ଶିଶୁ ଜନ୍ମ ପରେ ନବଜାତ ଶିଶୁ କୁ ଫ୍ରିଜ୍‌ରେ ରଖିଦେଲେ ନାବାଳିକା ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ସ୍ତବ୍ଦ ହୋଇଯିବେ

0

ଏ ସମାଜ ରେ ଏବେ ଏମିତି ଘଟଣା ସବୁ ଦେଖିବାକୁ ମିଳୁଛି , ଯାହା ଆପଣ କେବେ ଭାବି ନଥିବେ।ଏ ସମାଜ ରେ ଏବେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବା ସ୍ୱାଭାବିକ ହୋଇ ଗଲାଣି,ଲୋକ ମାନେ ମଧ୍ୟ ପୁରା ତଳକୁ ଖସି ଗଲେଣି,ଯାହା ପାଇଁ ଏମିତି ସବୁ ଘଟଣା ଦେଖିବାକୁ ମିଳୁଛି। ଏବେ ମଣିଷ ମାନେ ଏମିତ କାର୍ଯ୍ୟ କରୁଛନ୍ତି , ତା ଅତି ନିନ୍ଦନୀୟ ହୋଇ ଯାଉଛି।


ତେବେ ଏହି ସମାଜରେ ଛୋଟ ଠୁ ବଡ଼ ଯାଏ ସମସ୍ତେ ତଳକୁ ଖସି ଯାଉଛନ୍ତି। ଏ ସମାଜ ରେ ମଣିଷ ମାନେ ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଆଉ ମଣିଷ ମାନଙ୍କ ଭିତରେ ଭଲ ପାଇବା ନାହିଁ , ଖାଲି ଘୃଣା ରହିଛି। ଏହି ପ୍ରେମ ରେ ପଡି ଯୁବ ପିଢ଼ି ମାନେ ନିଜର ହିତହିତ ଜ୍ଞାନ ଭୁଲି ଯାଉଛନ୍ତି,ଆଉ ଯୌନ ସମ୍ପର୍କ ରେ ମାତି ଯାଉଛନ୍ତି। ଯାହା ଦ୍ୱାରା ପରେ ସେମାନେ ଅନେକ ଅସୁବିଧା ରେ ପଡୁଛନ୍ତି। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଚକିତ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ରୁଷ ର ସାଇବେରିଆ ରେ ଦେଖିବାକୁ ମିଳିଛି। ତେବେ ଘଟଣା ଟି ଏହା କି ଗୋଟେ ୧୪ ବର୍ଷ ର ନାବାଳିକା ଝିଅ ଓ ୧୬ ବର୍ଷ ର ନାବାଳକ ପୁଅ ପରସ୍ପର ଭିତରେ ପ୍ରେମ ସମ୍ପର୍କ ରଖି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ତେବେ କିଛି ଦିନ ପରେ ଦୁହିଁ ଙ୍କ ଭିତରେ ବ୍ରେକ୍ଅପ୍ ହୋଇ ଯାଇଥିଲା। ତେବେ ପରେ ସେହି ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇ ଥିଲେ,ତେବେ ଏହି କଥା ସେ ତାଙ୍କ ମା ଙ୍କୁ ଲୁଚାଇ ଥିଲେ। ତେବେ ତାଙ୍କ ମା ମଧ୍ୟ ଏହା କୁ ଅଣଦେଖା କରିଥିଲେ। ଝିଅ ର ପେଟ ବଢିବା ପରେ ମଧ୍ୟ ତାଙ୍କ ମା ଭାବିଲେ ଝିଅ ମୋଟା ହେଇ ଯାଉଛି।


ତେବେ ସେ ଏହି ଘଟଣା କୁ ଏତେ ଗୁରୁତର ଦେଲେ ନାହିଁ,ହେଲେ କିଛି ମାସ ପରେ ଝିଅ ର ରକ୍ତ ସ୍ରାବ୍ ହେଲା ଓ ପେଟ କାଟିଲା । ତାଙ୍କ ମା ଭାବିଲେ ଝିଅ ର ଆପେଣ୍ଡିକ୍ସ ସାଇଟ ହୋଇଛି,ତେଣୁ ସେ ତାଙ୍କ ଝିଅ କୁ ଡାକ୍ତର ପାଖକୁ ନେଇ ଗଲେ, ଡାକ୍ତର କହିଲେ ଝିଅ ଗର୍ଭବତୀ ଅଛି । ତେବେ ସେହି ୧୪ ବର୍ଷ ଝିଅ ଟି ଲୁଚିକି ଗୋଟେ ଶିଶୁ ପୁତ୍ର କୁ ଜନ୍ମ ଦେଲା । ସେ ତାକୁ ଜନ୍ମ ଦେଲା ପରେ ସେହି ଛୁଆ ଟିକୁ ସେ ପ୍ଲାଷ୍ଟିକ ଜରି ରେ ଭର୍ତି କରି ଫ୍ରିଜ ରେ ରଖି ଦେଇ ଥିଲେ। ତେବେ ଏହି କଥା ଯେତେବେଳେ ସେ ଘର କହିଲେ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା ସେହି ଛୁଆ ଟି ମରି ଯାଇଥିଲା।


ତେବେ ସମାଜ ରେ ଏଭଳି ନିନ୍ଦନୀୟ କାର୍ଯ୍ୟ ଅଧିକ ମତ୍ରା ରେ ଦେଖିବାକୁ ମିଳୁଛି। ତେବେ ଯାହା ଦ୍ୱାରା ଏ ସମାଜ ପୁରା ନଷ୍ଟ ହୋଇ ଗଲାଣି । ଏହାର ଖରାପ ପ୍ରଭାବ ଏ ମଣିଷ ସମାଜ ଏ ଯୁବ ପିଢ଼ି ଓ ଆଗାମୀ ପିଡି ଉପରେ ଅଧିକ ପ୍ରଭାବ ପକାଉଛି। ତେବେ ଏଭଳି କାର୍ଯ୍ୟ କୁ କରିବା ଉଚିତ ନୁହଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।