Ollywood News – ପୁଣି ସୋସିଆଲ ମିଡିଆରେ ଏବେ ଏବେ ଭାଇରାଲ ହେଲା ଝିଲିକ୍ ଙ୍କ ବିବାହ ଭିଡ଼ିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା

0

ଟିଭି ର ପଛ ପରଦା ରେ ଅଭିନୟ କରି ଦର୍ଶକ ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସହାୟତା କରିଥାନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଅନେକ ଖବର ଶୁଣା ଯାଏ। ତେବେ ଆପଣ ମାନେ ଅନେକ ଖବର ଶୁଣିବାକୁ ପାଉ ଥିବେ। ତେବେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ପରିଶ୍ରମ ଓ ଅଭିନୟ ଦ୍ୱାରା ଖୁବ୍ କମ ଦିନ ନରେ ସଫଳ ହୋଇ ପାରିଛନ୍ତି।

ତେବେ ଆମେ ଜାଣିଥିବା ନିକଟ ରେ ଅନେକ ଅଭିନେତା ଅଭିନେତ୍ରୀ ବିବାହ କରି ସାରିଲେଣି। କିଛି ଜଣ ପ୍ରେମ ବିବାହ କରିଛନ୍ତି ତ କିଛି ଜଣ ଇଣ୍ଡଷ୍ଟ୍ରି ବାହାରେ କାମ କରୁଥିବା ସାଧାରଣ ବ୍ୟକ୍ତି କୁ ବିବାହ କରୁଛନ୍ତି। ତେବେ ଆଜି ଆମେ ଜଣେ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟାଚାର୍ଯ୍ୟ ଙ୍କ ବିବାହ ବିଷୟ ରେ ଜଣାଇବୁ।

ନିକଟ ରେ ଲୋକ ପ୍ରିୟ ଅଭିନେତ୍ରୀ ଝିଲିକ୍ ଭଟାଚାର୍ଯ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି। ଏମ୍ ଏଲ୍ ଏ ପ୍ରିତିରଞ୍ଜନ ଘୋଡେଇ ଙ୍କୁ ବିବାହ କରିଥିଲେ। ବଙ୍ଗୀୟ ଶୈଳୀ ରେ ବିବାହ କରିଥିଲେ ଝିଲିକ। ବେଶ୍ ଧୁମ୍ ଧାମ ରେ ବିବାହ କରିଥିଲେ ଝିଲିକ୍। ଅନେକ ସିନେମା ରେ ତାଙ୍କର ଦମଦାର ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି।

ଆପଣ ମାନେ ଜାଣିଥିବେ ଝିଲିକ ଭଟାଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ। ବଙ୍ଗଳା ସିନେମାରେ ଅଭିନୟ କରି ପରେ ଓଡ଼ିଆ ସିନେମା ଜଗତ ରେ ପ୍ରବେଶ କରିଥିଲେ। ଓଡ଼ିଆ ସିନେମା ରେ ନିଜ ଅଭିନୟ ଦ୍ଵାରା ଲୋକ ପ୍ରିୟ ହୋଇ ପାରିଛନ୍ତି।ତେବେ ନିକଟ ରେ ତାଙ୍କର ବାହା ଘର ହୋଇଛି।ସେ ବିଜେଡି ର ନେତା ପ୍ରିତିରଞ୍ଜନ ଙ୍କୁ ବିବାହ କରିଥିଲେ। ବିବାହ ପରେ ଖୁବ୍ ପରିବର୍ତ୍ତନ ଆସିଛି ଝିଲିକ ଙ୍କ ଭିତରେ।

ବଙ୍ଗୀୟ ଝିଅ ରୁ ଜଣେ ଓଡ଼ିଆ ବୋହୂ ଭାବେ ତାଙ୍କର ପରିବର୍ତ୍ତନ ଘଟିଛି। ଶାଶୁ ଘରେ ବ୍ୟସ୍ତ ରହୁଛନ୍ତି ସେ। ଓଡ଼ିଆ ର ସବୁ ପର୍ବ ପର୍ବାଣୀ କୁ ପାଳିଛନ୍ତି। ବିଭିନ୍ନ ପୂଜା ଅର୍ଚ୍ଚନା ରେ ସାମିଲ୍ ହେଉ ଛନ୍ତି। ଜଣେ ଖାଣ୍ଟି ଓଡ଼ିଆଣୀ ଭାବରେ ନିଜ ଶାଶୁ ଘରେ ରହୁଛନ୍ତି ଝିଲିକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।