Love Quiz – ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି

0

ବର୍ତ୍ତମାନ ର ସମାଜରେ ସବୁଠାରୁ କିଛି ଅଧିକ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି ତ ତାହା ହେଉଛି ଆଜିକାଲି ର ପ୍ରେମ।ତେବେ ଏହା ଦୁଇ ଟି ହୃଦୟ ର ମିଳନ ଅଟେ ।ଏହା କାହାକୁ ବି ହୋଇଥାଏ ।କିନ୍ତୁ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ଏହି ପ୍ରେମ ଆଜି କାଲିର ଯୁବ ପିଢ଼ି ଙ୍କ ପାଖରେ ଅଧିକ ମାତ୍ରରେ ଦେଖାଯାଉଛି ।କିନ୍ତୁ ବର୍ତ୍ତମାନ ର ପ୍ରେମ ଆଉ ପୂର୍ବ କାଳର ରାଧା-କୃଷ୍ଣ ଙ୍କ ପରି ପବିତ୍ର ନୁହେଁ।

ଏହି ପ୍ରେମରେ ସେହିପରି ବୁଝାମଣା ,ବିଶ୍ୱାସ ଏବଂ ପବିତ୍ରତା ନାହିଁ ।ବର୍ତ୍ତମାନ ର ପ୍ରେମରେ ଭରି ରହିଛି ଖାଲି ସ୍ୱାର୍ଥପରତା ଏବଂ ଅଶୀଳତା ଏବଂ ଧକ୍କା।
ତେବେ ଆମେ ଆଜି ଆପଣଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣେଇବାକୁ ଯାଉଛୁ ଯେ , ଆପଣ ଯେଉଁ ବ୍ୟକ୍ତି ଙ୍କୁ ପ୍ରେମ କରୁଛନ୍ତି ସେ ପ୍ରକୃତ ରେ ଆପଣଙ୍କୁ ଭଲ ପାଉଛି ଏବଂ ପସନ୍ଦ କରୁଛନ୍ତି ।କି ଏମିତି ତୁମ ସହ ଖେଳ ଖେଳୁଛନ୍ତି।

ତେବେ ଆମେ ଆଜି ଆପଣଙ୍କ ଭାଗ୍ୟର ପରୀକ୍ଷା କରିବୁ ଯାହା ସାହଯ୍ୟ ରେ ଆପଣ ନିଜର ପ୍ରେମ ବିଷୟରେ ଜାଣିପାରିବେ। ତେବେ ଏହି ପରୀକ୍ଷା ପାଇଁ ଆମେ ଆପଣଙ୍କୁ ୧ ରୁ ୧୦ ପର୍ଯ୍ୟନ୍ତ ୧୦ ଟି ସଂଖ୍ୟା ଦେଇଛୁ ।ଆଉ ଆପଣଙ୍କୁ ଏହି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା କୁ ପସନ୍ଦ କରନ୍ତୁ ଏବଂ ନିଜର ପ୍ରେମ ଜୀବନ ବିଷୟରେ ଜାଣନ୍ତୁ ।

୧.ଯଦି ଆପଣ ସଂଖ୍ୟା ୧ କୁ ପସନ୍ଦ କରୁଛନ୍ତି ତେବେ ଆପଣ ନିଶ୍ଚିତ ହୋଇଯାଅନ୍ତୁ କି ଆପଣଙ୍କ ର ସାଥି ଆପଣଙ୍କୁ ବହୁତ ପଜିଟିଭ ଭାବନା ରଖନ୍ତି ।ଆଉ ଆପନଙ୍କୁ ସତ ପ୍ରେମ କରନ୍ତି।

୨.ଯଦି ଆପଣ ନମ୍ବର ୨ କୁ ବାଛି ନେଇଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଙ୍କୁ ଆପଣଙ୍କ ର ଆଖି ବହୁତ ପସନ୍ଦ ଅଟେ ।ସେ ଆପଣଙ୍କ ର ଆଖିକୁ ବହୁତ ଭଲ ପାଇଥାନ୍ତି ।

୩.ଯଦି ଆପଣ ସଂଖ୍ୟା ୩ କୁ ପସନ୍ଦ କରିଛନ୍ତି ତେବେ ଆପଣ ନିଶ୍ଚିତ ରୁହନ୍ତୁ କି ଆପଣଙ୍କ ର ପାର୍ଟନର ଆପଣଙ୍କ ର ଷ୍ଟାଇଲ ଉପରେ ପୁରା ଫିଦା ଅଟନ୍ତି। ସେ ଆପଣଙ୍କ ର ଲୁକ ଏବଂ ଷ୍ଟାଇଲ କୁ ପସନ୍ଦ କରନ୍ତି।

୪.ଯଦି ଆପଣ ସଂଖ୍ୟା ୪ କୁ ପସନ୍ଦ କରିଛନ୍ତି ତେବେ ଆପଣ ଙ୍କର ଜୀବନ ସାଥୀ ଆପଣଙ୍କର ଫ୍ରେଣ୍ଡଲି ଗୁଣକୁ ବହୁତ ପସନ୍ଦ କରନ୍ତି। ଆପଣଙ୍କ ର ଚିନ୍ତା ଧାରା ତାଙ୍କୁ ବହୁତ ପସନ୍ଦ ଅଟେ।

୫.ଯଦି ଆପଣ ସଂଖ୍ୟା ୫ କୁ ପସନ୍ଦ କରିଛନ୍ତି ତେବେ ଆପଣ ଙ୍କର ସାଥି ଆପଣଙ୍କ ର ସ୍ମାଟନେସ କୁ ନେଇ ବହୁତ ଖୁସି ଅଟନ୍ତି ଏବଂ ପସନ୍ଦ ବି କରନ୍ତି।

୬.ଯଦି ଆପଣ ସଂଖ୍ୟା ୬ କୁ ପସନ୍ଦ କରିଛନ୍ତି ତେବେ ନିଶ୍ଚିତ ରୁହନ୍ତୁ କି ଆପଣଙ୍କ ର ଜୀବନ ସାଥି କେବେବି ଆପଣଙ୍କୁ ଛାଡିକି ଜୀବନ କାରଣ ଆପଣଙ୍କ ର ମେତ୍ୟୁରୀଟି ତାଙ୍କୁ ବହୁତ ଭଲ ଲାଗେ ।

୭.ଯଦି ଆପଣ ୭ କୁ ବଚିଛନ୍ତି ତେବେ ସେ ଆପଣଙ୍କ ର ଓପନ ମାଇଣ୍ଡେଡ କୁ ବହୁତ ଭଲ ପାଇଥାନ୍ତି। ଆଉ ଏଇ ଗୁଣ ପାଇଁ ଆପଣଙ୍କ ସହ ରହିବାକୁ ଚାହୁଁଛନ୍ତି।

୮.ଆପଣ ୮ ବଚିଛନ୍ତି ତେବେ ଆପଣଙ୍କ ର ଶାରୀରିକ ଗଠନ କୁ ନେଇ ସେ ବହୁତ ଖୁସି ଅଛନ୍ତି। ସେ ଆପଣଙ୍କ ହାଇଟ କୁ ନେଇ ବହୁତ ଖୁସି ଅଛନ୍ତି।

୯. ଆପଣ ଯଦି ୯ କୁ ପସନ୍ଦ କରନ୍ତି ତେବେ ଆପଣଙ୍କ କଥା କହିବାର ସୋଇଲି ତାଙ୍କୁ ବହୁତ ପସନ୍ଦ ଅଟେ ।

୧୦.ଆପଣ ଯଦି ୧୦ କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ପ୍ରକୃତରେ ପ୍ରେମ କରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।