Odia jokes – ସ୍ୱାମୀ ସ୍ତ୍ରୀ ଝଗଡ଼ା ର ଏହି ହସକଥା ପଢିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1. ପୁଅ ମାନେ ଝିଅ ମାନଙ୍କର ଗୋଡ ଟେକି କଣ କରନ୍ତି ?
ଉତ୍ତର – ପାଦରୁ କଣ୍ଟା କାଢନ୍ତି

2.ରାଜା ଦଶରଥ ଙ୍କ ର କେତୋଟି ରାଣୀ ଥିଲେ ?
ଉତ୍ତର – ୩, କୌଶଲ୍ୟା, କୈକେୟୀ,ସୁମିତ୍ରା।

3.ବ୍ୟାଙ୍କ୍ କୁ ଓଡ଼ିଆରେ କଣ କୁହାଯାଏ?
ଉତ୍ତର – ଅର୍ଥ ଭଣ୍ଡାର।

4.ଲକ୍ଷ୍ମୀ ପୁରାଣ କିଏ ରଚନା କରିଥିଲେ?
ଉତ୍ତର – ବଳରାମ ଦାସ।

5.ସୌରଜଗତରେ କେତୋଟି ଗ୍ରହ ଅଛି?
ଉତ୍ତର – ୯

6.ଗୋଟିଏ ମାସରେ କେତୋଟି ପକ୍ଷ ପଡ଼େ।
ଉତ୍ତର – ୨ (କୃଷ୍ଣ ପକ୍ଷ , ଶୁକ୍ଳ ପକ୍ଷ)

7.ଏମିତି କେଉଁ ଜିନିଷ ଯାହା କି କିଣିଲା ବେଳେ କଳା, ବ୍ୟବହାର କରିବା ସମୟରେ ଲାଲ ଆଉ ଫୋପାଡ଼ିଲା ସମୟରେ ଧଳା ଥାଏ?
ସଠିକ ଉତ୍ତର :କୋଇଲା

8.ଅଯୋଧ୍ୟା ରାମ ମନ୍ଦିର ଭାରତରେ କେଉଁ ରାଜ୍ୟ ରେ ସ୍ଥିତ ?
ଉତ୍ତର : ଉତ୍ତର ପ୍ରଦେଶ

9.ସବୁଠୁ ବିଷାକ୍ତ ସାପ କିଏ?
ଉତ୍ତର : କିଙ୍ଗ କୋବ୍ରା

10.ଇମେଲ ର ଆବିଷ୍କାର କିଏ କରିଥିଲେ?
ଉତ୍ତର : ରେ ଟୋମଲିସନ

11 . ପ୍ରଥମ ସାଙ୍ଗ – ଆରେ ସ୍ତ୍ରୀ ସହ ଝଗଡ଼ା ସରିଗଲା ତୋର?
ଦ୍ୱିତୀୟ ସାଙ୍ଗ – ହଁ, ସରିଗଲା
ପ୍ରଥମ ସାଙ୍ଗ- କଣ କହିଲା?
ଦ୍ୱିତୀୟ ସାଙ୍ଗ- କହିଲା,ପଲଙ୍କ ତଳୁ ବାହାରି ଆସ ଆଉ ମାରିବିନି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।