ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଲା ବିବାହ ର ମାତ୍ର କିଛି ଦିନ ପରେ ରିୟା ସ୍ବାମୀଙ୍କ ସହ ଝଗଡା କରୁଥିବା ସମୟରେ ରେକର୍ଡ ହେଲା

0

ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ।

ତେବେ ନିକଟ ରେ ଅର୍ଚ୍ଚିତା ଓ ସବ୍ୟ ଙ୍କ ବିବାହ ଘଟିଛି। ପୂର୍ବରୁ ସବ୍ୟ ବିବାହ କରିଥିଲେ। ମାତ୍ର ତାହା ଭଲ ସମ୍ପର୍କ ରେ ଗଢା ହୋଇ ପାରି ନଥିଲା। ଦୁଇ ବର୍ଷ ପରେ ସେମାନଙ୍କ ର ଡିଭର୍ଷ ହୋଇ ଥିଲା। ଗତ କିଛି ଦିନ ତଳେ ସବ୍ୟ ଓ ଅର୍ଚ୍ଚିତା ରାଜସ୍ଥାନ ରେ ବିବାହ କରିଛନ୍ତି। ଭଲ ପାଇବା ଟି ଶେଷ ରେ ବିବାହ ରେ ପରିଣତ ହୋଇ ଥିଲା। ଅନେକ ଫିଲ୍ମ୍ ରେ ତାଙ୍କୁ ଏକାଠି ଦେଖିବାକୁ ମିଳିଛି।

ଦର୍ଶକ ସେମାନଙ୍କ ଯୋଡି କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି। ତେବେ ବିବାହ ପରେ ସେମାନେ ଓଡିଶା କୁ ଫେରିଛନ୍ତି। ନିକଟରେ ବିବାହ କରିଛନ୍ତି ରିୟା ଦେ। କାହାକୁ ବିବାହ କରିଛନ୍ତି ସେ। ବିବାହ ପରେ ଶାଶୁ ଘରେ ରହୁଛନ୍ତି ରିୟା ଦେ। ଶୁଣିବାକୁ ମିଳିଛି ସେ ଶାଶୁ ଘରେ ଖାଣ୍ଟି ଓଡ଼ିଆଣୀ ହୋଇ ରହୁଛନ୍ତି। ହେଲେ ଏହା ସତ୍ୟତା ହେଉଛି ଏହା ଏକ ଚଳଚିତ୍ର ର ବିଷୟ ବସ୍ତୁ।

ଏକ ଭିନ୍ନ କ୍ୟରେକ୍ଟର ରେ ଅଭିନୟ କରିବାକୁ ଯାଉଛନ୍ତି ରିୟା। ବିବାହ ପରେ ଖାଣ୍ଟି ଓଡ଼ିଆଣୀ ହୋଇ ଶାଶୁ ଶଶୁର ଙ୍କ ସେବା କରୁଥିବା ର ଅଭିନୟ ରେ ନଜର ଆସିବେ। ଚଳଚ୍ଚିତ୍ର ଟି ହେଉଛି ତୋ ଫେମିଲି ମୋ ଫେମିଲି। ଦୁଇ ପରିବାର କୁ ଏକ କରି ରଖିବା ପାଇଁ ରିୟା ଙ୍କ ଭୂମିକା ମୁଖ୍ୟ। ପରିବାର ର ଏକତା ଏହାର ମୁଖ୍ୟ ବିଷୟ ବସ୍ତୁ। ତେବେ ଖୁବ୍ ଶୀଘ୍ର ଏହା ରିଲିଜ୍ ହେବାକୁ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।