Health Tips – ସକାଳୁ ଖାଲି ପେଟରେ ଗୋଲମରିଚ ଖାଇଲେ ଯାହା ହେବ ଜାଣି ବିଶ୍ଵାସ ହେବନି

0

ବର୍ତ୍ତମାନ ସମୟ ରେ ସ୍ଲିମ୍ ଓ ଫିଟି ରହିବାକୁ କିଏ ବା ନ ଚାହେଁ। ନିଜର ସ୍ବାସ୍ଥ୍ୟ କୁ ନେଇ ସମସ୍ତେ ବେଶ୍ ସତର୍କ। ଆମେ ମାନେ ଦେଖିଥିବା ଅନେକ ଲୋକ ନିଜ ନିଜର ଶରୀର କୁ ନେଇ ସବୁବେଳେ ଚିନ୍ତା ରେ ଥାନ୍ତି। ପ୍ରତ୍ୟେକ ମଣିଷ ବ୍ୟସ୍ତ ରହି ଥାନ୍ତି। ବ୍ୟସ୍ତତା ମଧ୍ୟ ରେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ନଥାନ୍ତି।ନିଜ ବ୍ୟସ୍ତତା ଭିତରେ ନିଜର ଶରୀରରେ ଧ୍ୟାନ ନ ଦିଅନ୍ତି ତେବେ, ଶେଷରେ ନାନା ପରିସ୍ଥିତିର ସମୁଖୀନ ହୋଇଥାନ୍ତି ।

ତେବେ ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପନ୍ଥା ଅବଲମ୍ବନ କରି ଥାଉ। ଅଧିକ ରୁ ଅଧିକ ଚେଷ୍ଟା କରି ଥାଉ କି ତାହା ଘୋରୋଈ ଉପାୟ ହୋଇ ଥିବା ଦରକାର।ଆଜି ଆମେ ଆପଣଙ୍କୁ ନିଜ ଶରୀର ସମ୍ବନ୍ଧରେ ବିଶେଷ କଥା କହିବାକୁ ଯାଉଛୁ। ଯାହା ଜାଣିବା ଦ୍ଵାରା ଆପଣଙ୍କ ଉପଶମ ହେବ।

ତେବେ ଘୋରାଈ ଉପଚାର ରେ ଅନେକ ଜିନିଷ ରହିଛି ଯାହା ଦ୍ଵାରା ଶରୀର ଭଲ ରହି ପାରିବ। କିଛି ଲୋକ ଙ୍କୁ ରାଗ ଖାଇବା ପାଇଁ ଭଲ ଲାଗି ଥାଏ। ତେବେ ଗୋଲ୍ ମରିଚ କୁ ଆପଣ ମାନେ ସମସ୍ତେ ଜାଣିଥିବେ। ସମସ୍ତଙ୍କ ଘରେ ତାହା ସବୁବେଳେ ରହି ଥାଏ। ତାକୁ ବିଭିନ୍ନ କ୍ଷେତ୍ର ରେ ଲଗା ଯାଇଥାଏ।ସବୁ ପ୍ରକାରର ମରୀଚ ଗୋଟିଏ ପ୍ରକାରର ହୋଇନଥାଏ । ବନ୍ଧୁଗଣ କେଉଁ ମରିଚ ଖାଇବା ଦ୍ଵାରା ଆମ ଶରୀରକୁ ସୁଲାଭ ମିଳିଥାଏ।ଲାଲୀ ମରିଚ ଖାଇବା ଦ୍ଵାରା ବହୁତ କ୍ଷତି ହୋଇଥାଏ ।

ଆପଣ ମାନେ ସମସ୍ତେ କଳା ମରିଚ ସମ୍ବନ୍ଧରେ ଜାଣିଥିବେ ।ଆୟୁର୍ବେଦରେ କଳା ମରିଚ ଆମ ଶରୀରର ଆଖି ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ସକାଳୁ ଉଠି ଗୋଲମରିଚ ୩ ରୁ ୪ ଟି ଚୋବାଇ ଖାଆନ୍ତୁ । ଏହା ପରେ ଆପଣ ଉଷୁମ ପାଣିର ସେବନ କରନ୍ତୁ । ବନ୍ଧୁଗଣ ଯଦି ଆପଣ ଗୋଲମରିଚ ର ସେବନ ଖାଲି ପେଟରେ କରନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ କରିଥାଏ ।

ଆମ୍ଭେମାନେ ରାତିରେ ଖାଦ୍ଯ ଖାଇ ଶୋଇଥାଊ, ଲମ୍ବା ସମୟ ଧରି ଶୋଇଥିବାରୁ ଆମର ପେଟ ଖାଲି ରହିଥାଏ । ଏମିତିରେ ଆମେ ଯଦି ଗୋଲମରିଚ ୩ ରୁ ୪ ଟି ଗରମ ପାଣି ସହିତ ସେବନ କରିବା ତେବେ, ଆମର ବହୁତ ଲାଭ ହେବ । ଏହା ଡାଇଜେସନ କରାଇବାରେ ସାହାଜ୍ଯ କରିଥାଏ । କିନ୍ତୁ ଆମର ଖରାବ ଅଭ୍ଯାସ ଦ୍ଵାରା ଆମ ଶରୀରର ସ୍ଥିତି ବଦଳିଥାଏ । କିଛି ଲୋକ ସକାଳୁ ଉଠିଲା ମାତ୍ରେ ଚାହା ପିଇଥାନ୍ତି ।ମାତ୍ର ସେମାନେ ଭୁଲିଯାନ୍ତି ଯେ ଚାହା ଆମ ଶରୀର ପାଇଁ ଏସିଡ ର କାମ କରିଥାଏ । ଚାହା ପିଇବା ଦ୍ଵାରା ଆମର ବହୁତ କ୍ଷତି ହୋଇଥାଏ ।

ବନ୍ଧୁଗଣ ମାତ୍ର ଗୋଲମରିଚ ରୋଗ ପ୍ରତିରୋଧକ କ୍ଷମତାକୁ ବନାଇ ରଖିଥାଏ । ବନ୍ଧୁଗଣ ଏହା ଆମ ଇନସୁଲିନ କୁ ମଧ୍ୟ ଠିକ କରି ରଖିଥାଏ । ୪ ମାସ ଲଗାତାର ଗୋଲ ମରିଚ ଖାଇବା ଦ୍ଵାରା ଏହା ଡାଇବେଟିକ୍ସ କୁ ଦୂର କରିବାରେ ସକ୍ଷମ ହୋଇଥାଏ । ଏହା ବ୍ଯତୀତ ଯଦି ଆପଣ ଶରୀରର ଏମ୍ୟୁନିଟି କୁ ବଢାଇବାକୁ ଚାହୁଞ୍ଚନ୍ତି ତେବେ ଗୋଲ ମରିଚ ବହୁତ ମହତ୍ଵପୂର୍ଣ୍ଣ କାମ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।