ଦେଖନ୍ତୁ ଭିଡିଓ – ନିଜ ସ୍ତ୍ରୀ ଆଗରେ ସ୍ବାମୀ କଲା କୁକୁଡ଼ାକୁ ଦୁଷ୍କର୍ମ ଧରା ପଡ଼ିବା ପରେ ଯାହା ହେଲା ଆପଣଙ୍କ ହୋସ ଉଡ଼ିଯିବ , ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

0

ଆଜି କାଲି ଦୁନିଆରେ ଲୋକ ମାନେ ବହୁତ ତଳକୁ ଖସିଗଲେଣି। କହିବାକୁ ଗଲେ ଲାଜଲଜ୍ଜା ବୋଲି ଗୋଟେ ଜିନିଷ ଆଉ ମଣିଷ ପାଖରେ ନାହିଁ। ମଣିଷ କୁ ଭଗବାନ ଶ୍ରେଷ୍ଠ ଜୀବ ଭାବରେ ଗଢିଥିଲେ। ବୁଝିବା ଶୁଝିବା ଶକ୍ତି ଦେଇଥିଲେ। କେଉଁ ଜିନିଷ ଟି ଠିକ୍ କେଉଁ ଜିନିଷ ଟି ଭୁଲ୍ ତାକୁ ବିଚାର କରିବା ପାଇଁ ବିଚାର ଶକ୍ତି ମଧ୍ୟ ଦେଇଥିଲେ। କିନ୍ତୁ ସେହି ମଣିଷ ଏବେ ଶ୍ରେଷ୍ଠ ଜୀବ ରୁ ପୁରା ତଳକୁ ଖସି ଆସିଛି। କହିବା କୁ ମଣିଷ ଆଉ ମଣିଷ ଅବସ୍ଥା ରେ ନାହିଁ ଅମଣିଷ ରାକ୍ଷସ ପାଲଟି ଯାଇଛି।

ଆଜି କାଲି ମଣିଷ ଟି ନିଜର ଶରୀର ର ଭୋକ ମେଣ୍ଟାଇବା ପାଇଁ ନା ନିଜର କୌଣସି ସମ୍ପର୍କ କୁ ମାନୁଛି ନା ସମାଜ ର ଲାଜ ଲଜ୍ଜା କୁ ଭୟ ଅଛି। ଆଜି କାଲି ସମାଜ ରେ ବଳାତ୍କାର ମାତ୍ରା ଏତେ ମାତ୍ରାରେ ବଢିଯାଇଛି ଯେ ଝିଅ ବୋହୂ ମାନେ ଆଉ ସୁରକ୍ଷିତ ହୋଇ ନାହାନ୍ତି। ପ୍ରତିଦିନ ସମାଜ ରେ ଅନେକ ଝିଅ ମାନଙ୍କ ର ଇଜ୍ଜତ୍ ସହ ଖେଳ ଖେଳା ଯାଉଛି। ପୁରୁଷ ମାନେ ନିଜ ଶରୀର ର ଭୋକ କୁ ମେଣ୍ଟାଇବା ପାଇଁ ଝିଅ ମାନଙ୍କ ର ଇଜ୍ଜତ୍ ଲୁଟ୍ କରୁଛନ୍ତି ଏବଂ ସେମାନଙ୍କ ର ଭବିଷ୍ୟତ ଏବଂ ଜୀବନ କୁ ନଷ୍ଟ କରୁଛନ୍ତି। ଆମେ କିନ୍ତୁ ଆଜି ଆପଣ ମାନଙ୍କୁ ସେହି ନାରୀ ମାନଙ୍କ ର ବଳାତ୍କାର ସମ୍ପର୍କରେ କହିବୁନି, ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନଙ୍କ ର ଲାଜ ରେ ମୁଣ୍ଡ ନଇଁ ଯିବ ଏବଂ ଆପଣ ମାନେ ଆର୍ଶ୍ଚଯ୍ୟ ମଧ୍ୟ ହେବେ।

ଏହି ଘଟଣା ଟି ଦେଖିବାକୁ ମିଳିଛି ବ୍ରିଟେନ୍ ରେ। ଏଠାରେ ଜଣେ ଯୁବକ କୌଣସି ନାରୀ କିମ୍ବା ଝିଅ କୁ ଦୁଷ୍କର୍ମ କରୁନାହାନ୍ତି ବରଂ ଗୋଟେ କୁକୁଡା କୁ ଦୁଷ୍କର୍ମ କରିଛନ୍ତି। ଏବଂ ଏହି ଅଭିଯୋଗ ରେ ସେ ଦୋଷୀ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି ଏବଂ ଏଥିପାଇଁ ସେ 3 ବର୍ଷ ପାଇଁ କାରାଦଣ୍ଡ ରେ ଦଣ୍ଡିତ ମଧ୍ୟ ହୋଇଛନ୍ତି। ଆଉ ସବୁଠୁ ଆର୍ଶ୍ଚଯ୍ୟକର କଥା ହେଉଛି ତାଙ୍କ ପତ୍ନୀ ହିଁ ସେହି ଦୁଷ୍କର୍ମ ବେଳ ର ଦୃଶ୍ୟ କୁ ଭିଡିଓ କରିଛନ୍ତି। ଏହି ଘଟଣା ଟି ଡେଲି ମେଲରେ ପ୍ରକାଶିତ ହୋଇଥିଲା। ସୂଚନା ମୁତାବକ ସେହି ବ୍ୟକ୍ତିଙ୍କ ର ବୟସ 37 ବର୍ଷ ଏବଂ ତାଙ୍କ ନାମ ରେହାନ ବାଗ। ଏହି ମାମଲା ଟି ବ୍ରିଟେନ୍ ର ବ୍ରାଡଫୋର୍ଡ ର ଅଟେ।

ଖବର ଅନୁସାରେ ଏହି ଘଟଣା ପରେ କୁକୁଡା ଟି ର ମୃତ୍ୟୁ ହୋଇଯାଇଛି। ସେହି ଅଭିଯୁକ୍ତ ଙ୍କ ର ପତ୍ନୀ ମଧ୍ୟ ସ୍ୱୀକାର କରିଛନ୍ତି କି ସେ ମଧ୍ୟ ତାଙ୍କୁ ସେହି କାର୍ଯ୍ୟ ପାଇଁ ସମର୍ଥନ କରିଥିଲେ। ତେବେ ପାରିବାରିକ କଳହ ର ପ୍ରମାଣ ପାଇଁ କୋର୍ଟ ତାଙ୍କ ସ୍ତ୍ରୀ ଙ୍କୁ କୌଣସି ଦଣ୍ଡ ଦେଇନାହାନ୍ତି। ଅଦାଲତ ଯୁବକ ଙ୍କ କାର୍ଯ୍ୟ ଙ୍କୁ ଅତ୍ୟନ୍ତ ନିନ୍ଦନୀୟ ଏବଂ ବିକୃତ ବୋଲି କହିଥିଲେ। ତେବେ ସେହି ଯୁବକ ଙ୍କୁ ବ୍ରାଡଫୋର୍ଡ କ୍ରାଉନ୍ କୋର୍ଟ ଦଣ୍ଡିତ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।