ଭାଇରାଲ ହେବା ପାଇଁ ଝିଅଟି ମୃ-ତ୍ୟୁ ସହିତ କଲା ଚାଲେଞ୍ଜ, ହାତ ଛାଡି ହାଇ ସ୍ପିଡ ବାଇକରେ ଖୋଲିଲା ଜ୍ୟାକେଟ ଏବଂ ତା’ପରେ …ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛି ସୋସିଆଲ ମିଡ଼ିଆ ।ବର୍ତ୍ତମାନ ର ଯୁବ ପିଢୀ ମାନେ ନିଜକୁ ଚର୍ଚ୍ଚାରେ ଆଣିବା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ।ଆପଣ ମାନେ ମଧ୍ୟ ସବୁବେଳେ ଖବର କାଗଜ ରେ କିଛି ଟିଭି ରେ ଦେଖୁଥିବେ କି ସେଲଫି ନେବାକୁ ଯାଇ ଯୁବକ ମୃତ ,

ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ବାଇକ ଷ୍ଟାଣ୍ଟ ଇତ୍ୟାଦି ଘଟଣା ସବୁବେଳେ ଚର୍ଚ୍ଚା ବିଷୟ ପଲଟିଥାଏ। ତେବେ ବର୍ତ୍ତମାନ ଏ ଲୋକମାନେ ସୋସିଆଲ ମିଡ଼ିଆ ପଛରେ ଏତେ ପାଗଳ ଯେ ଏଥିରେ ଫେମସ ହେବା ପାଇଁ ସେମାନେ କିଛି ବେ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ଏପରି କି ନିଜର ଜୀବନ କୁ ମଧ୍ୟ ବାଜିରେ ଲଗେଇ ଦେଇଛନ୍ତି।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଭାଇରଲ ଭିଡିଓ ବିଷୟରେ ଆପଣଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ତେବେ ଘଟଣା ଟି ହେଉଛି ଗୁଜୁରାଟ ର ସୁରଟ ରେ । ସୁରଟ ରେ ଜଣେ ମହିଳା ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପାଇଁ ତଥା ଚର୍ଚ୍ଚାରେ ରହିବା ପାଇଁ ଏମିତି କିଛି କରିଛନ୍ତି ଯାହା ଦେଖିଲେ ଆପଣ ଙ୍କର ଆଖି ଖୋଲା ରହିଯିବ। କିନ୍ତୁ ତା ପରେ ଯାହା ଘଟିଛି ତାହା ଜାଣିଲେ ଆପଣ ମଧ୍ୟ ହସିବେ ।

ତେବେ ଘଟଣା ଟି କିଛି ଏପରି ଥିଲା କି , ଗୁଜୁରାଟ ର ସୁରଟ ର ଏକ ରାସ୍ତା ଜଣେ ମହିଳା ଭୟଙ୍କର ବାଇକ ଷ୍ଟାଣ୍ଟ କରି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।ଯାହାକି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ଯୁବତୀ ଜଣଙ୍କ ହେଉଛନ୍ତି ସଂଜନା ବା ପ୍ରିୟଅଂଶୀ ପ୍ରସାଦ ଯିଏକି ଦ୍ରୁତ ଗତିରେ ବାଇକ ଚଲେଇବା ସମୟରେ ନିଜର ଦୁଇ ଟି ହାତ ବାଇକ ର ହ୍ୟାଣ୍ଡେଲ କୁ ଛାଡି ଦେଇଥିଲେ। ସେ ବି ହାଇ ରୋଡ଼ ଉପରେ। ଏବଂ ତାଙ୍କର ଭିଡିଓ ବନେଇ ଥିଲେ ।

ତେବେ ଖାଲି ଏତିକି ନୁହେଁ ବରଂ ସେ ବାଇର ଟି ଅତ୍ୟନ୍ତ ଦ୍ରୁତ ଗତିରେ ଥିବା ସମୟରେ ବାଇକ ର ହ୍ୟାଣ୍ଡେଲ ରୁ ଦୁଇ ଟି ହାତ ଛାଡି ଦେଇଥିଲେ ଏବଂ ତା ସହ ସେ ନିଜର ଜ୍ୟାକେଟ ମଧ୍ୟ ବାହାର କରିଥିଲେ। ଏହି ଭିଡିଓ ଟି ଅତ୍ୟନ୍ତ ଭୟଙ୍କର ଥିଲା ମାତ୍ର ସେ ଏହାକୁ କରିବାରେ ସଫଳତା ହାସଲ କରିଥିଲେ ।ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କର ୩୯୦,୦୦୦ ଲାଇକ ସୋସିଆଲ ମିଡ଼ିଆ ରେ ବୋଲି ସେ କହିଛନ୍ତି।

 

ତେବେ ଏହି ଭାଇରଲ ଭିଡିଓ ଟି ଯେତେବେଳେ ପୋଲିସ କର୍ମଚାରୀ ଦେଖୁଥିଲେ ସେତେବେଳେ କିଛି ଏମିତି ଘଟିଲା ଯାହାକୁ ଚକିତ କରିବ ନିଶ୍ଚିତ।ତେବେ ଏହି ଭିଡିଓ ଟି ପୋଲିସ ଙ୍କ ପାଖରେ ପହଞ୍ଚିବା ପରେ ପୋଲିସ ସଂଜନା ଙ୍କୁ ଗିରଫ କରିଛି ।ସାଧାରଣ ରାସ୍ତାରେ ଏହିପରି କାର୍ଯ୍ୟ କରିବା ଅପରାଧ ବୋଲି କହି ତାଙ୍କୁ ଗିରଫ କରାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।