IAS ପରୀକ୍ଷାରେ ଚତୁର ପ୍ରଶ୍ନ : ଆପଣ ଭୋକିଲା ଅଛନ୍ତି ଏବଂ ଆପଣଙ୍କ ପାଖରେ ପଇସା ନାହିଁ ତେବେ କଣ ଆପଣ ଖାଦ୍ୟ ଚୋରୀ କରିବେ? ଉତ୍ତର ଶୁଣିକି ହେଇଗଲା ଚାକିରୀ

0

ଆପଣ ମାନେ ନିହାତି ଜାଣିଥିବେ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।

ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।ଯଦି ଆପଣଙ୍କ ପାଖରେ କେବଳ ବହି ପାଠ ର ଜ୍ଞାନ ରହିଛି ଆଉ ବାହାର କୌଣସି ସାଧାରଣ ଜ୍ଞାନ ବିଷୟରେ ଜଣା ନାହିଁ ତେବେ ଆପଣ ମାନେ ସମ୍ପୂର୍ଣ ବୁକା ହଇ ଯିବେ ।କାରଣ ଅଧିକାଂଶ ସମୟ ରେ କମ୍ପିଟେଟିଭ ପରୀକ୍ଷା ରେ ସାଧାରଣ ଜ୍ଞାନ ର ଆବଶ୍ୟକତା ରହିଛି ।

ଆପଣ ମାନେ ଏହି କଥା ଟି ମଧ୍ୟ ଜାଣି ନଥିବେ ଇଣ୍ଟରଭ୍ୟୁ ଗୋଡିକରେ ଅତି ସହଜ ଓ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ ଯାହାର ଉତ୍ତର ଅଧିକାଂଶ ପିଲାମାନେ ମଧ୍ୟ ଦେଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେତେକ ଢଗଢମାଳୀ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।ସେଥି ପାଇଁ ଆପଣ ମାନେ ଜାଣିଥିବେ ସରକାର ପାଠ ପଢା ର ଢାଞ୍ଚା ଭିତରେ ଭି ବହି ସାଧା ସହ ଢଗ ପାଠ ପଢା ରହିଛି ଯାହା କି ଓଡ଼ିଆ ବହିର ସାଧାରଣ ଜ୍ଞାନ ବିଷୟରେ ।ତେବେ ଚାଲନ୍ତୁ କିଛି ପ୍ରଶ୍ନ ଆଉ ଉତ୍ତର ଜାଣିବା ।

ପ୍ରଶ୍ନ:-ଯଦି ଆପଣ ଭୋକିଲା ଅଛନ୍ତି ଏବଂ ଆପଣଙ୍କ ପାଖରେ ପଇସା ନାହିଁ ତେବେ କଣ ଆପଣ ଖାଦ୍ୟ ଚୋରୀ କରିବେ?
ଉତ୍ତର- ସାର, କେହି ମଧ୍ୟ ଛୋଟ ମୋଟ କାମ କରି ନିଜର ପରିଶ୍ରମ ଦ୍ଵାରା ଆୟ କରି ଖାଇ ପାରିବ। ଚାକିରି ମାଗିବା, ଚୋରୀ କରିବା ଠାରୁ ଉତ୍ତମ ଅଟେ ।

ପ୍ରଶ୍ନ :-କେଉଁ ପ୍ରାଣୀ ର ରକ୍ତ ନୀଳ ଅଟେ ?
ଉତ୍ତର:-ଅକ୍ଟୋପସ୍

ପ୍ରଶ୍ନ :-କେଉଁ ପ୍ରାଣୀ ଉଭୟ କ୍ଷୀର ଏବଂ ଅଣ୍ଡା ମଧ୍ୟ ଦିଆ ?
ଉତ୍ତର:- ପେଟିପୋଷ

ପ୍ରଶ୍ନ :-ତାହା କଣ ଯାହା ଜଣେ ବାଳକ କୁ ବୃଦ୍ଧ କରିଦେଇଥାଏ ।
ଉତ୍ତର:-ବୟସ

ପ୍ରଶ୍ନ:-ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧି ଥାଏ?
ଉତ୍ତର:-ବୋତଲ

ପ୍ରଶ୍ନ :-ଏମିତି ଏକ ଫଳ ର ନାମ କୁହ ଯାହାର ପ୍ରଥମ ଅକ୍ଷର କାଟି ଦେଲେ ଓଡ଼ିଶା ର ଏକ ଜିଲ୍ଲା ର ନାମ ହେବ ?
ଉତ୍ତର :- ସପୁରୀ

ପ୍ରଶ୍ନ :-ଯଦି ଆପଣ ଭୋକିଲା ଅଛନ୍ତି ଏବଂ ଆପଣଙ୍କ ପାଖରେ ପଇସା ନାହିଁ ତେବେ କଣ ଆପଣ ଖାଦ୍ୟ ଚୋରୀ କରିବେ?
ଉତ୍ତର:-ସାର, କେହି ମଧ୍ୟ ଛୋଟ ମୋଟ କାମ କରି ନିଜର ପରିଶ୍ରମ ଦ୍ଵାରା ଆୟ କରି ଖାଇ ପାରିବ। ଚାକିରି ମାଗିବା, ଚୋରୀ କରିବା ଠାରୁ ଉତ୍ତମ ଅଟେ ।

ପ୍ରଶ୍ନ:-ତାହା କଣ ଯାହା ନିଆଁ ଜଳାଇବା ପାଇଁ ଓ ନିଆଁ ଲିଭାଇବା ପାଇଁ ବ୍ୟବହାର କରା ଯାଏ?
ଉତ୍ତର :- ଫୁଙ୍କିବା

ପ୍ରଶ୍ନ :-ସେ କିଏ ଯେ କାନ୍ଥ ଉପରେ ଚାଲେ ଓ ଆଗକୁ ଯାଇ ନଥାଏ ?
ଉତ୍ତର :- କାନ୍ଥ ଘଣ୍ଟା

ପ୍ରଶ୍ନ :- ସେ କେଉଁ ମାଆ ଯେ ସବୁବେଳେ ବୁଲୁଥାଏ ?
ଉତ୍ତର:-ଧରଣୀ ମା(ପୃଥିବୀ)

ପ୍ରଶ୍ନ :-ଆମେ ସବୁ ଜାଗା ରେ ଜିତି ଥାଉ ଏମିତି କେଉଁ ଜାଗା ଯେଉଁ ଠାରେ ହାର ମାନିଥାଉ ?
ଉତ୍ତର:-ଫୁଲ ଦୋକାନ

ପ୍ରଶ୍ନ- ଯଦି ଆପଣ ଭୋକିଲା ଅଛନ୍ତି ଏବଂ ଆପଣଙ୍କ ପାଖରେ ପଇସା ନାହିଁ ତେବେ କଣ ଆପଣ ଖାଦ୍ୟ ଚୋରୀ କରିବେ?

ଉତ୍ତର- ସାର, କେହି ମଧ୍ୟ ଛୋଟ ମୋଟ କାମ କରି ନିଜର ପରିଶ୍ରମ ଦ୍ଵାରା ଆୟ କରି ଖାଇ ପାରିବ। ଚାକିରି ମାଗିବା, ଚୋରୀ କରିବା ଠାରୁ ଉତ୍ତମ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।