ଜାଣନ୍ତୁ କେଉଁ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ କରିଛନ୍ତି ବଙ୍ଗାଳୀ ପରିବାର ରୁ ଜାଣନ୍ତୁ ସେମାନେ କିଏ କିଏ

0

ଉଭୟ ପୁଅ ଓ ଝିଅ ଙ୍କ ଜୀବନ ରେ ସୁନ୍ଦର ମୁହୂର୍ତ୍ତ ଆସି ଥାଏ । ବିବାହ ର ରୂପ ନେଇ ସମସ୍ତଙ୍କ ମନ ରେ ଆନନ୍ଦ ର ଲହରୀ ଖେଳାଇ ଆସିଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର। ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଅଭିନେତ୍ରୀ ବିବାହ କରି ସାରିଛନ୍ତି।

ସେମାନେ ମଧ୍ୟ ରୀତି ନୀତି ରେ ଧୁମ ଧାମ ରେ ବିବାହ କରି ଥାନ୍ତି। କିଛି ଓଡ଼ିଆ ଅଭିନେତା ଅଭିନେତ୍ରୀ ଅଭିନୟ କରୁ କରୁ ସତରେ ପ୍ରେମ କରି ବାସନ୍ତି। ପରେ ବିବାହ ମଧ୍ୟ କରନ୍ତି। ସେମାନଙ୍କ ମଧ୍ୟ ରେ କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଓଡ଼ିଆ ହୋଇ ବେଙ୍ଗଲ ଅଭିନେତା ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟ ରେ ।

1.ଝିଲିକ ଓ ପ୍ରତିରଞ୍ଜନ୍:-

ପ୍ରଥମେ ଆସୁଛନ୍ତି ଝିଲିକ ଓ ପ୍ରତିରଞ୍ଜନ୍ ଙ୍କ ଯୋଡି। ବିଧାୟକ ପ୍ରୀତି ନିକଟ ରେ ୨୦୨୦ ରେ ଝିଲିକ୍ ଙ୍କୁ ବିବାହ କରିଛନ୍ତି। ଝିଲିକ୍ ଭାଟାଚର୍ଯ୍ୟ ହେଉଛନ୍ତି ବେଙ୍ଗଲି। ମାତ୍ର ପ୍ରୀତି ରଞ୍ଜନ ହେଉଛନ୍ତି ଓଡ଼ିଆ। ବିବାହ ପରେ ତାହା ଭଲ ପାଇବା ରେ ସମ୍ପୂର୍ଣ ହୋଇଛି।

2.ବବି ମିଶ୍ର ଓ କୋଏଲ ବାନାର୍ଜୀ:-

ଏହା ପରେ ଆସୁଛନ୍ତି ଆପଣଙ୍କ ପ୍ରିୟ ଯୋଡି। ବବି ମିଶ୍ର ଓ କୋଏଲ ବାନାର୍ଜୀ । ଏହି ଯୋଡି କୁ ଦର୍ଶକ ମାନେ ବେଶ୍ ଭଲ ପାଇବା ଦେଇଛନ୍ତି। ଏମାନଙ୍କର ପ୍ରେମ ବିବାହ ହୋଇ ଥିଲା। ବବି ମିଶ୍ର ଓଡ଼ିଆ ହୋଇ ଥିବା ବେଳେ କୋଏଲ ବାନାର୍ଜୀ ବେଙ୍ଗଲି ।ସେ ଜଣେ ବ୍ରାହ୍ମଣ ଘର ର ଓଡ଼ିଆ ପୁଅ। ଭଲ ପାଇବା ପରେ ଉଭୟ ଉଭୟ ଙ୍କୁ ବିବାହ କରି ଥିଲେ।

3.ବିଜୟ ମହାନ୍ତି ଓ ତୁନ୍ଦ୍ରା ରାଏ:-

୯୦ ଶତାବ୍ଦୀ ର ସବୁ ଠାରୁ ଚର୍ଚ୍ଚିତ ଯୋଡି ହେଉଛନ୍ତି ବିଜୟ ମହାନ୍ତି ଓ ତୁନ୍ଦ୍ରା ରାଏ। ଦର୍ଶକ ମାନଙ୍କର ଖୁବ୍ ପ୍ରିୟ ଯୋଡି । ବିଜୟ ମହାନ୍ତି ହେଉଛନ୍ତି ଜଣେ ଓଡ଼ିଆ ପୁଅ। ତୁନ୍ଦ୍ରା ହେଉଛନ୍ତି ଜଣେ ବେଙ୍ଗଲି ଝିଅ। ଉଭୟ ଉଭୟ ଙ୍କୁ ଭଲ ପାଇ ଥିଲେ। ପରେ ଭଲ ପାଇବା ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲା।

4.ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ:-

ବହୁ ଚର୍ଚ୍ଚିତ ଯୋଡି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ। ଏହି ଯୋଡି ଙ୍କୁ ଦର୍ଶକ ଙ୍କ ଅଗାଧ ଭଲ ପାଇବା ମିଳିଛି। ଶୁଣା ଯାଏ ପ୍ରଥମେ ଏ ଦୁହେଁ କୋର୍ଟ ମେରେଜ୍ କରିଥିଲେ। ପରେ ଏମାନଙ୍କର ଡିବର୍ଷ ହୋଇ ଥିଲା। ବର୍ତ୍ତମାନ ସମୟ ରେ ସେମାନେ ଏକାଠି ନାହାନ୍ତି।

5.ନେନା ଓ ସିଦ୍ଧାର୍ଥ:-

ନେନା ବିବାହ କରିଛନ୍ତି ସିଦ୍ଧାର୍ଥ ଙ୍କୁ।ସେ ହେଉଛନ୍ତି ଜଣେ ଆମେରିକୀୟ ବ୍ୟବସାୟୀ।ସେ ବେଙ୍ଗଲୀ ଅଟନ୍ତି । ନେନା ତାଙ୍କୁ ୨୦୦୭ ମସିହା ରେ ବିବାହ କରି ଥିଲେ। ବର୍ତ୍ତମାନ ତାଙ୍କର ବୈବାହିକ ଜୀବନ ସୁଖ ରେ କଟୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।