ସାମନ୍ନାକୁ ଆସିଲା ରହସ୍ୟ କାହିଁକି Akshya Kumar ସବୁବେଳେ ନିଜ ଝିଅର ଚେହେରାକୁ ଲୁଚାଇ ଦେଇଥାନ୍ତି, ଏହା ପଛରେ କାରଣ ଜାଣି ଆପଣ ବି ସ୍ତବ୍ଦ ରହିଯିବେ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି । ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି ।

କିନ୍ତୁ ଆମେ ଆଜି ଆପଣଙ୍କୁ ବଲିଉଡ ର ଏମିତି ଏକ ଆକ୍ସନ ହୀର ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ସବୁବେଳେ ନିଜକୁ ତଥା ନିଜର ପରିବାରକୁ ଏହି ସୋସିଆଲ ମିଡ଼ିଆ ଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତି ।ସୂଚନାଯୋଗ୍ୟ ଯେ ସେ ଏବେ ପର୍ଯ୍ୟନ୍ତ ତାଙ୍କର ଝିଅ ଙ୍କ ଚେହେରା କେବେ ସୋସିଆଲ ମିଡ଼ିଆ ରେ ଆସିବାକୁ ଦେଇନାହାନ୍ତି । ତେବେ ସେହି ଆକ୍ସନ ହୀର ହେଉଛନ୍ତି ବଲିଉଡ ର ଖିଲାଡି ଅକ୍ଷୟ କୁମାର ।ଅକ୍ଷୟ କୁମାର ହେଉଛି ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତା ଏବଂ ତାଙ୍କର ଅଭିନୟ ପାଇଁ ସାରା ଦେଶରେ ସ୍ୱ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେ ଆଜି ଯାଏଁ କେବେ ହେଲେ ନିଜର ପରିବାର ଖାସ କରି ନିଜେ ଝିଅ ନିଆରା ଙ୍କ ଚେହେରା କୁ ସୋସିଆଲ ମିଡ଼ିଆ ରେ ଆସିବାକୁ ଦେଇନାହାନ୍ତି ।

ଆଉ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଅକ୍ଷୟ କୁମାର ଙ୍କର ପ୍ରଶଂସକ ହୋଇଯିବେ । କିଛି ଦିନ ତଳେ ଏକ ନିୟୁଜ ଚେନାଲ ର କାମ କରୁଥିବା ଜଣେ କର୍ମଚାରୀ ଅକ୍ଷୟ କୁମାର ଙ୍କୁ ଏ ବିଷୟରେ ପଚାରିଥିଲି। ତେବେ ଅକ୍ଷୟ କୁମାର ସେହି କର୍ମଚାରୀ ଙ୍କ ପ୍ରଶ୍ନ ରେ ଯେପରି ଉତ୍ତର ଦେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ତେବେ ବଲିଉଡ ର ଆକ୍ସନ ହିରୋ ଅକ୍ଷୟ କୁମାର କହିଛନ୍ତି ଯେ ତାଙ୍କ ଝିଅ ନିଆରା ଏବେ ଛୋଟ ପିଲା ତେଣୁ ତାର ସମ୍ପୁର୍ଣ୍ଣ ଧ୍ୟାନ ତାର ପାଠ ପଢିବା ରେ ରହିବା ଆବଶ୍ୟକ ।

ସେ କହିଛନ୍ତି ଯେ , ପ୍ରଥମେ ତାଙ୍କର ଝିଅ ଏକ ସାଧାରଣ ଝିଅ ପରି ନିଜର ବାଲ୍ୟବସ୍ଥା କୁ ଉପଭୋଗ କରିବା ଆବଶ୍ୟକ । ଅକ୍ଷୟ କୁମାର କହିଛନ୍ତି ଯେ , ନିଆରା ପ୍ରଥମେ ତାର ପାଠ ପଢ଼ା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ ଆଉ ଯଦି ଏହି ବୟସରେ ସେ ସୋସିଆଲ ମିଡ଼ିଆ ସହ ଜଡିତ ରହିବେ ତାହେଲେ ଏହା ତାଙ୍କ ଉପରେ ଖରାପ ପ୍ରଭାବ ପକେଇବ ।ଅକ୍ଷୟ ଙ୍କ କହିବା ଅନୁସାରେ , ସମସ୍ତ ବ୍ୟକ୍ତି ନିଜର ପିଲାମାନଙ୍କୁ ସୋସିଆଲ ମିଡ଼ିଆ ଠାରୁ ଦୂରରେ ରଖିବା ତାଙ୍କର ପିଲାମାନଙ୍କ ପ୍ରତି ଉଚିତ ହେବ । ଖାଲି ଏତିକି ନୁହେଁ ବରଂ ତାଙ୍କର ଏବଂ ତାଙ୍କ ପତ୍ନୀ ଟୁଇଁକିଲ ମଧ୍ୟ ବହୁତ କମ ସୋସିଆଲ ମିଡ଼ିଆ ରେ ଲୋକଙ୍କ ନଜର କୁ ଆସିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।