ଝିଅର ବିବାହ କାର୍ଡରେ ବାପା କିଛି ଏପରି ଲେଖିଥିଲେ ଯାହା କୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ସାଧାରଣ ଲୋକମାନଙ୍କ ପାଇଁ ଏକ ସୂଚନା ମଧ୍ୟ ଦେଇଥାଏ ।


ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ସୂଚନା ଅନୁସାରେ , ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଜିଲ୍ଲାର ଲଳିତପୁର ଗ୍ରାମରେ ଘଟିଛି କିଛି ଏମିତି ଘଟଣା ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଉଲେଖଯୋଗ୍ୟ ଯେ ବିବାହ ରେ ନିମନ୍ତ୍ରଣ କାର୍ଡ ଛାପିବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି । ତେବେ ଉତ୍ତର ପ୍ରଦେଶ ର ଜଣେ ପିତା ନିଜର କନ୍ୟା ର ବିବାହ କାର୍ଡ ରେ ବିବାହ ସମ୍ୱନ୍ଧୀୟ ସମସ୍ତ ସୂଚନା ଲେଖିବା ସହ ଏମିତି ଏକ ତଥ୍ୟ ଉଲ୍ଲେଖ କରିଛନ୍ତି ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ଅଟେ ।


ତେବେ ସୂଚନା ଅନୁସାରେ , ଉତ୍ତରପେଦେଶ ର ବୁନ୍ଦେଲଖଣ୍ଡ ଜିଲ୍ଲା ର ଏକ ଗ୍ରାମରେ ଅବଧେଶ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ନିଜର କନ୍ୟା ର ବିବାହ କରିଥିଲେ । ତେବେ ଏହି ବିବାହ କାର୍ଡ ରେ ସେ ବିବାହର ସମସ୍ତ ତଥ୍ୟ ଉପସ୍ଥାପନ କରିବା ପରେ ତା ସହ ଅନ୍ୟ ଏକ ବାକ୍ୟ ଯୋଗ କରିଥିଲେ ଯେଉଁ ଥିରେ ତାଙ୍କର ସମାଜ ପ୍ରତି ଥିବା ନିଷ୍ଠା ଓ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ଉଡିୟମାନ ହେଉଛି । ତେବେ ସେ ନିଜର କନ୍ୟା ର ବିବାହ ନିମନ୍ତ୍ରଣ କାର୍ଡ ରେ ବା ନିମନ୍ତ୍ରଣ ପତ୍ର ରେ ଲେଖିଥିଲେ କି ” ବିବାହ କୁ ନିଶା ପାନ କରି ବା କୌଣସି ପ୍ରକାର ନିଶା ଦ୍ରବ୍ଯ ଯଥା ମଦ ସେବନ କରି ଆସନ୍ତୁ ନାହିଁ” ।

ନିଜର ଝିଅ ର ବିବାହ ରେ ଅବଧେଶ ଚନ୍ଦ୍ର ଜଣେ ପିତା ର କର୍ତ୍ତବ୍ୟ କରିବା ସହ ତାଙ୍କର ସାମଜ ପ୍ରତି ଥିବା ସମସ୍ତ ନିଷ୍ଠା ଓ କର୍ତ୍ତବ୍ୟ ଦେଖାଇଥିଲେ । ଏହା ଜାଣିବା ପରେ ଲୋକମାନେ ତାଙ୍କର ପ୍ରଶଂସା କରିଛନ୍ତି । ଏବଂ ବର୍ତ୍ତମାନ ଏହି ବିଷୟ ଟି ପ୍ରାୟ ସାରା ଉତ୍ତରପ୍ରଦେଶ ର ଚର୍ଚ୍ଚା ର ବିଷୟ ପାଲଟିଛି ।ତେବେ ଏ ନେଇ ଅବଧେଶ ଚନ୍ଦ୍ର ଙ୍କୁ ଉତ୍ତରପ୍ରଦେଶ ର ସମସ୍ତ ନାଗରିକ ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।