ସୋସିଆଲ ମିଡିଆ ଆଗରେ କିଛି କଥା କୁ ନେଇ ସମସ୍ତଙ୍କ ଆଗରେ ଏମିତି କିଛି କହିଲେ ବର୍ଷା ସେୟାର ହେବାରେ ଲାଗିଛି ଭିଡିଓ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସିନେମା ଜଗତରେ କାର୍ଯ୍ୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦ୍ବାରା ଆମ ସମାଜ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ।

ତେବେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତ ଓଡ଼ିଆ ନାରୀ ଅଭିନେତ୍ରୀ ମାନଙ୍କୁ ନେଇ ଏକ ସମିଳନୀ ଆୟୋଜନ ହୋଇଥିଲା ।ଯେଉଁ ଥିରେ ଯୋଗ ଦେଇଥିଲେ ଆମ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷା ଙ୍କୁ କିଏ ବା ନଜାଣେ ତାଙ୍କର ଅଭିନୟ ଯେତେକି ସୁନ୍ଦର ତାଠାରୁ ଅଧିକ ସୁନ୍ଦର ତାଙ୍କର ସମାଜ ପ୍ରତି ଥିବା ଭଲପାଇବା ଏବଂ ଓଡ଼ିଶାର ସଂସ୍କୃତି ପ୍ରତିଥିବା ସଂମାନ।

ତେବେ ଏହି ସମିଳନୀ ରେ ବର୍ଷା ଙ୍କୁ ଜଣେ ଅଭିନେତ୍ରୀ ଙ୍କର ଛୋଟ ଛୋଟ ପୋଷାକ ପିନ୍ଧିବା କୁ ନେଇ ପ୍ରଶ୍ନ କରିଥିଲେ।ତେବେ ବର୍ଷା ତାର ଏତେ ସୁନ୍ଦର ଉତ୍ତର ରଖିଛନ୍ତି ତାହା ଜାଣିଲେ ଆପଣ ତାଙ୍କର ପ୍ରସଂସା ନକରି ରହିପାରିରେ ନାହିଁ। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ,ଜଣେ ମହିଳା ବର୍ଷା ଙ୍କୁ ପଚାରିଥିଲେ କି ” କଣ ଯଦି ଜଣେ ମହିଳା ସିନେମା କଳାକାର ଛୋଟ ଛୋଟ ଡ୍ରେସ ପିନ୍ଧି ଅଭିନୟ କରୁଛନ୍ତି ବା ଡ୍ୟାନ୍ସ କରୁଛନ୍ତି ,ତେବେ କଣ ସେ ମହିଳା ଚରିତ୍ର ହୀନ ଅଟେ”? ତେବେ ଏହାର ଉତ୍ତର ରଖିବାକୁ ଯାଇ ବର୍ଷା ପ୍ରିୟଦର୍ଶନୀ ଯାହା କହିଛନ୍ତି ତାହା ଅତ୍ୟନ୍ତ ସତ୍ୟ ଘଟଣା ଅଟେ।

ତେବେ ସେ କହିଛନ୍ତି ଯେ ଯଦି ଜଣେ ମହିଳା ଛୋଟ ଛୋଟ ଡ୍ରେସ ପିନ୍ଧି ଅଭିନୟ କରିଛି ବା ଡ୍ୟାନ୍ସ କରିଛନ୍ତି ତେବେ ସେ କେବେ ବି ଚରିତ୍ର ହୀନ ନୁହଁନ୍ତି ।ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।କାରଣ ଗୋଟିଏ କଳାକାର ତାର ଅଭିନୟ ତଥା ତାର ସିନେମା ର ଚରିତ୍ର ଅନୁସାରେ ଫିଲ୍ମ ପ୍ରଦ୍ୟସର ବା ଡ଼ାଇରେକ୍ଟର ଙ୍କ କହିବା ଅନୁସାରେ ସେହିପରି ଡ୍ରେସ ପିନ୍ଧିଥାନ୍ତି। ତେଣୁ ଜଣେ ଛୋଟ ଡ୍ରେସ ପିନ୍ଧୁଚି ବୋଲି ସେ ଚରିତ୍ର ହୀନ ଏହା ଭୁଲ ଅଟେ ।

କିନ୍ତୁ ଏହା ସହ ସେ କହିଛନ୍ତି କି , ଯଦି ଜଣେ ଅଭିନେତ୍ରୀ ଚାହିଁବେ କି ସେ ଏକ ସୀମା ପର୍ଯ୍ୟନ୍ତ ଡ୍ରେସ ପିନ୍ଧିବେ ବା ଅଧିକ ଛୋଟ ଡ୍ରେସ ପିନ୍ଧିବେ ନାହିଁ ତାହା ବେସି ଭଲ ହେବ ।କାରଣ କୌଣସି ବି ଫିଲ୍ମ ହେଉନା କାହିଁ ତାହା ସମାଜ ତଥା ସମାଜ ର ସମସ୍ତ ଲୋକଙ୍କ ଉପରେ ପ୍ରଭାବ ପକେଇଥାଏ। ତେଣୁ ଯଦି ତୁମେ ଅଧିକ ଛୋଟ ବା ଖରାପ ଡ୍ରେସ ପିନ୍ଧୁଛ ତେବେ ଏହା ଆଗାମୀ ଯୁବପିଢ଼ି ଙ୍କୁ ଖରାପ କରିପାରେ ତାଙ୍କର ମାନସିକତା ଉପରେ ଖରାପ ପ୍ରଭାବ ପକେଇପାରେ ।ତେଣୁ ଏହିଭଳି ଡ୍ରେସ ନପିନ୍ଧିବା ମଧ୍ୟ ଉଚିତ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।