ଦେଖନ୍ତୁ ଭିଡିଓ ଠାକୁର ଘରେ ନୂଆବୋହୂ ପୂଜା କରୁକରୁ ହଠାତ୍ ବାହାରିଲା ନାଗ ସାପ ଆଉ ତା’ପରେ ଯାହା ହେଲା ହେ ଭଗବାନ

0

ସାଧାରଣତଃ ହିନ୍ଦୁ ଧର୍ମରେ ସାପକୁ ଭଗବାନ ଶିବଙ୍କର ବାହନ ବୋଲି ମାନଯାଇଥାଏ।ତେବେ ସାପକୁ ସମସ୍ତେ ପୂଜା ମଧ୍ୟ କରିଥାନ୍ତି।ଆଉ ଅଧିକାଂଶ ଲୋକ ସାପ ନାମ ଶୁଣିଲେ ଭୟଭୀତ ହୋଇଯାଆନ୍ତି।ବିଶ୍ୱରେ ବିଭିନ୍ନ ପ୍ରକାରର ସାପ ଦେଖିବାକୁ ମିଳେ।ସାପ ମୁଖ୍ୟତଃ ବିଷଧର ହୋଇଥାଏ। ସର୍ପ ଦଂଶନ ରେ ବହୁ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି।ହିନ୍ଦୁ ଧର୍ମରେ ଲୋକମାନେ ସାପ କୁ କ୍ଷୀର ଦେଇ ପୂଜା କରିଥାନ୍ତି।

ଆଉ କିଛି ଲୋକ ଟେକା ପକାଇଥାନ୍ତି। ମୁଖ୍ୟତଃ ନାଗ ସାପକୁ ଲୋକମାନେ ପୂଜା କରିଥାନ୍ତି।ତେବେ ଏହିପରି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିଙ୍କ ଘରେ।ଏହି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବାର ବୋଲି ଜଣାଯାଏ।ଓଡ଼ିଶାର ଅର୍ଣାପଲ୍ ଅଞ୍ଚଳରୁ ଏହି ଘଟଣାଟି ମିଳିଛି।ସାପ ଏଣେତେଣେ ପଶିଯାଉଥିବାରୁରୁ ଆତଙ୍କିତ ଲୋକେ ଚିନ୍ତାରେ ଥିଲେ।ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମାଟି ଘରେ ଏକ ଭୟଙ୍କର ବିଷଧର ଗୋଖର ସାପ ରହିଥିଲା।

ତେଣୁ ଘର ଲୋକ ଭୟଭୀତ ହୋଇ ସର୍ପ ବିଭାଗ ହେପ୍ଲ ଲାଇନ୍ କୁ ଜଣାଇଥିଲେ।ସର୍ପ ବିଭାଗର ଲୋକ ଦେଖିଲେ ଯେ ତାହା ଏକ ଗୋଖର ସାପ।ଏହି ବିଷଧର ସାପକୁ ଧରିବା ଅତ୍ୟନ୍ତ କଷ୍ଟକର।ତେବେ ବିଭାଗୀୟ ଲୋକମାନେ ବହୁ ଚତୁରତାର ସହ ସାପଟିକୁ ଧରିଥିଲେ। ବିଭାଗୀୟ ସଦସ୍ୟମାନେ କହିଥିଲେ ଯେ ସାପ ମାନଙ୍କୁ ଏମିତି ମାରିବା ଉଚିତ ନୁହେଁ।

ଲୋକମାନେ ସାପର ବସା କୁ ଭଙ୍ଗୁଛନ୍ତୀ ବୋଲି ସାପ ବାସହରା ହୋଇ ଘରେ ପଶୁଛି। ତେଣୁ ଯେତେବେଳେ ସାପ ଘରେ ପଶୁଛି ତାକୁ ନ ମରି ଆମ ହେଲ୍ପ ଲାଇନ୍ କୁ ଜଣାନ୍ତୁ।ପରେ ୨ ଘଣ୍ଟା ମଧ୍ୟ ସେମାନେ ସାପ କୁ ଧରି ନେଇ ବଣରେ ଛାଡି ଦେଇଥିଲେ।ଏହାପରେ ସେଠାକାର ଲୋକମାନେ ନିଶ୍ଚିନ୍ତ ହୋଇଥିଲେ।

ଆମ ଭାରତରେ ମୁଖ୍ୟତଃ ଆନାକଣ୍ଡା , କୋବ୍ରା ଆଦି ବହୁ ବିଷାକ୍ତ ସାପ ଦେଖିବାକୁ ମିଳିଥାଏ। ମନୁଷ୍ୟ ନିଜ ଭୁଲ ପାଇଁ ସର୍ପ ଦଂଶନ ର ଶିକାର ହୋଇଥାଏ।କିନ୍ତୁ ସେଥି ମଧ୍ୟରୁ ନାଗ ସାପ କୁ ପ୍ରାୟତଃ ସମସ୍ତେ ଚିହ୍ନି ପାରନ୍ତି।କାହିକିଁ ନା ଏକ ନିର୍ଦ୍ଧିଷ୍ଟ ଚିହ୍ନ ସେହି ସପରେ ଥାଏ।ଆଉ ଆମ ହିନ୍ଦୁ ଲୋକମାନେ ସାପକୁ ବହୁତ୍ ମାନ୍ୟତା ଦେଇଥାନ୍ତି। କାହିଁକି ନା ନାଗ ସାପ ଆମ ହିନ୍ଦୁ ଦେବତା ଶିବଙ୍କର ବାହାନ। ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେ ବିଷ ଉତ୍ପନ୍ନ ହୋଇଥିଲା

ସେହି ବିଷ ଶିବ ନିଜେ ଧାରଣ କରିଥିଲେ।ଆଉ ଜଗତର ସବୁ ସର୍ପ ମାନଙ୍କୁ ବିଷ ପ୍ରଦାନ କରିଥିଲେ।ହିନ୍ଦୁ ଧର୍ମରେ ସାପକୁ କ୍ଷୀର ଦେଇ ପୂଜା କରାଯାଏ।କିନ୍ତୁ ବିଜ୍ଞାନ ଅନୁସାରେ ସାପ କୁ କ୍ଷୀର ପିଆଇଲେ ସାପର ବିଷ ବୃଦ୍ଧି ହୋଇଥାଏ।ତେଣୁ ସାପକୁ କୌଣସି ଆଘାତ ଦେବା ଉଚିତ୍ ନୁହେଁ।କୌଣସି ଜୀବକୁ ଆଘାତ ଦେଲେ ଆମର କ୍ଷତି ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।