ଦେଖନ୍ତୁ ଭିଡିଓ – ପୁଣି ସୋସିଆଲ ମିଡିଆ ରେ ଭାଇରାଲ ହେଲା ଆଦିତ୍ୟ ଙ୍କ ମା ଙ୍କ ଗୁପ୍ତ କଥାର ଭିଡିଓ ଯେ ମୋ ବହୂ ହିଁ …

0

ଆଜି କୁ 8 ମାସ ତଳେ ଘଟିଥିବା ଏହି ଘଟଣା ଯାହା କୁ ଶୁଣିଲେ ଲୋକ ଙ୍କ ଆଖି ରେ ଆଜି ବି ଲୁହ ଭରିଯାଏ । ସତରେ ସେ ଏକ ଧାରାରେ ମାନବ ପ୍ରେମୀ ,ସମାଜ ସେବୀ , ଅନାଥ ମାନଙ୍କର ସାହାରା ,ଦୁଃଖୀ ଙ୍କର ସାହାରା ହୋଇ ସବୁ ଜାଗା ରେ ସବୁ ସମୟ ରେ ଠିଆ ହୋଇଛନ୍ତି ।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡିଶା ବାସି ଙ୍କ ପ୍ରିୟ ସମାଜ ସେବୀ ଆଦିତ୍ୟ ଦାସ।

ତାଙ୍କ ମାଆ ଙ୍କୁ ଯେତେ ବେଳେ ପଚରା ହୋଇଥିଲା ସେ ତାଙ୍କ ପୁଅ ପାଇଁ କାନ୍ଦି କାନ୍ଦି ନ୍ୟାୟ ମାଗୁ ଛନ୍ତି । ତାଙ୍କୁ ଯେତେ ବେଳେ ପଚର ହୋଇଥିଲା କି ସେ ତାଙ୍କ ସହିତ କାହା କୁ ରଖିଛନ୍ତି ସେ ଉତ୍ତର ଦେଇ ଥିଲେ କି ସାରା ଓଡ଼ିଶା ତାଙ୍କ ସହିତ ଅଛି । ତାଙ୍କୁ ପୁଣି ପଚରା ଯାଇଥିଲା କି ସେ ତାଙ୍କ ବୋହୁ କୁ ତାଙ୍କ ସହିତ ରଖିଛନ୍ତି କି ନାହିଁ ସେ ଉତ୍ତର ରେ କହିଥିଲେ କି ନା ସେ ମୋ ସହିତ ନାହିଁ ।

ସେ ମୋ ସହିତ ସୁପ୍ରିମକୋର୍ଟ ଯାଏ ଥିଲା ମୁ ଏବେ ହାଇ କୋର୍ଟ ଯାଏ ଯିବି ସେଥିରେ ମୁ କାହାକୁ ସାମିଲ କରିନାହିଁ । ଆଉ ସାରା ମିଡ଼ିଆ ସାମ୍ନା ରେ କହିଥିଲେ କି ଆଦିତ୍ୟ ଙ୍କ ସାଙ୍ଗ ମାନେ ଚାହିଲେ ଆଉ ଗୋଟେ ସାଙ୍ଗ ପାଇବେ ତାଙ୍କ ସ୍ତ୍ରୀ ଚାହିଁଲେ ଆଉ ଗୋଟେ ସ୍ବାମୀ ପାଇବ ,ହେଲେ ଗୋଟେ ମା ଚାହିଁଲେ କେବେ ଆଉ ତା ପୁଅ ପାଇବାରିବ ନାହିଁ ।

ସେ ରାସ୍ତାରେ ଠିଆ ହେଇ ତାଙ୍କ ପୁଅ ପାଇଁ ନ୍ୟାୟ ମାଗୁଛନ୍ତି । ତାଙ୍କୁ ଯେତେ ବେଳେ ପ୍ରଶ୍ନ କରା ଯାଇଥିଲା କି ତାଙ୍କୁ କାହା ଉପରେ ସନ୍ଦେହ ହେଉଛି କି ସେ କହିଥିଲେ ତାଙ୍କୁ ଆଦିତ୍ୟ ଙ୍କ ସାଙ୍ଗ ଆଉ ଆଦିତ୍ୟ ଙ୍କ ସ୍ତ୍ରୀ ଉପରେ ସନ୍ଦେହ ହୋଇଛି । ଆଉ ଅଭିଯୋଗ ଆଣି କହିଛନ୍ତି କି ଯଦି ତାଙ୍କ ସ୍ତ୍ରୀ ଏଥିରେ ସାମିଲ ନାହାଁନ୍ତି ତାହାଲେ ସେ ସେଦିନ ରାତି ରେ ଆଦିତ୍ୟ ମଦ ପିଇଛନ୍ତି ବୋଲି ମିଛ କାହିଁକି କହିଲେ ,

ଆଉ ଯଦି ତାଙ୍କ ସାଙ୍ଗ ମାନେ ଏଥିରେ ସାମିଲ ନାହାଁନ୍ତି ତାହାଲେ ସେ ଦିନ ଯାହା ଘଟିଥିଲା ସେ ସବୁ କଥା ଜାଣି ମଧ୍ଯ ତାଙ୍କ ସାଙ୍ଗ ମାନେ ତାଙ୍କ ବାପା ମା ଙ୍କୁ କେମିତି ଜାଣଇ ନଥିଲେ । ଏଥିପାଇଁ ସେ ତାଙ୍କର ସାଙ୍ଗ ଆଉ ତାଙ୍କ ସ୍ତ୍ରୀ କୁ ସନ୍ଧେୟ କରୁଛନ୍ତି ,ଆଉ ସେ ଚାହୁଁଛନ୍ତି ଜଲଦି ରୁ ଜଲଦି କେମିତି ତାଙ୍କ ପୁଅ କୁ ନ୍ୟାୟ ମିଳିବ ।

ସତରେ ଗୋଟେ ମା ର କଷ୍ଟ କୁ କେହି କେବେ ବୁଝିପାରିବ ନାହିଁ ,ତା ପୁଅ କୁ କେହି ଫେରେଇ ଦେଇ ପାରିବେନି ।ସତରେ ସାଙ୍ଗ ମାନେ ଚାହିଁଲେ ଲକ୍ଷେ ସାଙ୍ଗ ପାଇବେ ଗୋଟେ ସ୍ତ୍ରୀ ଚାହିଁଲେ ଆଉ ଗୋଟେ ସ୍ବାମୀ ପାଇଁବ ହେଲେ ଗୋଟେ ମା ଚାହିଁଲେ କେବେ ବି ଆଉ ଗୋଟେ ପୁଅ ପାଇ ପାରିବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।