ସୁପ୍ରିମକୋର୍ଟ ଙ୍କ ବଡ଼ ରାୟ – ସ୍ବାମୀ ସହିତ ରହିବା ପାଇଁ କେହି ବାଧ୍ୟ କରି ପାରିବେ ନାହିଁ ପତ୍ନୀ କୁ , ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ସାଧାରଣତଃ ହିନ୍ଦୁ ଧର୍ମରେ ବିବାହ ଏକ ପବିତ୍ର ବନ୍ଧନ।ଯେଉଁ ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମଧୁରତା ଥାଏ ତାହା ଉତ୍ତମ ସମ୍ପର୍କ ଅଟେ।କିନ୍ତୁ କିଛି ପରିସ୍ଥିତି ରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କିଛି କାରଣ ବଶତଃ ବିବାଦ ସୃଷ୍ଟି ହୁଏ।ଭାରତର ସମ୍ବିଧାନ ରେ ଥିବା ମୌଳିକ ଅଧିକାର ରେ ସମାନତା ଅଧିକାର ଦୃଷ୍ଟିରୁ ସମସ୍ତଙ୍କର ସମାନ ଅଧିକାର ଅଛି।

କାରଣ ଭାରତ ଏକ ସାର୍ବଭୌମ ରାଷ୍ଟ୍ର।ସମ୍ବିଧାନ ନିୟମ ଅନୁସାରେ ସ୍ଵାମୀ ର ଯେତିକି ଅଧିକାର ସ୍ତ୍ରୀ ର ମଧ୍ୟ ସେତିକି ଅଧିକାର ରହିବା ଉଚିତ।ସ୍ତ୍ରୀ କୌଣସି ବସ୍ତୁ କିମ୍ବା ସ୍ଥାବର ସମ୍ପତି ନୁହେଁ।ବିବାହ ପରେ କୌଣସି ସ୍ଵାମୀ ନିଜର ସ୍ତ୍ରୀ କୁ ଜୋର୍ ଜବରଦସ୍ତି କରିପାରିବେ ନାହିଁ।ଏସବୁ କଥା କୁ ଆଖି ଆଗରେ ରଖି ସୁପ୍ରିକୋର୍ଟଙ୍କ କଣ ନ୍ୟାୟ ରହିଛି ଆସନ୍ତୁ ଜାଣିବା।

ସୁପ୍ରିକୋର୍ଟ ରେ ଗତ ମଙ୍ଗଳବାର ଦିନ ଜଣେ ପୁରୁଷ ଅଭିଯୋଗ କରିଥିବା କଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ।ସେହି ସ୍ଵାମୀ ଜଣକ ନିଜ ସ୍ତ୍ରୀ ସହ ଏକାଠି ଏହି ଏକ ନୂତନ ବୈବାହିକ ଜୀବନ ଆରମ୍ଭ କରିବାକୁ ପ୍ରାର୍ଥନା କରି କୋର୍ଟ ର ଦ୍ଵାରା ଦେଶରେ ଉପସ୍ଥିତ ହୋଇଥିଲେ।କୋର୍ଟ ଏଥିରେ ଅସନ୍ତୁଷ୍ଟ ହୋଇ ଜଷ୍ଟିସ ସଞ୍ଜୟ କିଶନ ଗଲ ତଥା ଜଷ୍ଟିସ ଶ୍ରୀମଦ୍ ଗୁପ୍ତା ଙ୍କୁ ଆଦେଶ ଦେଇଥିଲେ ଯେ ସ୍ତ୍ରୀ କୌଣସି ବସ୍ତୁ ନୁହେଁ ତାକୁ ମନା ଇଚ୍ଛା ବ୍ୟବହାର କରିହେବ ନାହିଁ।

ସ୍ତ୍ରୀ ର ଇଚ୍ଛା ହେଲେ ସେ ଆପଣଙ୍କ ସହ ରହିବେ।ହିନ୍ଦୁ ନିୟମ ଧାରା ୯ ରେ ପୁରୁଷଙ୍କ ସପକ୍ଷ ରେ ଗତ ୨୦୧୯ ଏପ୍ରିଲ୍ ୧ ତାରିଖରେ କୋର୍ଟ ଗୋରଖପୁର ସ୍ଥିତଏହା ଏକ ପରିବାରରେ ସ୍ତ୍ରୀ ସ୍ଵାମୀ ଯୌତୁକ ନିର୍ଯାତନା କରୁଥିବାର ଅଭିଯୋଗ ରଖିଥିଲେ।ପରେ ସ୍ଥିତି ଅସହ୍ୟ ହେବାରୁ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟ ରେ ଆବେଦନ କରିଥିଲେ।ଏହା ବ୍ୟତୀତ ମାସକୁ ୨୦୦୦୦ ତାଙ୍କ ଭରଣ ପୋଷଣ ପାଇଁ ମଞ୍ଜୁର ମାଗିଥିଲେ।

ପରେ ସ୍ଵାମୀ ନିଜର ସାମ୍ବିଧାନିକ ଅଧିକାର ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ।କିନ୍ତୁ ନିରାଶ ହୋଇଥିଲେ।ପରେ ପୁଣି ଫେମିଲି କୋର୍ଟ ମାମଲା କୁ ଆଲାହାବାଦ କୋର୍ଟ ରେ ଆବେଦନ କରିଥିଲେ।ସ୍ଵାମୀ ଜଣକ ଭରଣ ପୋଷଣ ତଥା ଭତ୍ତା ରୁ ବାର୍ତିବା ପାଇଁ ଏମିତି କରୁଛନ୍ତି ବୋଲି ସ୍ତ୍ରୀ କହିଥିଲେ।ଶେଷର ସ୍ଵାମୀ ଜଣକ ସୁପ୍ରିମ କୋର୍ଟ ରେ ଆବେଦନ କରିଥିଲେ।ସୁପ୍ରିମ କୋର୍ଟ ଖଣ୍ଡପୀଠ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।କୋର୍ଟ କହିଥିଲେ ଯେ ସ୍ତ୍ରୀ କୁ ବହୁତ ଦୁର୍ବ୍ୟବହାର କରାଯାଉଛି ,

ସ୍ତ୍ରୀ କୌଣସି ବସ୍ତୁ ନୁହେଁ।ତେଣୁ ଏଇ ମୂଲ୍ୟହୀନ ଆବେଦନ ରେ କୋର୍ଟ କୌଣସି ରାୟ ଦେଇପାରିବ ନାହିଁ।
ନାରୀ ଦେବୀ ସଦୃଶ।ତେଣୁ ସ୍ତ୍ରୀ ସର୍ବଦା ପୂଜନୀୟ, ବନ୍ଦନୀୟ।ଶାସ୍ତ୍ର ରେ କୁହାଯାଇଛି ନାରୀ ଙ୍କୁ ଯେଉଁଠି ସମ୍ମାନ ଦିଆଯାଏ ସେଠାରେ ଭଗବାନ ବାସ କରନ୍ତି। ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,ତତ୍ର ରମ୍ୟନ୍ତେ ଦେବତା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।