Shiba Ratri Love Test – ବାଛନ୍ତୁ 1 ନମ୍ବର ଜାଣନ୍ତୁ ଆପଣଙ୍କ ହୃଦୟରେ କାହାର ନାମ ଅଛି

0

ପ୍ରେମ ଏକ ଏପରି ଶବ୍ଦ ଯାହା ଦୁଇ ହୃଦୟ କୁ ବାନ୍ଧି ରଖି ଥାଏ। କୌଣସି ବି ସମ୍ପର୍କ ରେ ପ୍ରେମ ରହିବା ନିହାତି ଆବଶ୍ୟକ। କେବଳ ପ୍ରେମିକ ପ୍ରେମିକା ଙ୍କ ଭିତରେ ଥିବା ସଂପର୍କ କୁ ପ୍ରେମ କୁହା ଯାଏ ନାହି। ପ୍ରେମ ର ସ୍ଵାଦ ନିଆରା। ତେବେ ସେହି ପ୍ରେମ କେତେବଳେ କାହା ପାଇଁ ପ୍ରତାରଣା ସଜି ଥାଏ ତ କେତେ ବେଳେ ପ୍ରେମ ରୋମାଞ୍ଚକ ହୋଇ ଥାଏ। ପ୍ରେମ ର କୌଣସି ପରି ଭାଷା ନ ଥାଏ।

ପ୍ରେମ ନିଶ୍ଚୟ ଥରେ ହୋଇ ଥାଏ। ତାହାର କୌଣସି ସମୟ ନାହିଁ। ଜାତି , ଗୋତ୍ର, ଧର୍ମ, ଏସବୁ କିଛି ମାନି ନଥାଏ ପ୍ରେମ। କେତେବଳେ କେଉଁଠି କେଉଁ ମୁହୂର୍ତ୍ତ ରେ କାହାକୁ ହୋଇ ଯିବ ତାର କୌଣସି ଠିକଣା ନାହି। ବର୍ତ୍ତମାନ ର ଯୁବପିଢୀ ପ୍ରେମ ମାପିବା ପାଇଁ ଅନେକ ଟ୍ରିକ ଅପନୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ସେହି ପ୍ରେମ ସମ୍ବନ୍ଧୀୟ ତଥ୍ୟ ବିଷୟ ରେ କହିବୁ।

ବର୍ତ୍ତମାନ ଆପଣ  ୧ ଠାରୁ ୧୦ ଭିତରେ କୌଣସି ଏକ ନମ୍ବର ବାଛି ନିଅନ୍ତୁ । ବାଛିଥିବା ସଂଖ୍ୟା ଗୁଡ଼ିକ ର ଅର୍ଥ ଅନେକ ବୁଝାଏ,ଭିନ୍ନ ସଂଖ୍ୟା ର ଭିନ୍ନ ଅର୍ଥ।

୧- ଆପଣ ନିଜ ଭାଇ ଏବଂ ଭଉଣୀକୁ ବହୁତ ପ୍ରେମ କରିଥାନ୍ତି। ଉଭୟ ଭାଇ ଭଉଣୀ ଙ୍କ ଭିତରେ ନିବିଡ଼ ସମ୍ପର୍କ ରହି ଥାଏ।

୨- ଆପଣ ନିଜ ମା ଏବଂ ବାପାଙ୍କୁ ବହୁତ ଭଲ ପାଆନ୍ତି । ଆପଣ ତାଙ୍କ ପାଇଁ ସବୁ କଠିନରୁ କଠିନ କାମ କରିବାକୁ ମଧ୍ୟ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି । ମାତୃ ପ୍ରେମ ରେ ଆପଣ ସନ୍ତୁଷ୍ଟ ରହି ଥାନ୍ତି।

୩- ଆପଣ ଯାହାକୁ ପ୍ରେମ କରିଛନ୍ତି ତାହା ଆପଣଙ୍କ ସତ ଭଲ ପାଇବା ଅଟେ । କୌଣସି ପରିସ୍ଥିତିରେ ମଧ୍ୟ ଆପଣ ତାଙ୍କୁ ଛାଡି ପାରିବେ ନାହିଁ ।
୪- ଆପଣଙ୍କ ଜୀବନ ସାଥୀ ଆପଣଙ୍କ ସୁଖ ଦୁଖରେ ସାଥି ହୋଇ ଚାଲିବ । ଆପଣ ଚାହୁଥିବା ଭଲ ପାଇବା ଆପଣଙ୍କୁ ମିଳିବ।

୫- ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଅର୍ଥାତ ଆପଣଙ୍କର ସବୁଠାରୁ ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସାଥିରେ ରହିବେ । ଏବଂ ଆପଣ ମଧ୍ୟ ତାଙ୍କୁ ସେତିକି ଭଲ ପାଇବା ସହିତ ବିଶ୍ଵାସ କରିବେ । ଦୁଇ ଜଣ ଙ୍କ ଭିତରେ ନିବିଡ଼ ସମ୍ପର୍କ ଲାଗି ରହିବ।

୬- ପିଲାଦିନର ସାଙ୍ଗ ସହିତ ଆପଣଙ୍କର ବହୁତ ଭଲ ସମ୍ପର୍କ ରହିଅଛି। ଆଗାମୀ ଜୀବନରେ ସେ ଆପଣଙ୍କ ସହଭାଗୀ ରୂପେ ଆପଣଙ୍କ ସହିତ ରହିବେ ।

୭- ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ପ୍ରେମିକ କିମ୍ବା ପ୍ରେମିକା ସହିତ ସବୁବେଳେ ଖୁସିରେ ରହିବେ। ଉଭୟ ଙ୍କ ଜୀବନ ସୁଖମୟ ହେବ।

୮- ଆପଣ ନିଜ ପରିବାର ବ୍ଯତୀତ ଅନ୍ୟ କାହାର କଥା ଶୁଣିବାକୁ ପସନ୍ଦ କରିବେ ନାହିଁ । ନିଜ ପରିବାର ସହିତ ସୁଖ ଦୁଖରେ ସାଥି ହେଇ ଚଳିବେ । ପରିବାର ଲୋକଙ୍କ ସମସ୍ତ କଥା ଆପଣଙ୍କ ପାଇଁ ଶିରଧାର୍ଜ୍ୟ ହେବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ପରିବାର ଲୋକଙ୍କ ସହିତ ଆଲୋଚନା କରି ଆଗକୁ ବଢିବେ ।

୯- ଯଦି ଏହି ସଂଖ୍ୟା କୁ ଆପଣ ବାଛିଛନ୍ତି ତେବେ ଆପଣ ଙ୍କ ପାଇଁ ପରିବାର ସମେତ ଯାହାକୁ ଆପଣ ପସନ୍ଦ କରୁଛନ୍ତି ମାତ୍ର ତାହାକୁ ପ୍ରକାଶ କରି ପାରୁନାହାନ୍ତି, ତାହାଙ୍କ ପାଖରୁ ସିଧା ସଳଖ ଉତ୍ତର ପାଇବେ ।

୧୦- ପୁରୁଣା ଭଲ ପାଇବା ଫେରି ଆସିବା ର ସୁଯୋଗ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।