ସହାୟତା ପାଇଁ ପରିବାରର ଆକୁଳ ନିବେଦନ ଆପଣଙ୍କ ଗୋଟିଏ ସେୟାର କୁନି ପୁଅଟିର ଜୀବନ ବଞ୍ଚାଇ ପାରିବ

0

ଭାରତ ଏକ ଜନବହୁଳ ରାଷ୍ଟ୍ର।ଅନ୍ୟ ଦେଶ ମାନଙ୍କ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ବହୁତ ଖରାପ।ଦେଶରେ ଜନସଂଖ୍ୟା ଅତ୍ୟଧିକ ହେତୁ ସମସ୍ତେ ରୋଜଗାର କ୍ଷମ ହୋଇପାରୁ ନାହାନ୍ତି।ବହୁ ଲୋକ ଆର୍ଥିକ ସ୍ଥିତି ଅଭାବରୁ ଅଭାବ ଅନଟନ ରେ ନିଜ ଜୀବନକୁ ଅତିବାହିତ କରିଥାନ୍ତି।ଭାରତ ରେ ବହୁ ଲୋକ ଅର୍ଥ ଅଭାବରୁ ମୃତ୍ୟୁବରଣ କରୁଛନ୍ତି।ରୋଗ ରେ ପୀଡ଼ିତ ହୋଇ ଅର୍ଥ ନ ଥିବା ଯୋଗୁ ପ୍ରାଣ ହରାଇ ବସୁଛନ୍ତି।ବହୁ ଲୋକ ବିବିଧ ବିପଦରେ ସମ୍ମୁଖୀନ ହୋଇ ଅର୍ଥ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ଜୀବନ ରେ ପ୍ରତି କାର୍ଯ୍ୟ ରେ ଅର୍ଥ ର ଆବଶ୍ୟକା ଅଛି।ଅର୍ଥ ବିନା ମଣିଷ ଜୀବନ ନିରର୍ଥକ।ଅର୍ଥ ଅଭାବରୁ ମନୁଷ୍ୟ ବହୁ ଦୁଃଖ କଷ୍ଟ ରେ ଜୀବନ ଯାପନ କରେ।ଆଉ ଆଜିର ସମାଜରେ ଅର୍ଥ ଯୁକ୍ତ ବ୍ୟକ୍ତି , ଅର୍ଥ ହୀନ ବ୍ୟକ୍ତି ଉପରେ ଯେପରି ଶବଳ ଦୁର୍ବଳ ଉପରେ ଅତ୍ୟାଚାର କରେ ସେପରି କିଛି ପରିସ୍ଥିତି ଉପୁଜୁଛି।

ତେବେ ଆସନ୍ତୁ ଜାଣିବା ଗଞ୍ଜାମ ଜିଲ୍ଲା ରେ ଘଟିଥିବା ଏକ ହୃଦୟ ବିଦାରକ , ମର୍ମନ୍ତୁଦ ଘଟଣା ବିଷୟରେ।ଯାହା କି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ଅର୍ଥ ଅଭାରୁ କିପରି ପିଲାଟି ବିପଦରେ ସମ୍ମୁଖୀନ ଅଛି।ଆସନ୍ତୁ ଜାଣିବା ସେହି ପିଲାର ଦୁଃଖଦ ଘଟଣା ବିଷୟରେ।ଗଞ୍ଜାମ ଜିଲ୍ଲାର ବେଗୁନିଆପଡଆ ବ୍ଲକର ବଡ଼ ଖଇରା ଖାର ଗ୍ରାମରେ ସିଦ୍ଧାର୍ଥ ନାମକ ଏକ ଛୋଟ କୁନି ପୁଅଟି ଗ୍ରାମରେ ଖେଳୁ ଖେଳୁ ଅଜ୍ଞାନ ବଶତଃ ଅଫୁଟା ବାଣ କୁ ହାତରେ ଉଠାଇ ନେଇଥିଲା।

ଫଳରେ ହାତର ତିନିଟି ଆଙ୍ଗୁଠି ପୋଡ଼ି ହୋଇଯାଇଛି। ସେ କଟକ ସ୍ଥିତ ଏକ ପ୍ରାଇଭେଟ୍ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ।କିନ୍ତୁ ଅର୍ଥ ଅଭାବ ଯୋଗୁ ପୁଣି ଘରକୁ ଫେରି ଆସିଛନ୍ତି।ତେଣୁ ଏହି ପିଲାଟିର ଉତ୍ତମ ଶରୀର ତଥା ଭବିଷ୍ୟତ ପାଇଁ ଆମେ ଆପଣ ମାନଙ୍କୁ ବିନମ୍ର ନିବେଦନ କରୁଛୁ।

ଅର୍ଥ ଅଭାବରୁ ମଣିଷ କେତେ ବିପଦ ଶଙ୍କୁଳ ହୋଇ ଗତି କରୁଛି।ଅର୍ଥ ବିନା ମନୁଷ୍ୟ ର ଜୀବନ ଅନ୍ଧକାର।ତେଣୁ ଏହି ଅର୍ଥ କାରଣରୁ କେବେ ଯେମିତି କାହାରି ମୃତ୍ୟୁ ନ ହୁଏ ସେଥି ପ୍ରତି ଆମେ ସମସ୍ତେ ସଚେତନ ହେବା ଉଚିତ।ତେବେ ଏହି କୁନି ପୁଅ ଟି ର ସୁସ୍ଥ ନିମନ୍ତେ ଯଦି କେହି ସହୃଦୟ ବ୍ୟକ୍ତି ନିଜ ଅର୍ଥ ସମ୍ବଳରୁ ପିଲାଟିକୁ ସାହାଯ୍ୟ ପ୍ରଦାନ କଲେ ପିଲାଟି ମୁହଁରେ ପୁଣି ହସ ଫେରିଆସିବ ।

ତେଣୁ ଆମେ ଆପଣଙ୍କୁ ବିନୀତ ନିବେଦନ କରୁଛୁ।ଆପଣଙ୍କର ଟିକିଏ ତ୍ୟାଗ ଗୋଟେ ଛୋଟ ଶିଶୁ ମୁହଁରେ ହସ ପ୍ରସ୍ଫୁଟିତ କରିପାରିବ।ଅଧିକ ତଥ୍ୟ ଜାଣିବା ନିମନ୍ତେ ଏହି ନମ୍ବର ରେ କଲ କରନ୍ତୁ – ୭୦୭୬୮୪୭୮୩୭ ।ପୁଅ ଟି ର ଭବିଷ୍ୟତ ଆପଣ ମାନଙ୍କ ହାତରେ ।ଆପଣଙ୍କ ଅର୍ଥ ରାଶି ତାର ଜୀବନ ନିଶ୍ଚିତ ଭଲ କରିପାରିବ।

Name:-kuni Barik
Ac No:-515618210004975
IFSC No:-BKID0005156

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।