଆମ ଶରୀରରେ ମେଟା ପଲିଜ୍ମ କମ ହୋଇଥାଏ ଫଳରେ ଶରୀରର ମୋଟାପଣ ଅଧିକ ହେବା ସହ ମେଦ ବହୁଳତା ରୋଗ ମଧ୍ୟ ଦେଖାଦେଇଥାଏ ।ଏହା ଆମର ହଜମ ଶକ୍ତି କୁ ମଧ୍ୟ ନଷ୍ଟ କରିଦେଇଥାଏ

୫ .ଖାଲି ପେଟରେ ଚା ପିଇବା ଫଳରେ ଆମ ଶରୀରରେ ଗଳକଣ୍ଟକ ବା ଅର୍ସ ରୋଗ ସୃଷ୍ଟି ହୋଇଥାଏ । ଏବଂ ଏହା ଦ୍ୱାରା ରାତିରେ ନିଦ ମଧ୍ୟ ଠିକ ଭାବରେ ହୋଇନଥାଏ ।ଏବଂ ଏମିତି କରିବା ଦ୍ବାରା ଭୋକ ମଧ୍ୟ ଠିକ ସମୟରେ ଲାଗିନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।