Ollywood News – ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ହିରୋଇନ୍ ଆହାନା ଜାଣନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିଲେ

0

ବିବାହ ଏକ ମଧୁର ସମ୍ପର୍କ। ମନ ସହ ଯେବେ ଆଉ ଗୋଟେ ମନ ମିଶିଯାଏ ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଏ।ପ୍ରେମ ସମ୍ପର୍କକୁ ସଫଳ ପ୍ରାପ୍ତି ନିମିତ୍ତ ଉଭୟ ବିବାହ କରିଥାନ୍ତି।ଯୋଡ଼ି ମୁଖ୍ୟତଃ ସ୍ଵର୍ଗରୁ ବାନା ଯାଇଥାଏ। ଭଗବାନ ବ୍ରହ୍ମା ସବୁ ପ୍ରାଣୀ ମାନଙ୍କର ସୃଷ୍ଟି କର୍ତ୍ତା।ତେବେ ଏହି ସୃଷ୍ଟି ନିୟମ ଚିରସ୍ଥାୟୀ ନିମିତ୍ତ ବିବାହ ଏକ ପ୍ରଥା ରହିଛି।ସୃଷ୍ଟି ପ୍ରକ୍ରିୟା ନିୟମ ଅନୁସାରେ ଉଭୟ ପୁଅ ଝିଅ ବିବାହ ବନ୍ଧନ ରେ ବାନ୍ଧି ହୁଅନ୍ତି।

ଏହି ବିବାହର ମାଧ୍ୟମ କେତେବେଳେ ପ୍ରେମ ହୋଇଥାଏ ତ କେତେବେଳେ ପରିବାର ହୋଇଥାଏ।ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଆହାନା ବାରାଲ ନିଜର ପ୍ରେମିକା ବିବାହ କରିଛନ୍ତି।ଆସନ୍ତୁ ଜାଣିବା କାହାକୁ ସେ ବିବାହ କରିଛନ୍ତି।କେବେ ତାଙ୍କର ବିବାହ ହେଲା।ମୁଖ୍ୟତଃ ଚଳଚ୍ଚିତ୍ର ଜଗତର ନାୟକ ନାୟିକା ଅଭିନୟ କରୁ କରୁ ପ୍ରେମ ପାଶ ରେ ଆବଦ୍ଧ ହୋଇଯାଆନ୍ତି।ତେବେ ଏହି ନାୟିକା ଆହାଣା ନିଜର ପ୍ରେମିକ ଙ୍କୁ ବିବାହ କରିଛନ୍ତି।

ଜଣେ କବି କଳ୍ପନା ମଙ୍ଗରେ ବସି ଲେଖନୀ ଆହୁଲାରେ ଭବ ସାଗରକୁ ବର୍ଣ୍ଣନା କରିଥାନ୍ତି।ଆହାନା ବହୁ ଚଳଚ୍ଚିତ୍ର କରି ଲୋକଲୋଚନକୁ ଆସିଛନ୍ତି।ସେଥି ମଧ୍ୟରୁ ତାଙ୍କର ହିଟ ଚଳଚ୍ଚିତ୍ର ହେଉଛି ବ୍ଲାକ୍ମେଲ୍,ଭୈରବ ।ସେ ଏହି ଫିଲ୍ମ ମାଧ୍ୟମରେ ନିଜର ପରିଚୟ ସମାଜ ଆଗରେ ବନେଇ ପାରିଛନ୍ତି।ତେବେ ଆହନା ଗତକାଲି ରାତିରେ ନିଜର ବଏଫ୍ରେଣ୍ଡ୍ ରାକେଶ ଙ୍କୁ ବିବାହ କରିଛନ୍ତି।

ବ୍ଲାକ୍ମେଲ୍ ଫିଲ୍ମରେ ସାଇଟ୍ ହିରୋଇନ୍ ରୋଲ୍ କରିଥିବାବେଳେ ଭୈରବ ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଦର୍ଶକ ଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା।ବିବାହର କିଛି ଦିନ ପୂର୍ବରୁ ଉଭୟଙ୍କର ଏଙ୍ଗେଜମେଣ୍ଟ ହୋଇଥିଲା ।ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ।ପୂର୍ବରୁ ଆହାନା ନିଜର ସୋସିଆଲ ମିଡିଆରେ ରକେଶଙ୍କୁ ଭଲ ପାଉଥିବା କଥା କହିଥିଲେ।ରାକେଶ ମଧ୍ୟ କହିଥିଲେ।

ତେବେ ଗତକାଲି ରାତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆହାନା ଜଣେ ଭଲ ଅଭିନେତ୍ରୀ।ସେ ନିଜର ଅଭିନୟ ଜରିଆରେ ଲୋକଙ୍କ ମନ କୁ ବେଶ୍ କିଣି ପାରିଛନ୍ତି।ଦର୍ଶକ ଆହାନାଙ୍କ ଅଭିନୟ ର ଯଦି ବ୍ଲାକ- ମେଲ ତଥା ଭୈରବ ଫିଲ୍ମ ରେ ଦେଖିବାକୁ ପାଇଥିଲେ।ତେବେ ବିବାହ ପରେ ମଧ୍ୟ ଆହାନା ଆହୁରି ବହୁ ଚଳଚ୍ଚିତ୍ର କରି ସମାଜର ଲୋକଲୋଚନକୁ ଆସିବେ ବୋଲି ଇଚ୍ଛା ରଖିଛନ୍ତି।

ଆହାନା ଓ ରାକେଶ ଙ୍କ ଯୋଡ଼ି କୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି।ଉଭୟଙ୍କର ଏହି ପ୍ରେମ ସମ୍ପର୍କ ମଧୁର ହୋଇ ରହିଥାଉ।ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ।ଭଗବାନ ମହାପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁ କୁସୁମିତ କରନ୍ତୁ।ତେବେ ଆହାନା ଆଗକୁ ବହୁ ଚଳଚ୍ଚିତ୍ର କରି ଦର୍ଶକଙ୍କ ମନ କୁ କିଣି ନିଅନ୍ତୁ ଏତିକି ପ୍ରାର୍ଥନା।ତାଙ୍କ ବିବାହ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।