Odia jokes – ଭିଣେଇ ରାଗିଲେ ଶାଳୀ ,ବାର୍ଥରୁମ୍ ଏହି ମଜାକଥା ପଢିଲେ ହସି ହସି ଗଡ଼ିବେ ଆପଣ

0

ଆପଣ ମାନେ ପ୍ରାୟତଃ ଜାଣିଥିବେ ଆଜିର ସମାଜ କେତେ ଶିକ୍ଷିତ ହେଲାଣି। ଏଠି ପ୍ରତ୍ୟେକ ମଣିଷ ପରସ୍ପର ମଧ୍ୟରେ ଇଂରାଜୀ ରେ କଥୋପକଥନ କରୁଛନ୍ତି।ବର୍ତ୍ତମାନ ଶିକ୍ଷାର ସ୍ତର ଧୀରେଧୀରେ ଉନ୍ନତ ହେବାରେ ଲାଗିଛି।ତେବେ ମଣିଷ ଶିକ୍ଷିତ ହେବା ନିହାତି ଜରୁରୀ ଅଟେ।ଶିକ୍ଷା ମଣିଷ କୁ କର୍ମକ୍ଷମ ତଥା ଆୟକ୍ଷମ କରିଥାଏ।

ଆଜିର ସମାଜରେ କୌଣସି ଗୋଟେ ଚାକିରି କରିବାକୁ ହେଲେ ଇଣ୍ଟର୍ଭିଉ ର ସାମ୍ନା କରିବାକୁ ପଡ଼ିଥାଏ।ତେବେ ସବୁ ପରୀକ୍ଷା ମଧ୍ୟରେ UPSC ପରୀକ୍ଷା ରେ ପରୀକ୍ଷାର୍ଥୀ ମାନଙ୍କୁ ବହୁ ଜଟିଳ ପ୍ରଶ୍ନ ମାନ ପଚରା ଯାଇଥାଏ।ତେବେ UPSC IAS ଚାକିରି କରିବାକୁ ହେଲେ ବହୁତ ପାଠ ପଢିବାକୁ ପଡ଼ିଥାଏ।

 

ଏହି ଆଇ.ଏ.ଏସ ପରୀକ୍ଷାରେ ଜି.କେ,ସାମାଜିକ ,ସାଂସ୍କୃତିକ,ଅର୍ଥ ବୋଧକ,ତଥା ଚତୁର ପ୍ରଶ୍ନ ସବୁ ପଚରା ଯାଇଥାଏ ।ଆଜି ଆମେ ସେହି ପରୀକ୍ଷାରେ ପଚରାଯାଉଥିବା କିଛି ଚତୁର ପ୍ରଶ୍ନ ମାନ ଆପଣଙ୍କ ବିଷୟରେ ଆଲୋଚନା କରିବୁ। ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ବିଷୟରେ।

ପ୍ରଶ୍ନ ୧ -ଏମିତି କେଉଁ ନାମ ଅଛି ଜାହା ଭିତରେ ଉଭୟ ଚାହା ଆଉ ଦୀପ ଦୁଇଟି ଯାକ ଆସିଥାଏ,ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୀପ୍ତି (DIPTEE)

ପ୍ରଶ୍ନ ୨ – ବିଶ୍ଵର ସବୁଠାରୁ ବଡ଼ ଷ୍ଟେଚୁ ର ନାମ କଣ?
ଉତ୍ତର – ଷ୍ଟେଚୁ ଆଫ ୟୁନିଟି।

ପ୍ରଶ୍ନ ୩- ଭାରତରେ କେଉଁ ରାଜ୍ୟରେ ଅଧିକ ନଡ଼ିଆ ଗଛ ଦେଖିବାକୁ ମିଳେ?
ଉତ୍ତର – କେରଳ।

ପ୍ରଶ୍ନ ୪- ପୃଥିବୀ ର ଉପଗ୍ରହ କାହାକୁ କୁହାଯାଏ?
ଉତ୍ତର – ଚନ୍ଦ୍ର ।

ପ୍ରଶ୍ନ ୫- ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ଅଛି?
ଉତ୍ତର – ୨୦୬।

ପ୍ରଶ୍ନ ୬ – ମହାଭାରତ କିଏ ରଚନା କରିଥିଲେ?
ଉତ୍ତର – ବ୍ୟାସଦେବ।

ପ୍ରଶ୍ନ ୭ – ଆନ୍ତର୍ଜାତୀୟ ମହିଳା ଦିବସ କେବେ ପାଳନ କରାଯାଏ?
ଉତ୍ତର – ମାର୍ଚ୍ଚ ୮ ତାରିଖ।

ପ୍ରଶ୍ନ ୮ -ଭାରତରେ ବଙ୍ଗ ବିଭାଜନ କେବେ ହୋଇଥିଲା?
ଉତ୍ତର – 1୯୦୫ ।

ପ୍ରଶ୍ନ ୯ – ବର୍ତ୍ତମାନ ଆମର କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଛି?
ଉତ୍ତର – ୨୮ ଟି ରାଜ୍ୟ , ୮ ଟି କେନ୍ଦ୍ରଶାସିତ ଅଞ୍ଚଳ।

ପ୍ରଶ୍ନ ୧୦ – ଲୌହ ମାନବ ଆଖ୍ୟା କେଉଁ ମହାପୁରୁଷ ଙ୍କୁ ଦିଆଯାଇଛି?
ଉତ୍ତର – ସର୍ଦ୍ଦାର ବଲ୍ଲଭଭାଇ ପଟେଲ।

ପ୍ରଶ୍ନ ୧୧- ରାଜା ଦଶରଥ ଙ୍କ ର କେତୋଟି ରାଣୀ ଥିଲେ ?
ଉତ୍ତର – ୩, କୌଶଲ୍ୟା, କୈକେୟୀ,ସୁମିତ୍ରା।

ପ୍ରଶ୍ନ ୧୨ – ବ୍ୟାଙ୍କ୍ କୁ ଓଡ଼ିଆରେ କଣ କୁହାଯାଏ?
ଉତ୍ତର – ଅର୍ଥ ଭଣ୍ଡାର। ତେବେ ଏହା ଥିଲା କିଛି ଆଇଏଏସ ପରୀକ୍ଷା ଉପଯୋଗୀ କେତକ ପ୍ରଶ୍ନାବଳୀ।ଏହା ଦ୍ଵାରା ଆପଣ ଙ୍କ ର ଜ୍ଞାନ ର ବୃଦ୍ଧି ହୋଇପାରିବ।

ପ୍ରଶ୍ନ 13 ) ଶାଳୀ ବାର୍ଥ୍ରୂମ ଭିତରୁ ଟାଉଲ ପିନ୍ଧି ବାହାରିଲା, ସେତିକି ବେଳେ ଭିଣେଇ ଚାଲିଆସିଲେ ଏବଂ ଦେଖିବାକୁ ଲାଗିଲେ

ଶାଳୀ ରୋମାଣ୍ଟିକ ହେଇ ପଚାରିଲା – ମୁଁ କେତେ ହଟ ଆଉ ସେ-କ୍ସି ଦିଶୁଛି, ଏମିତି ଦେଖୁଛ କଣ କରିବ?


ଭିଣେଇ ପାଖକୁ ଯାଇ ଶାଳୀ କୁ..
୨ଟା ଜାବୁଡା ଦେଇ କହିଲେ ମୋ ଗରମ ପାଣି ରେ ତୁ କାହିଁକି ଗାଧେଇଲୁ?  ଅଭଦ୍ର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।