Odia jokes ସ୍ୱାମୀ ସ୍ତ୍ରୀ ଏବଂ ଚାକିରାଣୀ ର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ

0

ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଯୋକ୍ସ ନେଇ ଆସିଛୁ। ଯାହା ଆଜିକା ଦୁନିଆରେ ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡ ଚାଲିଛି।ଆମେ ଆଶା କରୁଛୁ କି ଏହି ଯୋକ୍ସ କୁ ପଢି ଆପଣଙ୍କ ହସ ବନ୍ଦ ହେବ ନାହିଁ। ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବା ର ଏହି ସିଲସିଲା।

୧-ଗୋଟିଏ ଅପାଠୁଆ ଝିଅ କୁ ଚିଡାଇବା ପାଇଁ ତା ଭଉଣୀ ଚଉଠି ରାତି ପରଦିନ ଫୋନ କରି ପଚାରିଲା
ଭଉଣୀ : ଚଉଠି ରାତିରେ ମଜା ଆସିଲା?
ଦିଦି : ହଁ ମଜା ତ ବହୁତ ଆସିଲା କିନ୍ତୁ
ଭଉଣୀ : ଆଉ ଭିଣେଇ ଙ୍କ ନେଚର କେମିତି?
ଦିଦି; (ଲାଜେଇ) ବହୁତ ମୋଟା ଥିଲା।

୨- ଦୁଇ ସାଙ୍ଗ କଥା ହେଉଥିବା ବେଳେ ପ୍ରଥମ ସାଙ୍ଗ ଦ୍ଵିତୀୟ ସାଙ୍ଗ କୁ ପଚାରୁଛି।
କହିଲୁ ଯାହା ରିଏଲ୍ ନୁହଁ ତାକୁ କଣ କୁହାଯାଏ,ବହୁତ୍ ଭବିବା ପରେ ସେ କହି ପାରିଲା ନାହିଁ ।
ପ୍ରଥମ ସାଙ୍ଗ- ଆରେ ମୂର୍ଖ ନରିଏଲ୍।

୩-ସ୍ୱାମୀ ସ୍ତ୍ରୀ ହାଲଚାଳ୍ ଜାଣିବାପାଇଁ ଟାଇପ୍ କଲା,
କେମିତି ଅଛି ମୁଣ୍ତବିନ୍ଧା,ମାତ୍ର ଭୁଲ୍ ରେ ଟାଇପ୍ ହୋଇଗଲା କେମିତି ଅଛ ମୁଣ୍ତବିନ୍ଧା।। ଅଫିସ୍ ଛାଡିବାର ୪ ଘଣ୍ଟା ହୋଇଗଲା, ଓ ସ୍ୱାମୀ ଏବେ ବି ଘରକୁ ଯିବାକୁ ସାହାସ କରିପାରୁନାହିଁ ।

୪-ଏତେ ଦିନ ହେଲା କେଉଁଠି ଥିଲ ?
ଛାତ୍ର- ବାର୍ଡ ଫ୍ଲୁ ହୋଇଥିଲା ।
ଶିକ୍ଷକ- ଏହା ତ ବାର୍ଡଙ୍କୁ ହୋଇଥାଏ,ମଣିଷଙ୍କୁ ନୁହେଁ ।
ଛାତ୍ର ରାଗିକରି- ମଣିଷ କେଉଁଠୁ ଭାବୁଛନ୍ତି ସାର୍ ଆମକୁ ତ ସବୁଦିନ ମୁର୍ଗା ବନାଇଦେଉଛନ୍ତି ।

୫- ସରକାର ଙ୍କ ବଡ଼ ଘୋଷଣା ଯେଉଁ ମାନଙ୍କ ପାଖରେ ୧ ଜିବୀ ରାମ ମୋବାଇଲ ଅଛି ।ସେମାନଙ୍କୁ ଗରିବ ସୀମା ରେଖା ତଳେ ବୋଲି ଘୋଷଣା କରା ଯିବ।

୬- ଲୋକ ଟି ତାର ଗାଡ଼ି ଧୋଇବା ରେ ବ୍ୟସ୍ତ ଥିଲା।ପାଖ ପୋଡଶୀ ଦେଖି କହିଲେ କି,ପୁଅ ଧଉଚୁ କି?
ପିଲାଟି କହିଲା ନା ନା ମାଉସୀ ପାଣି ଦେଉଚି ଗାଡ଼ି କୁ ପରେ ସେ ବଡ଼ ହୋଇ କାର କି ବସ୍ ହବ।

୭-କୋଚ୍ ନିଜ ଛାତ୍ରଙ୍କୁ ମୁଁ ବ୍ୟାଡମିଣ୍ଟନ୍ ବିଷୟରେ ସବୁକିଛି ଜାଣିଛି ।
ଛାତ୍ର- ସବୁ କିଛି ସାର୍ ।
କୋଚ୍ -ବିଶ୍ୱାସ ହେଉନି ତ ପଚାରି ପାର ମୋତେ ।
ଛାତ୍ର- ବ୍ୟାଡମିଣ୍ଟନ୍ ନେଟ୍ ରେ କେତୋଟି କଣା ହୋଇଥାଏ ? କୋଚ୍- ଏବେ ବି ସେହି ଛାତ୍ରର ଚରଣରେ ପଡିରହିଛି।

8) ଚାକିରାଣୀ ଏବଂ ମାଲିକ ରୋମାନ୍ସ କରୁଥିଲେ, ମାଲିକାଣୀ ଧରିନେଲା
ଚାକିରାଣୀ – ବାବୁ ମତେ କହିଲେ ଲୁଗା ଟେକି ଦେ ୫୦୦ ଦେବି
ମାଲିକାଣି – ମୁଁ ତତେ ୧୦୦୦ ଦେବି.. ଆଗ କହ ତୁ ମୋ ସ୍ୱାମୀ କୁ କେମିତି ପଟେଇଲୁ?

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।