ଦଶାନନ କାହାକୁ କୁହାଯାଏ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କଣ ହେବ କମେଣ୍ଟ କରି ଜଣାନ୍ତୁ….

0

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତିଦିନ ଖଟୁଛନ୍ତି। ସେମାନେ ନିଜ କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି ଯେ ନିଜର ମନୋରଞ୍ଜନ ଟିକେ ହେଲେ କରି ପାରୁନାହାଁନ୍ତି। ତେବେ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ କିଛି ମଜାଦାର ଓ ଚଟପଟା ଓଡ଼ିଆ ଜୋକସ୍ ନେଇ ଆସିଛୁ। ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହଁସିବେ ଏବଂ ହଁସି ହଁସି ଗଡିଯିବେ। ଏହି ଓଡ଼ିଆ ଯୋକ୍ସ୍ ଗୁଡ଼ିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଖୁସିରେ ଖୁସିରେ ବିତିବ। ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କିଛିଟା ଓଡ଼ିଆ ଜୋକସ୍ ବିଷୟରେ।

୧. ଶାଳୀ ପ୍ରଥମ କରି ମିନି ସ୍କର୍ଟ୍ ପିନ୍ଧଥିଲା ଓ ଭିଣେଇକୁ କହିଲା, “ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତୋ?”
ଭିଣେଇ ବହୁତ ସମୟ ଦେଖିବା ପରେ କହିଲା…
“ନା, ଦେଖା ଯାଉ ନାହିଁ, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”।

୨. ବାପା ପୁଅକୁ ପାଠ ପଢ଼ିବୁନି ତ କଣ କରିବୁ?
ପୁଅ: ବସ୍ ଚଳେଇବି, ପରେ ନୂଆ ବସ୍ କିଣିବି, ସ୍ତ୍ରୀ କୁ ପାଠ ପଢେଇବି କଲେକ୍ଟର କରିବି, ତାପରେ ତମ ନାଆଁ ରେ ହସ୍ପିଟାଲ୍ ଖୋଲିବି।
ବାପା: ଭାକୁଡା ପିଲା ତୁ ଆଜି ପୁଣି ସେଟ୍ମାକ୍ସ୍ ରେ ସୂର୍ଯ୍ୟ ବଂସମ୍ ଫିଲ୍ମ ଦେଖିଲୁ!!

୩. ଗାର୍ଲ୍ ଫ୍ରେଣ୍ଡ୍: ଜାନୁ… ପର୍ସନାଲ୍ ଆଉ ସିକ୍ରେଟ୍ ମଧ୍ୟରେ କଣ ତଫାତ୍ ଅଛି??
ବୟଫ୍ରେଣ୍ଡ୍: ତମେ ମୋ ଗାର୍ଲ୍ ଫ୍ରେଣ୍ଡ୍.., ଏହା ହେଉଛି ପର୍ସନାଲ୍, ଆଉ ତମ ସାନ ଭଉଣୀ ବି ମୋ ଗାର୍ଲ୍ ଫ୍ରେଣ୍ଡ୍… ଏହା ହେଉଛି ସିକ୍ରେଟ୍।

୪. ଗାଆଁ ର ଜଣେ ମହିଳା ଟ୍ରେନ ରେ ତାଙ୍କ ଛୁଆର ପ୍ୟାଣ୍ଟ୍ ବଦଳୁ ଥିଲେ…
ଜଣେ ସହରୀ ମହିଳା ଏହା ଦେଖି ପଚାରିଲେ, ହଗିସ୍ ନାହିଁ କି?
ଗାଆଁ ମହିଳା: ନା ନା ମାଡ଼ାମ୍ ସେ ହଗିସ୍ କରିନି, ଖାଲି ମୁତିସ୍।

୫. ସ୍ବାମୀ ସ୍ତ୍ରୀ କୁ : ଜାନୁ, ଆଜି କଣ ଖାଇବା ତୁମ ମା ବନେଇଛନ୍ତି?
ସ୍ତ୍ରୀ: ହଁ, ତମେ କେମିତି ଜାଣିଲ?
ସ୍ବାମୀ: ସବୁଦିନ ଖାଇବାରୁ କଳା ବାଳ ବାହାରେ, ଆଉ ଆଜି ଧଳା ବାଳ ବାହାରୁଛି ତୋ ସେଥିପାଇଁ।

 6. ଦଶାନନ କାହାକୁ କୁହାଯାଏ ?

ଉତ୍ତର – ରାବଣ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।