Ollywood News – (Asima Panda) !ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଅସୀମା ପଣ୍ଡା ଜାଣନ୍ତୁ ସେ ପୁଅ କିଏ ଯାହାକୁ ଏତେଦିନ ପରେ ଖୋଜିପାଇଲେ

0

ଆପଣ ମାନେ ସମସ୍ତେ ଜାଣିଥିବେ, ବନ୍ଧୁଗଣ ଆଜିକାଲି ଏହି ଦୁନିଆ ରେ ମନୁଷ୍ୟ ମାନଙ୍କ ଜୀବନ ଏତେ ବ୍ୟସ୍ତ ବହୁଳ ହୋଇଯାଇଛି ଯେ ଲୋକ ମାନେ ଟିକେ ଭଲ ରେ ରହିବାକୁ ଏବଂ ସୁଖରେ ଟିକେ ବଞ୍ଚିବାକୁ ସମୟ ପାଉ ନାହାନ୍ତି। ତେବେ ପ୍ରତ୍ୟେକ ଲୋକ ଙ୍କର ଅନ୍ତର୍ନିହିତ କିଛି ନା କିଛି ଗୁଣ ଥାଏ। ଯାହା ତାହା ଭିତରେ ରେ ଲୁଚି ରହିଥାଏ। ଯେମିତି ଗୀତ ଗାଇବା ହେଉ,

ନଚିବା ହେଉ, ଚିତ୍ର ଆଙ୍କିବା ହେଉ କିମ୍ବା ଟିଭି ରେ ସିରିଏଲ୍ ଦେଖିବା ହେଉ। କାମ ରୁ ଟିକେ ଫୁରସତ ମିଳିଲେ ଲୋକ ମାନେ ନିଜର ଖାଲି ସମୟ ରେ ବହୁତ ଲୋକ ନିଜର ମନ ଖୁସି କରିବା ପାଇଁ ଗୀତ ଗାଆନ୍ତି, ନାଚନ୍ତି ବା ସିରିଏଲ୍ ଦେଖନ୍ତି। ତେବେ ଯଦି ଆପଣ ଭଲ ଗୀତ ଗାଉଛନ୍ତି କିମ୍ବା ନାଚୁଛନ୍ତି ତାହେଲେ ଆପଣ ସବୁଠି ଆଦୃତ ହୋଇ ପାରିବେ। ଯେମିତି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ସଫଳ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ ଭଲ ଗୀତ ଗାଇ ସବୁଠି ଏବେ ପରିଚିତ ଏବଂ ଆଦୃତ।

ଆମ ଓଡ଼ିଶା ର ସେମିତି ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ସୁନାମ ଧନ୍ୟ ଗାୟିକା ଅଛନ୍ତି। ଯାହାଙ୍କର ମଧୁର ଗୀତ ଦର୍ଶକ ଙ୍କ ହୃଦୟ କୁ ବେଶ୍ ଛୁଇଁ ପାରିଛି। ହଁ ଆଜ୍ଞା ଆମେ ମାନେ କହୁଛୁ ଆପଣଙ୍କ ର ପ୍ରିୟ ଅସୀମା ପଣ୍ଡାଙ୍କ ବିଷୟରେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରା ଏକ ପ୍ରସିଦ୍ଧ ଗାୟିକା। ବହୁତ ସିନେମା ସହିତ ଆଲବମ୍ ରେ ମଧ୍ୟ ନିଜର କଣ୍ଠ ଦାନ କରି ସେ ସୁପରିଚିତ।

ଆପଣ ମାନେ ମଧ୍ୟ ତାଙ୍କର ଗୀତ ନିଶ୍ଚିତ ଶୁଣିଥିବେ। ଅସୀମା ଙ୍କ ଗାଇଥିବା ସମସ୍ତ ଗୀତ ସୁପର ହିଟ୍ ହୋଇଛି ଓ ଲୋକ ମାନଙ୍କ ହୃଦୟ କିଣିଛି। ଯାହା ଫଳରେ ସେ ଲୋକ ମାନଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି ଏବଂ ଘରେ ଘରେ ପରିଚିତ ହୋଇଛନ୍ତି। ତେବେ ଅସୀମା ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରନ୍ତି। କିଛି ଆଲବମ୍ ରେ ଅଭିନୟ କରି ତାହା ମଧ୍ୟ ପ୍ରମାଣିତ କରିଛନ୍ତି।

ତେବେ ନିକଟ ରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେ ଗାୟିକା ଅସୀମା ପଣ୍ଡା ପୁଣିଥରେ ବିବାହ କରିବେ। କାରଣ ଟି ହେଉଛି ଓଡ଼ିଆ ଆଲବମ୍ ର ଅନ୍ୟ ଏକ ଚିହ୍ନା ଚେହେରା ବୁଲୁ ଦାସ ଏବଂ ଅସୀମା ଙ୍କ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦର୍ଶକ ଦେଖି ଭାବୁଛନ୍ତି ଯେ ପୁଣି କଣ ଆଉଥରେ ଅସୀମା ପଣ୍ଡା ବିବାହ କରିବାକୁ ଯାଉଛନ୍ତି କୁ ବୁଲୁ ଦାସ ଙ୍କୁ।

ହେଲେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମେ ଏଇଠି କହିରଖୁଛୁ କ ଯେ ଏହା ହେଉଛି ଏକ ଆଲବମ୍ ସୁଟିଂ ସେଟ୍ ର ଭିଡ଼ିଓ। ତେବେ ଜଣା ପଡୁଛି କି ବୁଲୁ ଦାସ ଏହି ଭିଡ଼ିଓ ଟିରେ ଅସୀମା ପଣ୍ଡା ଙ୍କ ସହ ଆଲବମ୍ ରେ ଅଭିନୟ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।