Odia-joke -ପପୁ ଭାଉଜଙ୍କୁ ବାଥରୁମ୍ ରେ ମସ୍ତି ,ଏହି ମଜାକଥା ପଢିଲେ ଚମକିପଡିବେ ଆପଣ

0

ବୈଜ୍ଞାନିକ ଙ୍କ ମତ ରେ ହସିବା ସ୍ବାସ୍ଥ୍ୟ ପାଇଁ ହିତ କର ଅଟେ। ବ୍ୟସ୍ତ ବହୁଳ ଜୀବନ ରେ ମଣିଷ କୁ ହସିବା ପାଇଁ ସମୟ ହୋଇ ନ ଥାଏ। ମନ ଖୋଲି ହସିଦେଲେ ଶରୀର ଓ ମନ ଉଭୟ ଆନନ୍ଦ ପାଇ ଥାନ୍ତି। ଯାହା ଦ୍ଵାରା ମଣିଷ ସକ୍ରିୟ ହୋଇ ଉଠେ। ହସିବା ଠାରୁ ହସାଇବା ବହୁତ ବଡ଼ ପୁଣ୍ୟ ର କଥା। ଆଜି ର ସମୟରେ ଯେ କୌଣସି ମଣିଷ ଦୁଃଖ ଦେଇ ପରେ କିନ୍ତୁ ବହୁତ କମ୍ ଲୋକ ହସାଇ ଥାନ୍ତି। ଆଜି ଆପଣଙ୍କ ପାଇଁ ଛୋଟ ପ୍ରୟାସ କିପରି ଆପଣ ହସିବେ ଓ ସକ୍ରିୟ ହୋଇ ଉଠିବେ। ନିଜର ସବୁ ଚିନ୍ତା ଦୁଃଖ ରୁ ଦୂର ହେବେ। ସେଥି ପାଇଁ ଆମେ ନେଇ ଆସିଛୁ ମଜାଦାର ଯୋକ୍ସ ଆପଣ ଙ୍କ ପାଖକୁ। ଆସନ୍ତୁ ଜାଣିବା ସେହି ବିଷୟ ରେ।

jokes – 1

ଚଉଠି ରାତ୍ରି ର ରମ୍ପା ରମ୍ପି କାର୍ଯ୍ୟକ୍ରମ ଶେଷ ହେବା ପରେ ସ୍ବାମୀ ଖୁସି ହୋଇ ସ୍ତ୍ରୀ କୁ   ହଜାରେ ଟଙ୍କା ଦେଲେ
ସ୍ତ୍ରୀ ; ଏ କଣ?
ସ୍ୱାମୀ ; ଆମ ଖାନଦାନ ରେ କେହି ମାଗଣାରେ ଏମିତି କରନ୍ତି ନାହିଁ,ଉପହାର ଭାବି ରଖିନିଅ
ସ୍ତ୍ରୀ ; (ସେଥିମଧ୍ୟରୁ ୭୦୦ ଟଙ୍କା ଫେରାଇ) ଆମ ଖାନଦାନ ରେ କେହି ୩୦୦ ଟଙ୍କାରୁ ଅଧିକ ରେ ସର୍ଭିସ ଦିଅନ୍ତି ନାହିଁ.. ସ୍ୱାମୀ ବେହୋସ୍।

jokes -2

କ୍ଲାସ ରୁମ ଭିତରେ ଶିକ୍ଷକ ପିଲା ମାନଙ୍କୁ ପଢ଼ାଉ ଥିବା ବେଳେ। ଶିକ୍ଷକ- ଗୁଡ ମର୍ଣିଂ ପିଲା ମାନେ।
ପିଲା ମାନେ- ଗୁଡ ମର୍ଣିଂ ଦିଦି। ରାମ- ଦିଦି ସବୁଦିନ ଆପଣ ପ୍ରଶ୍ନ ପଚାରୁଛନ୍ତି ଆଜି ମୁଁ ଆପଣଙ୍କୁ ପଚାରିବି।
ଦିଦି – ଠିକ୍ ଅଛି ପଚାର ରାମ- କହିଲେ ଦେଖି କିଏ ପାଣି ପିଇଲେ ମରି ଯାଏ।
ଦିଦି- ମୂର୍ଖ ପାଣି ଆମର ଜୀବନ କେହି ବି ପାଣି ପିଇଲେ ମରନ୍ତି ନାହି।
ରାମ- ଦିଦି ନା ଶୋଷ ମରି ଯାଏ।

jokes -3

ପ୍ରଥମ ସାଙ୍ଗ ଦ୍ଵିତୀୟ ସାଙ୍ଗ ସହ କଥା ହେଲା ବେଳେ।
କହିଲୁ ସାଙ୍ଗ ଇଂରାଜୀ ର ଅକ୍ଷର ଭିତରେ କେଉଁ ଅକ୍ଷର ରେ ପାଣି ଅଛି।
ଦ୍ଵିତୀୟ ସାଙ୍ଗ- ପାଗଳ କି ଅକ୍ଷର ଭିତରେ ପାଣି କେଉଁଥି ଆସିବ।
ପ୍ରଥମ ସାଙ୍ଗ- ସି ରେ।

jokes -4

ପପୁ – ଭାଉଜ ମିଠା ନିଅ
ଭାଉଜ ବାଥରୁମ ରେ ଗାଧାଉଥିଲେ,ଟାଉଲ ପିନ୍ଧି ନଥିଲେ ମନେ ମନେ ଭାବିଲେ ପପୁ ତ ଅନ୍ଧ ସେମିତି ଚାଲିଯାଉଛି।

ଭାଉଜ; ଆରେ ପପୁ ଆସ ଭିତରକୁ ଆସ…

ପପୁ ମିଠା ଦେଲା ଖାଇ ସାରି ଭାଉଜ ପଚାରିଲେ – ମିଠା କୋଉ ଖୁସିରେ?

ପପୁ – ଭାଉଜ ମୋ ଆଖି ଅପରେସନ ସକ୍ସେସଫୁଲ ହେଇଗଲା,ମୁଁ ଏବେ ସବୁଦେଖି ପାରୁଛି (ଭାଉଜ ବେହୋସ୍)

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।