ଦେଖନ୍ତୁ ଭିଡିଓ ,ବାହାଘର ସମୟରେ ଘଟିଲା ଏମିତି ଘଟଣା ଯାହାକୁ ଦେଖିଲେ ଆପଣଙ୍କର ହୋସ ଉଡିଯିବ

0

ବିବାହ ଏକ ପବିତ୍ର ସମ୍ପର୍କ ହେଇଥାଏ। ଏହି ବିବାହ କୁ ମଣିଷ ବହୁତ ଖୁସି ର ସହିତ ଉପଭୋଗ କରେ, କିଏ ସାଧାରଣ ମନ୍ଦିର ରେ ବାହା ହୁଏ ତ କିଏ ବହୁତ ଧୁମ୍ ଧାମ ରେ ନିଜ ବାହା ଘର କୁ ଉପୋଭାଗ କରେ। ଏବେ ତ ଲୋକେ ବାହା ଘର ରେ ବହୁତ ପଇସା ମଧ୍ୟ ଖର୍ଚ୍ଚ କରୁଛନ୍ତି । ବାହା ଘର ରେ ଏମିତି ବହୁତ କିଛି ଘଟଣା ଘଟିଯାଏ ଯାହା ଶୁଣିଲେ ଆପଣ ହସି ହସି ବେଦମ୍ ହୋଇଯିବେ,

ଯାହା ସବୁ ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ବ୍ୟାପିବାକୁ ଲାଗିଚି ଯାହା ଦେଖି ଲେ ଆପଣ ଙ୍କ ମୁହାଁ ରେ ଆପେ ଆପେ ହସ ଫୁଟି ଯିବ । ଆମେ ଆଜି ସେହି ପରି କିଛି ମଜାଦାର କଥା ନେଇ ଆଜି ଆମେ ଆପଣଙ୍କ ପାଖ କୁ ଆସିଚି, ଆସନ୍ତୁ ଜାଣିବା ଏହି ପରି କିଛି କଥା…

*କିଛି ଦିନ ତଳେ ରାଜସ୍ଥାନ ର ଏକ ବାହା ଘର ରେ ବର ତାଙ୍କ କନିଆ କୁ ଷ୍ଟେଜ ଉପରକୁ ନେଉଥିବା ସମୟରେ ସେ ଦେଖିଲେ ତାଙ୍କ ପ୍ୟାଣ୍ଟ୍ ର ଚେନ୍ ଟି ଖୋଲି ହେଇ ଯାଇଚି ।ଯାହା ଦେଖିବା ପରେ ଲୋକେ ବହୁତ ହସି ଥିଲେ ଏବଂ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହୋଇଛି।

*ସେହି ପରି ଅନ୍ୟ ଏକ ସ୍ଥାନ ରେ ଯେତେ ବେଳେ ବାହା ଘର ସରିଲା ସ୍ବାମୀ ତାଙ୍କ ସ୍ତ୍ରୀ କୁ ନେଇ ବେଦୀ କୁ ଯାଉ ଥିବା ବେଳେ ସ୍ବାମୀ ଙ୍କ ଧୂତି ଟି ଖସି ଯାଇଥିଲା ଯାହା ଦେଖି ସେଠ ରେ ଥିବା ସମସ୍ତ ଲୋକୋ ହସି ହସି ବେଦମ୍ ହୋଇଯାଇଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଙ୍କୁ ଏମିତି ଅବସ୍ଥା ରେ ଦେଖିଥିଲେ । ଏହା କୁ ଲୋକ ବହୁତ ମାତ୍ରା ରେ ସୋସିଆଲ ମିଡ଼ିଆ ରେ ଭାଇରାଲ କରୁଛନ୍ତି । ଏହି ଭିଡିଓ କୁ ଅନେକ ଲୋକେ ଆଉ ଅନେକ ଭିଉ ମଧ୍ୟ ମିଳିଛି।

*ସେହି ପରି ଅନ୍ୟ ଏକ ଘଟଣା ରେ ବର କନ୍ୟା ଷ୍ଟେଜ ଉପେରେ ଥିବା ସମୟ ରେ କନ୍ୟା ଟି ବର ସହିତ ଫୋଟୋ ଉଠାଇଥିଲେ ଆଜି ସମୟ ରେ ସେ ଦେଖି ଲେ କି ବର ଜଣ ଙ୍କ ଆଉ ଗୋଟିଏ ଝିଅ କୁ ଅନାଏ ହସୁଚନ୍ତି । ରାଗି ଯାଏ କନ୍ୟା ଜଣ ଙ୍କ ବର କୁ ଷ୍ଟେଜ ରୁ ତଳ କୁ ପେଲି ଦେଇଥିଲେ।ଯାହା ଦ୍ଵାରା ବର ଜଣ ଙ୍କ ର ଗୋଢ଼ ହାତ ଛିଡି ଯାଇଥିଲା ପଚରା ପଚିରି କରିବାକୁ ଜଣ ପଢିଲାକି ବର ଜଣ ଙ୍କ ଯାହା କୁ ଦେଖି ହସି ଥିଲେ ସେ ବର ର ex-girlfriend ଥିଲା । ସେଥି ପାଇଁ କନ୍ୟା ଜଣ ଙ୍କ ଅତି ଜୋର ରେ ରାଗି ଯାଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।