ହାତ ଆପଣଙ୍କ ମୁହଁ ପରି ସୁନ୍ଦର ଓ ଗୋରା ହେଉ କରନ୍ତୁ ଏହି ସରଳ ଘରୋଇ ଉପାୟ ମାତ୍ର ଗୋଟିଏ ଦିନରେ ହାତର ରଙ୍ଗ ମୁହଁ ସହ ସମାନ ହୋଇଯିବ 100 % ଗ୍ୟାରେଣ୍ଟି

0

ବନ୍ଧୁଗଣ ଆପଣ ମାନେ ସବୁବେଳେ ଦେଖୁଥିବେ କି ଆମର ହାତର ରଙ୍ଗ ଆମର ମୁହଁର ରଙ୍ଗ ଠାରୁ ସବୁବେଳେ ଫିକା ବା କଳା ରଙ୍ଗ ହୋଇଥାଏ।ପ୍ରକୃତରେ ଆମ ପରିବେଶ ର ଥିବା ଧୂଳି କଣା ଆମ ଶରୀରର ହାତରେ ପଡିବା ଦ୍ବାରା ଏହାର ରଙ୍ଗ ଏପରି ହୋଇଥାଏ। ଏବଂ ଆମେ ଯଦିଓ ଏହାକୁ ସଫା କରିବା ପାଇଁ ସାଧାରଣ ପାଣିର ବ୍ୟବହାର କରିଥାଉ ଏହା ଦ୍ବାରା ଆମ ହାତର ଉପରେ ଭାଗରେ ଥିବା ସବୁ ମଇଳା ଦୂର ହୋଇଥାଏ

ମାତ୍ର ଏହାର ରଙ୍ଗ ବଦଳିଯାଏ ନାହିଁ। ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ଜଣେଇବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣଙ୍କର ହାତ ମୁହଁର ରଙ୍ଗ ସହ ସମାନ ହୋଇଯିବ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟିକୁ କରିବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ ସାମଗ୍ରୀ ର ଆବଶ୍ୟକତା ରହିଛି।
୧.କଫି
୨.ଚିନି
୩.ଦହି
୪.ହଳଦୀ ଏବଂ
୫.ଲେମ୍ବୁ

ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ୩ ଚାମଚ କଫି ,୨ ଚାମଚ ଚିନି , ଗୋଟିଏ ଚାମଚ ହଳଦୀ ଗୁଣ୍ଡ , ୧ ଚାମଚ ଦହି ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରିନିଆନ୍ତୁ। ବର୍ତ୍ତମାନ ଏଥିରେ ଗୋଟିଏ ଲେମ୍ବୁ ର ଅଧା ଲେମ୍ବୁ ରସ ଆଡ଼ କରନ୍ତୁ।ଏବଂ ଏହି ସବୁ କୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ନିଜର ଦୁଇ ହାତକୁ ଗୋଟିଏ ପାତ୍ରରେ ଗରମ ପାଣି ରେ ବେକିଙ୍ଗ ସୋଡା ଏବଂ ବ୍ୟବହାର କରୁଥିବା ବଡିଲୋସନ କୁ ମିଶାଇ ଭଲ ଭାବରେ ଧୋଇନିଅନ୍ତୁ। ବର୍ତ୍ତମାନ ଆପଣ ପ୍ରସ୍ତୁତ ରିମେଡି ଟିକୁ ନିଜ ହାତରେ ବ୍ୟବହାର କରିପାରିବେ। ତେବେ ପ୍ରଥମେ ହାତରେ ଭଲ ଭାବରେ ଶୁଖାଇ ନିଅନ୍ତୁ ଯେପରି ଏଥିରେ ପାଣି ରହିବ ନାହିଁ।

ଏବେ ପ୍ରସ୍ତୁତ ରିମେଡି କୁ ଦୁଇ ହାତ ରେ ଭଲ ଭାବରେ ଲଗାଇ ନିଅନ୍ତୁ। ଏବଂ ଲଗାଇବା ର ୫ ମିନିଟ ପର୍ଯ୍ୟନ୍ତ ଏହାକୁ ମାସାଜ କରନ୍ତୁ। ୪-୫ ମିନିଟ ପର୍ଯ୍ୟନ୍ତ ଦୁଇ ହାତକୁ ମାସାଜ କରିବା ପରେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଏହିପରି ଛାଡି ଦିଅନ୍ତୁ ଏବଂ ଏହାକୁ ଶୁଖିବାକୁ ଦିଅନ୍ତୁ। ୧୦ ମିନିଟ ପରେ ଦେଖିବେ କି ଏହା ସମ୍ପୂର୍ଣ୍ଣ ଶୁଖି ଯାଇଛି ।

ବର୍ତ୍ତମାନ ଥଣ୍ଡା ପାଣିରେ ହାତ କୁ ଧୋଇନିଆନ୍ତୁ ।ଆପଣ ନିଶ୍ଚୟ ଦେଖିବେ କି ଆପଣଙ୍କ ର ହାତର ରଙ୍ଗ କେତେ ସୁନ୍ଦର ହୋଇଯାଇଛି। ଆପଣଙ୍କ ର ମୁହଁ ଏବଂ ହାତ ର ରଙ୍ଗ ରେ କୌଣସି ଫରକ ରହିବ ନାହିଁ। ଏହି ରିମେଡି ଟିକୁ ମାତ୍ର ଥରେ କରିକି ଦେଖନ୍ତୁ ଏହା ବହୁତ ଫଳପ୍ରଦ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।