ଚକା ଆଖି —— ଦେଖୁଛି ? କହିପାରିବେ ଏହି ପ୍ରଶ୍ନର ଉତ୍ତର କ’ଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଆଜି କାଲି ର ବ୍ୟସ୍ତ ଭରା ଜୀବନ ରେ ପ୍ରାୟତଃ ସମସ୍ତ ଲୋକ ବ୍ୟସ୍ତ ରହିଥାନ୍ତି। ବ୍ୟସ୍ତ ଓ ଚିନ୍ତା ରେ ରହିବା ଦ୍ଵାରା ମଣିଷ କୁ ବିଭିନ୍ନ ରୋଗ ହେବାକୁ ଲାଗି ଥାଏ। ଡାକ୍ତର ଙ୍କ କହିବା ଅନୁଯାୟୀ ମଣିଷ ସେତେବେଳେ ସୁସ୍ଥ ରହିବ ଯେତେବଳେ ସେ ଭିତରୁ ଖୁସି ରହିବ। ଆପଣ ଜଣେ ଏହା ଜାଣି ଥିବେ ଯେ ,”laughter is the best medicine”. ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ମଜାଦାର ଯୋକ୍ସ୍ ନେଇ ଆସିଛୁ ଯାହା ଆଜି କାଲି ସୋସିଆଲ ମିଡ଼ିଆ ରେ ବେଶ୍ ଚଳୁଛି। ଆମର ବିଶ୍ବାସ ଏହାକୁ ପଢ଼ିବା ପରେ ଆପଣଙ୍କ ହସ ବନ୍ଦ ହେବ ନାହିଁ।

1.ସ୍ଵାମୀ:- ମ୍ୟାଚ୍ ଦେଉଥିବା ଚାନେଲ ଲଗାଅ , ସ୍ତ୍ରୀ:- ଲଗାଇ ହବନି ,  ସ୍ବାମୀ:- ଦେଖିନେବି
ସ୍ତ୍ରୀ:- କଣ ଦେଖିନବ ,  ସ୍ବାମୀ:- ତୁମେ ଯେଉଁ ଚାନେଲ୍ ଟା ଦେଖୁଛ।

2.ଯଦି ସ୍ତ୍ରୀ ସହିତ ଝଗଡ଼ା ହେଉଛି ତେବେ ଘରୁ ବାହାରକୁ ଯାଆନ୍ତୁ ନାହି । ସବୁବେଳେ ସମ୍ମାନ ସବୁ କିଛି ହୋଇ ନଥାଏ। ଜୀବନ ଥିଲେ ସମ୍ମାନ ରହିବ।

3.ଶିକ୍ଷକ ପିଲା ମାନଙ୍କୁ ପଚାରିଲେ- କହିଲ କଣ୍ଟା ଭରା ରାସ୍ତା ରେ ତୁମର ସାଥୀ କିଏ ହେବ।
ପିଲା ମାନେ- ସାର୍ କିଛି ଅପ୍ସନ୍ ଦିଅନ୍ତୁ। ,  ଶିକ୍ଷକ- ସ୍ତ୍ରୀ, ସ୍ବାମୀ, ବାପା, ମା, ଶାଳୀ, ଭାଇ , ଭଉଣୀ, ପ୍ରେମୀ ପ୍ରେମିକ କିମ୍ବା ସାଙ୍ଗ?
ସୋନୁ ଠିଆ ହୋଇ କହିଲା- ସାର୍ ଜୋତା।

4.ପୁଅ ଝିଅ କୁ ନିଜ କାର ରେ ବସେଇ ନେଇ ଯାଉ ଥିଲା। ,  ଝିଅ- ଆମେ କୁଆଡେ ଯାଉଛୁ।
ପୁଅ – ଲଙ୍ଗ ଡ୍ରାଇଭ୍ ରେ। ,  ଝିଅ- ମୋତେ କାହିଁକି ଆଗୁଆ କହିଲ ନାହି। ,  ପୁଅ – ମୋତେ ନିଜକୁ ଏବେ ଜଣା ପଡ଼ିଲା।
ଝିଅ – କେମିତି। ,  ପୁଅ – ଗାଡ଼ି ର ବ୍ରେକ ଲାଗୁନି।

5.ଝିଅ ଘର ଲୋକବାହାଘର ପାଇଁ ଦେଖିବାକୁ ଆସିଥିଲେ।
ବାପା- ଆରେ ପୁଅ, ଝିଅ ଘର ଲୋକ ଆସୁଛନ୍ତି । ତାଙ୍କ ଆଗରେ ଟିକେ ଟିକେ ବଢେଇ ବଢେଇ କହିବୁ।
ଝିଅ ଘର ଲୋକ ଆସିବ ମାତ୍ରେ ହିଁ……
ପୁଅ – ବାପା ଟିକେ ଚାବି ଟା ଦେଲ । ମୋ ଟ୍ରେନ ଟା ଖରା ରେ ଅଛି ତାକୁ ଘରକୁ ପୁରାଇ ଆସୁଚି।ବାପା ବେହୋସ୍।

6.ପୁଅ- ତୁମେ ବହୁତ୍ ସୁନ୍ଦର୍। ,  ଝିଅ- ଓହୋ ଜାନୁ। ,  ପୁଅ – ତୁମେ ତ ବିଲକୁଲ୍ ପରି ଭଳି ଲାଗ।
ଝିଅ- ସତରେ? ,  ପୁଅ- ହଁ ,  ଝିଅ – ଆଚ୍ଛା , ଏବେ କଣ କରୁଛ। , ପୁଅ- ମଜାକ୍

7.ବାପା – ଫୋନ୍ ରେ କିଏ ଥିଲା। ,  ସଞ୍ଜୁ- ସାଙ୍ଗ ଥିଲା। ,  ବାପା- ସତରେ କହ କିଏ ଥିଲା।
ସଞ୍ଜୁ-ସଞ୍ଜୟ ଦତ୍ତ। , ସଞ୍ଜୁ କେବେ ବି ସୁଧୁରିବା ହବନି। ସବୁବେଳେ ମାଡ଼ ଖାଇବ।

8 . ଚକା ଆଖି —— ଦେଖୁଛି ?

ଉତ୍ତର – ସବୁ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।