ଗୋରା ହେବାକୁ ଚାହୁଁଥିଲେ ଇନୋ ଦ୍ୱାରା କରନ୍ତୁ ଏହି ସହଜ ଉପାୟ, ମାତ୍ର ୭ଦିନ ରେ କ୍ଷୀର ପରି ଗୋରା ହୋଇଯିବେ……

0

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ସମସ୍ତ ଙ୍କୁ ଏକ ସ୍ୱତନ୍ତ୍ର ଚେହେରା ଦେଉଛନ୍ତି କିନ୍ତୁ ଏହାକୁ ନେଇ ସମସ୍ତେ ଖୁସି ହୋଇନଥାନ୍ତି। ତେବେ ଭଗବାନ ସମସ୍ତ ମଣିଷ ଜାତି କୁ ତିନି ପ୍ରକାରର ରଙ୍ଗ ର ବନେଇଛନ୍ତି।ତେବେ ସମସ୍ତ ମଣିଷ ଙ୍କୁ ଏହି ପ୍ରକୃତି କଳା , ଗୋରା ଏବଂ ସାବନ ରଙ୍ଗର ବନେଇଛନ୍ତି।ତେବେ ଏହି ମାନଙ୍କ ମଧ୍ୟରୁ କଳା ରଙ୍ଗ ର ଲୋକ ମାନଙ୍କୁ ସମାଜ ଅଲଗା ନଜର ରେ ଦେଖିଥାଏ ।

ସାଧାରଣ ଭାବରେ କହିବାକୁ ଗଲେ , କଳା ରଙ୍ଗର ଲୋକମାନଙ୍କୁ କେହି ଏତେ ପସନ୍ଦ କରନ୍ତି ନାହିଁ ।ଏମିତି କି କେହି ଲୋକମାନେ ନିଜେ ମଧ୍ୟ ନିଜର ଶରୀରର ରଙ୍ଗକୁ ନେଇ ଖୁସି ହୋଇନଥାନ୍ତି ।ଏବଂ ତାଙ୍କର ରଙ୍ଗ ଗୋରା ରଙ୍ଗରେ ପରିବର୍ତ୍ତନ କରିବା ପାଇଁ ବହୁତ ଚେଷ୍ଟା ଚଳେଇ ଥାଏ।

ଏହିଲାଗି ସେ ମାର୍କେଟ ରେ ଉପଲବ୍ଧ ଥିବା କସମେଟିକ ପ୍ରଡକ୍ଟ ର ବ୍ୟବହାର କରିଥାଏ ।ଯାହାଫଳରେ ଏହାର ରାସାୟନିକ ପଦାର୍ଥ ର ବ୍ୟବହାର ଯୋଗୁଁ ଆମ ତ୍ୱଚା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।ଏହି ସବୁ ସମସ୍ୟା କୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କୁ ଏକ ସରଳ ଉପାୟ ଜଣେଇବାକୁ ଯାଉଛୁ। ଯାହା କରିବା ଦ୍ବାରା ଆପଣଙ୍କ ର ମୁହଁ ଓ ଶରୀରର ରଙ୍ଗ ଗୋରା ହୋଇଯିବ।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି।
୧.ଇନୋ(ENO)
୨.ଗୋଟିଏ ଲେମ୍ବୁ

ପ୍ରସ୍ତୁତ ଓ ବ୍ୟବହାର କରିବା ର ପ୍ରଣାଳୀ:-

ଏହି ରିମେଡି ର ପ୍ରସ୍ତୁତ ପ୍ରଣାଳୀ କହିବା ପୂର୍ବରୁ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ , ଆପଣ ମାନେ ଆଗରୁ ଇନୋ ର ବ୍ୟବହାର କେବେଳ ଏସିଡିଟି ରୁ ରକ୍ଷା ପାଇବା ପାଇଁ କିମ୍ବା ପେଟ କଟୁଥିଲେ ତା ଠାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରୁଥିଲେ ।ମାତ୍ର ଆମେ ଏହି ଇନୋ କୁ ଆପଣ କିପରି ଭାବରେ ନିଜର କଳା ରଙ୍ଗ କୁ ଗୋରା ରଙ୍ଗ ରେ ପରିବର୍ତ୍ତନ କରିପାରିବେ ତା ବିଷୟରେ ଜଣେଇବାକୁ ଯାଉଛୁ।

ତେବେ ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଲେମ୍ବୁ କୁ ଦୁଇ ଫାଳ ରେ କାଟି ନିଅନ୍ତୁ ।ଏବଂ ସେହି ଲେମ୍ବୁ ଫାଳ ରେ ଇନୋ କୁ ପକାନ୍ତୁ ଏବଂ ତାହାକୁ ନେଇ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଭଲ ଭାବରେ ଲଗାଇବା ପରେ କିଛି ସମୟ ସେମିତି ଛାଡି ଦିଅନ୍ତୁ ।ପରେ ଏହାକୁ ଧୋଇନିଆନ୍ତୁ। ଏହିପରି ଦିନରେ ମାତ୍ର ଥରେ କରନ୍ତୁ ।ଏହା ନିୟମିତ ଭାବରେ କରିବାର ମାତ୍ର ଗୋଟିଏ ସପ୍ତାହ ରେ ଦେଖିବେ କି ଆପଣଙ୍କ ର ରଙ୍ଗ ଆଗ ପରି କଳା ରହିବ ନାହିଁ ।ଆପଣ ସମ୍ପୂର୍ଣ୍ଣ ଗୋରା ହୋଇଯିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।