Signs Of Genius – ଏହି 5 ଟି ସଂକେତ କହିଥାଏ ଆପଣ ଜଣେ ବୁଦ୍ଧିମାନ ମଣିଷ ଜାଣନ୍ତୁ କ’ଣ କ’ଣ

0

ସଫଳତା ଓ ଅସଫଳତା ଜୀବନ ରେ ଲାଗିକରି ରହିଛି ।ଆମେ ସବୁ ବେଳେ ଆମ ର ସଫଳତା ଟି କୁ ସ୍ବୀକାର କରିଦେଇଥାଏ ହେଲେ ଆମର ଅସଫଳତା ସ୍ବୀକାର କରିବା ପାଇଁ ଆମ କୁ ବହୁତ୍ ସମୟ ଲାଗିଥାଏ କିନ୍ତୁ ବେଳେ ଆମର ସେଇ ଅସଫଳତା ଆମ ନିଜ ପାଇଁ ଆସିଥାଏ ତାହା କୁ ମାନିବା କୁ ବହୁତ୍ କଷ୍ଟ ହୋଇଥାଏ ।ଆପଣ ମାନେ ଗୋଟିଏ କୋଠା ନିହାତି ଜାଣିଥିବେ କି ଯଦି ଆପଣ ମାନଙ୍କର ନିଜ ଉପରେ ବିଶ୍ୱାସ ନାହିଁ ତେବେ ଆପଣ ମାନଙ୍କୁ ମଧ୍ୟ କୌଣସି ବ୍ୟକ୍ତି ବିଶ୍ୱାସ କରିବେ ନାହିଁ ।

ଆମ ସମସ୍ତ ଙ୍କ ଭିତରେ ଗୋଟିଏ ଅସାଧାରଣ ଶକ୍ତି ଅଛି ।ଆମେ ଆପଣ ମାନଙ୍କୁ କିଛି ୫ ଟି କଥା କହିବୁ ଯଦି ଆପଣ ଙ୍କ ପାଖରେ ତା ମଧ୍ୟ ରୁ ୩ ଟିଭି ମଧ୍ୟ ଥିବ ନ ତେବେ ଆପଣ ଭି ଗୋଟିଏ ଅସାଧାରଣ ବ୍ୟକ୍ତିତ୍ଵ ହୋଇପାରିବେ ।ଏହା ପରେ ଆପଣ ନିଜ ଉପରେ ଓ ନିଜ ର କର୍ମ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେବେ ।

1.ପ୍ରଥମେ ଚାର୍ଲସ ବାବେଜ଼ ଙ୍କ ୧୯୦୪ ମସିହାରେ ଗୋଟିଏ ବିଚିତ୍ର କଥା ଟିଏ ଆସିଥିଲା । ସେ କହିଥିଲେ ଯଦି ଜଣେ ତାର ଆଖି ପରୀକ୍ଷା ରେ ନିଜର ସଫଳ ପ୍ରଦର୍ଶ କରିପାରୁଛି ତେବେ ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ।ସେହି ସମୟରେ ମଲ୍ଟି ବିଶ୍ଳେଷଣ ଏହାର ବିପରୀତ କୁ ବୁଝାଇଲା । ସେ କହିଲା ବୁଦ୍ଧିମାନ ଆଠ ପ୍ରକାର ର ସବୁ ମନୁଷ୍ୟ ବୁଦ୍ଧିମାନ ହୋଇପାରିବ ନାହିଁ । ସମସ୍ତଙ୍କର ପାଖରେ ସବୁ ଗୁଣ ରହିପାରିବ ନାହିଁ ।

2.ସେହି ଭଳି ରବର୍ଟ ମଧ୍ୟ କହିଥିଲେ ବୁଦ୍ଧିମାନ ତା ୩ପ୍ରକାର ର ରହିଛି ।ସେ ମଧ୍ୟ କହିଛନ୍ତି ଯଦି ଆପଣ ଖୁସି ମିଯାଜ୍ ର ଲୋକ ଓ ଆପଣ ସବୁ ପ୍ରକାର ର ଅସୁବିଧାକୁ ହାତେଇ ନେଇ ସମାଧାନ କରିପାରୁଛନ୍ତି ଏବଂ ଗୋଟିଏ ଦୁଃଖୀ ମୁଁହ ରେ ହସ ଫୁଟେଇ ପାରୁଛନ୍ତି ଓ ନିଜେ ଖୁସି ରହୀପାରୁଛନ୍ତି ତେବେ ଆପଣ ଜଣେ ନିଶ୍ଚିତ ବୁଦ୍ଧିମାନ ବ୍ୟକ୍ତି ।

3.୧୯୯୦ ମସିହାରେ ଡାକ୍ତର ମାଇକଲ ଜଙ୍କସନ ପରୀକ୍ଷା କରିଥିଲେ ଯେଉଁ ଲୋକ ମାନେ ଭଲ ମଜା କରୁଥିଲେ ତାଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ବହୁତ କମ ସମୟ ଲାଗୁଥିଲା । ତାଙ୍କ କହିବାର ମଧ୍ୟ ମହତ୍ତ୍ଵ ରହିଛି ।

4.ଏ.ପି.ଜେ ଅବଦୁଲ କଲାମ କହିଥିଲେ ଯେ ବିଦ୍ୟାଳୟ ର ଯିଏ ପୁରା ପଛ ରେ ବସେ ସେ ଦୁନିଆ ରେ ସବୁ କିଛି କହିପାରିବ ଓ କରିପାରିବ ମଧ୍ୟ। ହଁ ଆଗରେ ବସୁଥିବା ପିଲା ସବୁ ଉତ୍ତର କହିବେ କିନ୍ତୁ ପଛ ପିଲା ଦୁନିଆର ସବୁ ଅସୁବିଧା କୁ ସମାଧାନ କରିଦେଇପାରିବେ । ଯିଏ ବାଲ୍ୟ କାଳରୁ ନିଜେ ନିଜ ଭିତରେ ଖୁସି ରହିପାରିଲା ଏବଂ ଯିଏ ଛୋଟ ବେଳୁ ବହି କୁ ପଢିଲା ସେ ତା ନିଜ ଭିତରେ ଓ ବହି ମଧ୍ୟ ରେ ଖୁସିରହିଲା ସିଏ ଜଣେ ବୁଦ୍ଧିମାନ ବ୍ୟକ୍ତି ହୋଇପାରିଲା ।

5.କଣ ଆପଣ ନାମ ହାତରେ ଲେଖିଥାନ୍ତି କି ତେବେ ହଁ ଆପଣ ଭି ଗୋଟିଏ ବୁଦ୍ଧିମାନ ବ୍ୟକ୍ତି ଆଉ ଗୋଟେ ବିଶେଷ କଥା ଯଦି ଆପଣ ସଦା ସର୍ବଦା ଚିନ୍ତା ରେ ପଶି ରହୁଛନ୍ତି ତେବେ ଆପଣ ଜଣେ ବୁକ୍କା ଲୋକ ଆପଣ ନିଜ ବୁଦ୍ଧି ର ପରିଦର୍ଶନ କରିପାରିବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।