Gk Questions & Answers- ତାହା କଣ ଅଟେ ? ଯାହା ପୁରୁଷଙ୍କ ପାଖରେ 3 ଟି ଓ ସ୍ତ୍ରୀ ଙ୍କ ପାଖରେ 1 ଟି ଅଛି ? 99 % ଲୋକଙ୍କୁ ଜଣା ନାହିଁ

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ।

ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି। ସାଧାରଣ ଜ୍ଞାନ ବିଷୟ ରେ ସମେକ୍ ଜ୍ଞାନ ରହିବ ନିତାନ୍ତ ଜରୁରୀ। ଆସନ୍ତୁ ଜାଣିବା କିଛି ପ୍ରଶ୍ନ ବିଷୟ ରେ।

୧-ତାହା କଣ ଅଟେ, ଯାହା ପୁରୁଷଙ୍କ ପାଖରେ 3 ଟି ଓ ସ୍ତ୍ରୀ ଙ୍କ ପାଖରେ 1 ଟି ଅଛି ?
ଉତ୍ତର – ଅକ୍ଷର(ପୁରୁଷ- ୩, ସ୍ତ୍ରୀ -୧)

୨-ପ୍ରସିଦ୍ଧ ଦେବୀ ମା କାଳିଜାଇ ଙ୍କ ପୀଠ ରେ କେଉଁ ଦିନ ଏକ ବଡ଼ ଧରଣର ଯାତ୍ରା ଅନୁଷ୍ଠିତ ହୁଏ।
ଉତ୍ତର- ମକର ସଂକ୍ରାନ୍ତି।

୩-ଲୋକଟକ ଝିଲ୍ କେଉଁ ରାଜ୍ୟରେ ଅବସ୍ଥିତ?
ଉତ୍ତର- ମଣିପୁର।

୪-ସୂର୍ଯ୍ୟାସ୍ତ ର ଦେଶ କାହାକୁ କୁହାଯାଏ?
ଉତ୍ତର- ବ୍ରିଟେନ।

୫- କାହାକୁ ଦାନ କରିଲେ ନିଜର ବୃଦ୍ଧି ହୁଏ ଓ ସାଇତି ରଖିଲେ କ୍ଷୟ ହୁଏ।
ଉତ୍ତର- ବିଦ୍ୟା ବା ଜ୍ଞାନ

୬- କାହାକୁ ଟାଣିଲେ ଛୋଟ ହୋଇ ଯାଏ।
ଉତ୍ତର- ବିଡି ବା ସିଗାରେଟ

୭-ପଥର ହେଲେ ବି ସେ ପାଣି,ତାହା କଣ?
ଉତ୍ତର- ବରଫ

୮- କାହାର ଦାନ୍ତ ଅଛି ମାତ୍ର ସେ କାମୁଡି ପାରେନା।
ଉତ୍ତର- ପାନିଆ

୯-ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ରେଳ ଲାଇନ ରହିଛି?
ଉତ୍ତର- ଉତ୍ତର ପ୍ରଦେଶ।

୧୦-ବିଶ୍ଵର ସବୁଠାରୁ ଗଭୀତ ସାଗରୀୟ ଗର୍ତ କଣ ଅଟେ?
ଉତ୍ତର- ମାରିୟାନା ଗର୍ତ।

୧୧-ଭାରତରେ କେଉଁ ରାଜ୍ୟ କୁ ମହିଳା ମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ?
ଉତ୍ତର- ଗୋଆ।

୧୨- କାହାର ଆଖି ଅଛି କିନ୍ତୁ ସେ ଦେଖି ପରେ ନାହିଁ।
ଉତ୍ତର- ନଡ଼ିଆ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।