୮ ବର୍ଷ ବୟସରେ ମେୟର ହୋଇଗଲା ଏହି ଝିଅ, ପଦବୀ ସମ୍ଭାଳିବା ମାତ୍ରେ ହିଁ ଜା-ରି କଲା ଏପରି ନୋଟିସ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଜୀବନ ଶୈଳୀ ଏକ ଚକ ସଦୃଶ ।କେତେବେଳେ ଦୁଃଖ ତ କେତେବେଳେ ସୁଖ ମିଳିଥାଏ।ମଣିଷ ଯେତେବେଳେ ଛୋଟ ଥାଏ ବିନା ଚିନ୍ତାରେ ଜୀବନ ଅତିବାହିତ କରିଥାଏ।କିନ୍ତୁ ଆଜି ଆମେ ଛୋଟ ପିଲାର ଏକ ବିରଳ କାର୍ଯ୍ୟ ଦେଖିବାକୁ ପାଇଛୁ।ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ୮ ବର୍ଷର କନ୍ୟା ନିଜ ସହରରେ ଗୋଟିଏ ଦିନ ପାଇଁ ମେୟର ବନି ସହର ଉନ୍ନତି ନିମିତ୍ତ ଯାହା ପଦକ୍ଷେପ ନେଲା ଜାଣିଲେ ଆଶ୍ଚର୍ୟ୍ଯ ହେବେ।

୮ ବର୍ଷ ବୟସରେ ଆମେ ସବୁ ଖେଳନା ରେ ଖେଳୁଥାଏ।ନିଜ ସାଇକେଲ କୁ ମଧ୍ୟ ଠିକ୍ ସେ ଚଳାଇ ପାରୁନଥାଉ।ତେବେ ୮ ବର୍ଷ ଏକ କନ୍ୟା ଗୋଟେ ଦିନ ପାଇଁ ମେୟର ବନିଲା।ଆସନ୍ତୁ ଜାଣିବା ସେହି ଝିଅ ବିଷୟରେ।ସେହି ଝିଅଟି ର ନାମ ଇଶିତା ଯାଯୋରୀୟା।ଜୟପୁର ସ୍ଥିତ ରାମ ରାଜ୍ ପୁର କଲୋନୀ ରେ ରହନ୍ତି।ତାଙ୍କ ପିତା ଙ୍କ ନାମ ଓମ୍ ପ୍ରକାଶ ଯାଯୋରୀୟ ।ଇସିତା କଥା କହିପାରନ୍ତି ନି। ତଥାପି ନିଜ ଜୀବନ ଉତ୍ତମ ପାଇଁ ବହୁତ୍ ଚେଷ୍ଟା କରିଛନ୍ତି ଈସିତା।

ଆପଣମାନେ ପ୍ରାୟତଃ ଜାଣିଥିବେ ଯେ ମାର୍ଚ୍ଚ ୮ ତାରିଖ ରେ ବିଶ୍ଵ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ।ଏହି ଦିନ ଝିଅ ତଥା ମହିଳା ମାନଙ୍କୁ ଅନୁଭଵ କରାଯାଇଥାଏ।ତେବେ ଏଭଳି କିଛି ପରିସ୍ଥିତି ଏହି ଝିଅଟି ପାଖରେ ଦେଖିବାକୁ ମିଳିଥିଲା।ଗୋଟେ ଦିନ ପାଇଁ ମେୟର ବନି ପୁରା ସହରକୁ ଚଳାଇଥିଲେ।

ମୁଖ୍ୟତଃ ସହରର ମେୟର ମୁନେସ ଗୁର୍ଜର ଈସିତା ଙ୍କୁ ନଗର ନିଗମ ହେରିଟେଜ ରେ ଏକ ଦିନ ପାଇଁ ମେୟର ପଦରେ ଅଳଙ୍କୃତ କରିଥିଲେ।ମେୟର ମୁନେଶ୍ ଗୁର୍ଜର୍ ଈସିତା ଙ୍କୁ ନିଜର ପାଳକ ଝିଅ ବୋନେଇଛନ୍ତୀ।ଏବଂ ଇସିତା ର ସବୁ ପଢା ଖର୍ଚ୍ଚ ତଥା ତାଙ୍କର ଚିକିତ୍ସା ମଧ୍ୟ ସେ ବହନ କରନ୍ତି। ମହିଳା ଦିବସ ଉପଲକ୍ଷେ ଇସିତା ଙ୍କୁ କିଛି ନୂଆ ଅନୁଭବ କରାଇବା ପାଇଁ ତାଙ୍କୁ ସହରର ମେୟର ବୋଲି ଘୋଷଣା କରିଥିଲେ।

ତେବେ ଏହି ଗୋଟେ ଦିନ ପାଇଁ ମେୟର ବନି ଝିଅଟି କିଛି ନିଜର ମତପ୍ରଦାନ କରିଥିଲା।ସେ କହିଥିଲେ କି ମୋର ଲକ୍ଷ୍ୟ ହେଉଛି ସହର ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର। ଇସିତା ଙ୍କ ଏହି ସହରବାସୀ ଙ୍କୁ ଖୁବ୍ ପସନ୍ଦ ଆସିଥିଲା।ଏହା ବ୍ୟତୀତ ସେ ସହର ର ସବୁ ବିପଦାପନ୍ନ ଲୋକଙ୍କୁ ସାହାଯ୍ୟ କରିବାକୁ ଅର୍ଡର ଦେଇଥିଲେ।

୮ ବର୍ଷର ହେଲେ ମଧ୍ୟ ସେ ଗୋଟେ ଦିନ ପାଇଁ ମେୟର ବନି ଭଲ ପଦକ୍ଷେପ ନେଇଥିଲେ।ତାଙ୍କର ଏଭଳି ଚିନ୍ତାଧାରା କୁ ଲୋକେ ବହୁତ୍ ପ୍ରଶଂସା କରିଥିଲେ।ଯାହାକି ସେ ମଧ୍ୟ ଭବିଷ୍ୟତରେ ଭଲ ପାଠ ପଢି ମେୟର ହୋଇପାରିବେ।କେବଳ ଇସିତା ନୁହଁନ୍ତି ବରଂ ସବୁ ଝିଅ ଉଚିତ ପାଠ ପଢ଼ିଲେ ସହରର ମେୟର ହୋଇପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।