୧୨ ମହଲାରୁ ଗଳିପଡିଲା ଝିଅ, ସୁପରମ୍ୟାନ ହୋଇ ଡେଲିଭରି ବୟ ଏଭଳି ବଞ୍ଚାଇଲେ ଜୀ-ବନ, ଦେଖନ୍ତୁ ସିସିଟିଭି ରେ ରେକର୍ଡ ହୋଇଥିବା ଭିଡିଓ

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ ।

ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ଯୁବକ , ଖାଲି ଏତିକି ନୁହେଁ ବରଂ ମୃତ୍ୟୁ କୁ ନିଜ ଆଖି ଆଗରେ ଦେଖି ପୁଣି ବଞ୍ଚିବା ର ଆଶା ଲୋଡିଛନ୍ତି ଏହି ୨ ବର୍ଷର ଝିଅ ଟିଏ।ଯାହାକୁ ବଞ୍ଚେଇବା ପାଇଁ ଜଣେ ଡେଲିଭରି ବୟ ନିଜର ଜୀବନ କୁ ବାଜି ଲଗାଇ ୧୨ ମହଲରୁ ଖସିଥିବା କୁନି ଝିଅ କୁ ଧରିନେବାରେ ସକ୍ଷମ ହୋଇଛନ୍ତି।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି।

ଆମେ ଆଜି ଆପଣଙ୍କୁ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ । ଘଟଣା ଟି ହେଉଛି ଭିଏତନାମର ଜାଣନ୍ତୁ କିଭଳି ଭାବେ ଡେଲିଭରି ବୟ ଟି ବଞ୍ଚେଇଲେ ୨ ବର୍ଷର ଏକ କୁନି ଛୁଆ କୁ। ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଜାଣିଲେ ମଧ୍ୟ ହାଇଯିବେ ଚକିତ ଏବଂ ବିଶ୍ୱାସ କରିପାରିବେ ନାହିଁ ।

କଣ ଏପରି ହାଇପାରିବ ହଁ ।ଆସନ୍ତୁ ଏବେ ଜାଣିବା ଏହି ଡେଲିଭରି ବୟ ର ସାହାସିକତା ଏବଂ ବୀରତ୍ବ । ଏହି ଭିଡ଼ିଓ ରେ ଆପଣ ଜାଣିପାରିବେ ଯେ କିଭଳି ଭାବେ ୧୨ ମହଲା ବଳକୁନି ରେ ଖସି ପଡୁଥିବା ୨ ବର୍ଷ ର ଛୋଟ ଝିଅଟିକୁ ଧରିପକାଇଲେ । ସୋସିଆଲ ମିଡିଆରେ ବର୍ତ୍ତମାନ ଦ୍ରୁତ ବେଗରେ ଭାଇରଲ ହେଉଛି ।


ସୂଚନାନୁଯାୟୀ ଘଟଣା ଟି ସେତେବେଳେ ଘଟିଥିଲା ଯେତେବେଳେ ଜିନିଷ ଡେଲିଭରି କରିବା ପାଇଁ ଜଣେ ଡ୍ରାଇଭର ନିଜ ଟ୍ରକ ରେ ଅପେକ୍ଷା କରୁଥିଲା । ଠିକ ସେତିକିବେଳେ ଗୋଟିଏ ଝିଅକୁ ବଲୋକନି କଣରେ ଖସିପଡି ଝୁଲୁଥିବା ର ଦେଖିଲେ ଯାହା ଦେଖି ସେ ଖୁବ ଭୟଭୀତ ହାଇଥିଲେ କିନ୍ତୁ ସେ ନିଜ ସାହାସ ର ସହିତ ଗାଡ଼ିରୁ ବାହାରି ଆସିଲେ ପିଲାଟିକୁ ଧରିବା ପାଇଁ। ଯେମିତି ପିଲାଟି ର ହାତ ବଲୋକନି ରୁ ଖସିଲା ଠିକ ସେତିକି ବେଳେ ସେ ଝିଅଟିକୁ ଧରି ପକାଇଲେ ।

ଏହା ପରେ ଡ୍ରାଇଭର ଟି କହିଛନ୍ତି ଯେ ସୌଭାଗ୍ୟବଶତଃ ଝିଅଟି ମୋ କୋଳରେ ପଡିଲା । ଏହି ଭିଡ଼ିଓ ଲୋକ ମାନଙ୍କ ମଧ୍ୟରେ ଖୁବଶୀଘ୍ର ଚର୍ଚ୍ଚାର ଵିଷୟ ପାଲଟିଛି । କିନ୍ତୁ ଝିଅକୁ ଧରିବା ପରେ ଝିଅଟିର ପାଟିରୁ ରକ୍ତ ବାହାରିଥିଲା ଏବଂ ସେହି ଝିଅଟିକୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏବେ ପିଲାଟି ସୁସ୍ଥ ଅଛି । ସେହି ପିଲାଟି ଯେଉଁ ବୁଇଲ୍ଡିଂ ରୁ ପଡିଥିଲା ତାର ଉଚ୍ଚତା ଥିଲା ୧୬୪ ଫୁଟ ହେବବୋଲି ସୂଚନା ମିଳିଛି । ଭିଡ଼ିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହାଇଛନ୍ତି ଯେ ଶେଷରେ ଝିଅଟିର ଜୀବନ ବଞ୍ଚିଗଲା । ଯଦି ଡ୍ରାଇଭର ଠିକ ସମୟରେ ପହଂଚି ନ ଥାନ୍ତା ତେବେ ଝିଅ ଟି ବଞ୍ଚି ପରିନଥାନ୍ତା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।